ମାନବ ଶରୀରର ସମସ୍ତ ଅଙ୍ଗ ବହୁତ ମହତ୍ଵପୂର୍ଣ ଅଟେ । କୌଣସି ଏକ ଅଙ୍ଗ ଖରାପ ହୋଇଗଲେ ଜୀବନ ବନ୍ଦ ହୋଇଯାଏ । ଠିକ ସେହିଭଳି ଲିଭର ଏକ ମୂଲ୍ୟବାନ ଅଙ୍ଗ ଅଟେ । ଏହା ଖରାପ ହେବା ଦ୍ଵାରା ମନୁଷ୍ୟର ଭୋଜନ ଠିକ ସେ ପଚେ ନାହିଁ । ଏବଂ ପ୍ରାୟତଃ ସଠିକ ସମୟରେ ଚିକିସ୍ଛା ନହେଲେ ବ୍ୟକ୍ତିର ଜୀବନ ମଧ୍ୟ ଚାଲି ଯାଇପାରେ । ଲିଭର ପୁରା ଶରୀରର ଧ୍ୟାନ ରଖିଥାଏ ଏବଂ ଏହାର ଖରାପ ହୋଇଯିବା ପରେ ଶରୀରର କ୍ରିୟା ଗୁଡିକ ବନ୍ଦ ହୋଇଯାଏ । ତେବେ ଚାଳନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?
ଲିଭର ଖରାପ ହେବାର ଲକ୍ଷଣ
ଏମିତିରେ ଲିଭର ଖରାପ ହେବାର ବହୁତ ଲକ୍ଷଣ ଅଛି, ଯେଉଁଥିରୁ କିଛି ପ୍ରମୁଖ ଲକ୍ଷଣ ବିଷୟରେ ଚର୍ଚା କରାଯାଇଛି –
୧. ଛାତିରେ ଯନ୍ତ୍ରଣା ହେବା ।
୨. କମଜୋର ଲାଗିବା ।
୩. ପେଟ ଭାରି ହୋଇଯିବା ।
୪. ଭୋକ ନ ଲାଗିବା ।
୫. ମୁହଁର ସ୍ଵାଦ ଖରାପ ହେବା ।
୬. ଲିଭର ଜାଗାରେ ଯନ୍ତ୍ରଣା ଅନୁଭବ କରିବା ।
ଲିଭର ଖରାପ ହେବାର କାରଣ
ଏମିତିରେ ଲିଭର ବିଭିନ୍ନ କାରଣରୁ ଖରାପ ହୋଇଥାଏ, କିନ୍ତୁ ଆମେ ଏଠି ଆପଣଙ୍କୁ କିଛି ମହତ୍ବପୂର୍ଣ କାରଣ ବିଷୟରେ କହିବାକୁ ଯାଉଛୁ ।
୧. ଶରୀରରରେ ଭିଟାମିନ B କମ ରହିବା ।
୨. ଘରେ ଆବର୍ଜନା ରହିବା ।
୩. ଉଚିତ ପୌଷ୍ଟିକ ଭୋଜନ ନ କରିବା ।
୪. ନିଶା ଏବଂ ଧୂମପାନ କରିବା ।
୫. ଚା ଏବଂ କଫିର ଅଧିକ ସେବନ କରିବା ।
୬. ପାଣିରେ କ୍ଳୋରିନର ମାତ୍ରା ଅଧିକ ହେବା ।
୭. ଅଧିକ ମାତ୍ରାରେ ଔଷଧ ସେବନ କରିବା ।
ଲିଭର ଠିକ କରିବା ପାଇଁ ଘରେଲୁ ଉପାୟ
୧. ହଳଦୀ – ଯଦି ଆପଣଙ୍କର ଲିଭର ଖରାପ ଅଛି ତେବେ ଆପଣ ସବୁଦିନ ସକାଳେ ଏବଂ ସନ୍ଧ୍ୟାରେ ଗୋଟିଏ ଗ୍ଳାସ କ୍ଷୀରରେ ଗୋଟିଏ ଚାମଚ ହଳଦୀ ପକାଇ ପିଇବା ଉଚିତ ।
୨. ପିଆଜ – ଲିଭର ଖରାପ ହେଲେ ପିଆଜ ଖାଇବା ଉଚିତ ।
୩. ସେଓର ଜୁସ – ସବୁଦିନ ଆପେଳର ଜୁସ ପିଇବା ଦ୍ଵାରା ଲିଭର ଠିକ ହୋଇଥାଏ ।
୪. ତରଳ ପଦାର୍ଥ – ଲିଭର ଠିକ କରିବା ପାଇଁ ବ୍ୟକ୍ତିକୁ ତରଳ ପଦାର୍ଥ ପିଇବା ଉଚିତ ।
୫. ସବୁଜ ପନିପରିବା – ଲିଭରକୁ ଜଲ୍ଦି ଠିକ କରିବା ପାଇଁ ସବୁଜ ପନିପରିବା ସେବନ କରିବା ଉଚିତ ।
ଲିଭରକୁ ଖରାପ ହେବାରୁ ବଞ୍ଚାନ୍ତୁ
କୌଣସି ରୋଗକୁ ଆପଣ ଔଷଧ ବିନା ଯଦି ଠିକ କରିବେ ତେବେ ତାହା ବହୁତ ଲାଭଦାୟକ ହେବ ।
୧. ଖୋଲା ପବନରେ ନିଶ୍ଵାସ ନେବା ।
୨. ସକାଳ ସନ୍ଧ୍ୟାରେ ଚାଲି ବାକୁ ଯାଆନ୍ତୁ ।
୩. ବେଶି ତେଲରେ ଭଜା ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ ।
୪. ଧୂମ୍ରପାନରୁ ବଞ୍ଚନ୍ତୁ ।
୫. ମଦ ପିଅନ୍ତୁ ନାହିଁ ।
୬. ସବୁଜ ପନିପରିବା ଖାଆନ୍ତୁ ।
୭. ଅଧିକ ମାତ୍ରାରେ ପାଣି ପିଅନ୍ତୁ ।
୮. ବେଶି ଔଷଧ ଖାଆନ୍ତୁ ନାହିଁ ।