ଏହି ଲୋକଙ୍କ ଘରେ କେବେ ବି କରନ୍ତୁ ନାହିଁ ଭୋଜନ- Chanakya Niti

ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉହୁ ଯାହା ସମସ୍ତଙ୍କୁ ଜାଣିବା ଉଚିତ ତେବେ ଗରୁଡ ପୁରାଣରେ ଏହି କଥା କୁହା ଯାଇଛି କିନ୍ତୁ ଆଜି କାଲିକା ଲୋକ ଏହି ସବୁ କଥା ମାନନ୍ତି ନାହିଁ । ଆଚାର୍ଯ୍ୟ ଚାଣକ୍ୟ ବିଷୟରେ ଆପଣ ସମସ୍ତେ ଜାଣିଥିବେ ତେବେ ସେ ମଧ୍ୟ ବହୁତ ବିଜ୍ଞାନ ପଣ୍ଡିତ ଥିଲେ ସେ ତାଙ୍କ ଚାଣକ୍ୟ ନୀତିରେ ମଣିଷ ଜୀବନ ବିଷୟରେ ବହୁତ କିଛି କହିଥିଲେ । ତେବେ ସେହି କଥା ଗୁଡିକ ବର୍ତମାନ ଲୋକଙ୍କୁ ଦେଖିବାକୁ ମିଳୁଛି ।

ଚାଣକ୍ୟ ନୀତି ଏମିତି ବହୁତ ଲୋକଙ୍କ ବିଷୟରେ କହିଛନ୍ତି ଯେ ଏମିତି ବହୁତ ଲୋକଙ୍କ ବିଷୟରେ କହିଛନ୍ତି ଯେ ଏମିତି ଲୋକଙ୍କ ଘରେ ଖାଇବା ଉଚିତ ନୁହଁ ।

Image Courtesy: Google

୧. ଆରୋପି :

ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ଯେଉଁ ଲୋକ କୌଣସି ପ୍ରକାର ପାପ କରିଥାନ୍ତି ବା କୌଣସି ପ୍ରକାର ଅପରାଧ କରିଥାନ୍ତି ସେହି ଭଳି ଲୋକଙ୍କ ଘରେ ଭୋଜନ କରିବା ଉଚିତ ନୁହ । ଚାଣକ୍ୟ କହିବା ଅନୁଯାଇ ଯଦି ଆପଣ ଅପରାଧୀ ଘରେ ଭୋଜନ କରୁଛନ୍ତି ତେବେ ଆପଣ ମଧ୍ୟ ତା ଅପରାଧରେ ଭାଗୀଦାର ଅଛନ୍ତି ।

Image Courtesy: Google

୨. କ୍ରୋଧିତ :

ଯେଉଁ ମଣିଷ ବହୁତ କ୍ରୋଧ କରିଥାଏ ଓ ନିଜକୁ କେବେ କାହା ଠାରୁ କମ ଭାବି ନଥାଏ ସେହି ଭଳି ବ୍ୟକ୍ତି ଘରେ କେବେ ଭୁଲରେ ବି ଭୋଜନ କରିବା ଉଚିତ ନୁହ କାହିଁକିନା ଏହି ଭଳି ବ୍ୟକ୍ତି ନିଜ ଜୀବନରେ କେବେ ବି କାହା ସମ୍ମାନ ଦେଇ ପାରନ୍ତି ନାହିଁ, ତେବେ କେଉଁ ମୁହୂର୍ତରେ ଆପଣଙ୍କ ଅସମ୍ମାନ ହବ ଆପଣ ଚିନ୍ତା ମଧ୍ୟ କରି ପାରିବେ ନାହିଁ ।

୩. ସଂକ୍ରମିତ ରୋଗୀ :

ଯେଉଁ ଲୋକଙ୍କ ଘରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ରୋଗୀ ଘରେ ଭୋଜନ କରନ୍ତି ତେବେ ଆପଣଙ୍କୁ ମଧ୍ୟ ତାଙ୍କ ଘରେ ଭୋଜନ କରିବା ଉଚିତ ନୁହ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ସହ ଆପଣଙ୍କ ପରିବାର ବହୁତ ଡୁବିଧାରେ ପଡିଥାଏ । ତେବେ ଏହି ଭଳି ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ ।

Image Courtesy: Google

୪. ଚରିତ୍ର ହିନ ସ୍ତ୍ରୀ :

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଚରିତ୍ର ହିଁ ସ୍ତ୍ରୀ ସହ ଭୋଜନ କରିବା ବା ତା ହାତ ତିଆରି ଭୋଜନ କରିବା ଆପଣଙ୍କ ପାଇଁ ଉଚିତ ନୁହ । ତେବେ ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ଯେଉଁ ମହିଳା ନିଜ ସ୍ବଇଛାରେ ଚରିତ୍ର ହିଁ କାମ କରିଥାଏ ସେହି ମହିଳା ଚରିତ୍ର ହିନ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *