ବଲୀଉଡର ଏହି ସେଲିବ୍ରେଟିମାନେ ଯିଏ Publicରେ ଅପମାନ କରିଛନ୍ତି ନିଜ- Ex Loverଙ୍କୁ

ବଲୀଉଡ ଏମିତି ଗୋଟେ ଦୁନିଆ ଯେଉଁଠି କଣ କାହା ସହ ହବ ସେଇଟା ଆପଣ ମଧ୍ୟ ଜାଣି ପାରିବେ ନାହିଁ । ବଲୀଉଡ ଦୁନିଆରେ କେବେ କାହାକୁ କାହା ସହ ପ୍ରେମ ହବ ତାହା ଜାଣିବା ବହୁତ କଷ୍ଟ ଏହା ଛଡା ଅଭିନେତା ଅଭିନେତ୍ରୀମାନେ ନିଜ ପର୍ସନଲ ଲାଇଫ ବିଷୟରେ କଥା ହାବା ଜମା ବି ପସନ୍ଦ କରନ୍ତି ନାହିଁ କିନ୍ତୁ କିଛି ଅଭିନେତା ଓ ଅଭିନେତ୍ରୀ ଏମିତି ଅଛନ୍ତି ଯିଏ ପବ୍ଲିକଲି ନିଜ ସମ୍ପର୍କ ବିଷୟରେ କହିଛନ୍ତି ଓ ନିଜ ଏକ୍ସକୁ ବେଜିତି ମଧ୍ୟ କରିଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ।

Image Courtesy: Google

୧. ସାହିଦ ଓ କରିନା :

ଏହି କଥା ବହୁତ କମ ଲୋକ ଜାଣିଥିଲେ ଯେ ସାହିଦ ଓ କରିନାଙ୍କ ଏହି ଭଳି ସମ୍ପର୍କ ଅଛି କିନ୍ତୁ ପରେ ଏହି କଥା ବହୁତ ଭାଇରଲ ହେଲା ଯାହା ପରେ ସାହିଦ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ ଯେ ଯଦି ଡାଇରେକ୍ଟର ମତେ ପଶୁ ସହ ମଧ୍ୟ କାମ କରିବା ପାଇଁ କହିବେ ତେବେ ମୁଁ କରିବି, ଏହି କଥା ଦ୍ଵାରା ତାଙ୍କ ସଂକେତ କରିନାଙ୍କ ଆଡେ ଥିଲା କାହିଁକିନା ତାଙ୍କୁ ପ୍ରଶ୍ନ କରା ଯାଇଥିଲା ଯେ ସେ କରିନାଙ୍କ ସହ କେବେ କାମ କରିବେ ନାହିଁ ।

Image Courtesy: Google

୨. ପ୍ରୀତି ଜିଂଟା ଓ ନେସ ବାଡିଆ :

ଆପଣ ମାନେ ପ୍ରୀତି ଜିଂଟାଙ୍କୁ ଜାଣିଥିବେ ସେ ବଲୀଉଡ ବହୁତ ସଫଳ ଅଭିନେତ୍ରୀ ଅଟନ୍ତି, ତାଙ୍କର ନେସ ବାଡିଆ ସହ ଅଫେଅର ଥିଲା ତେବେ ଦୁହିଙ୍କ ବ୍ରେକଅପ ୨୦୦୯ରେ ହୋଇଥିଲା କିନ୍ତୁ ତାଙ୍କ ସମ୍ପର୍କ କଥା ସେତେବେଳେ ଜଣ ପଡିଲା ଯେତେବେଳେ ପ୍ରୀତି ୨୦୧୪ରେ ଆଇପିଏଲ ସମୟରେ ନେସ ବାଡିଆ ଉପରେ କେସ କରିଥିଲେ କାହିଁକିନା ଷ୍ଟାଡିୟମରେ ଦୁହିଙ୍କ ମଧ୍ୟରେ ଝଗଡା ହେଲା ଓ ପ୍ରୀତି ନେସ ଉପରେ ୩ଟି ସେକ୍ସନ ଅନୁଯାଇ କେସ କରିଥିଲେ ।

Image Courtesy: Google

୩. ଏସ୍ଵର୍ଯା ଓ ସଲମାନ ଖାନ :

ଏସ୍ଵର୍ଯା ନିଜ ସମୟ ବହୁତ ବଡ ଓ ସଫଳ ଅଭିନେତ୍ରୀ ଅଟନ୍ତି ବର୍ତମାନ ମଧ୍ୟ ଲୋକ ତାଙ୍କୁ ସିନେମାରେ ଦେଖିବା ପାଇଁ ଇଛା କରୁଛନ୍ତି ଏହା ଛଡା ତାଙ୍କ ପର୍ସନଲ ଲାଇଫରେ ସଲମାନ ଖାନ ବହୁତ ବଡ ଅଭିନେତା ଥିଲେ ଯାହା ସହ ତାଙ୍କର ଅଫେଅର ଥିଲା ତେବେ ଯେତେବେଳେ ତାଙ୍କ ବ୍ରେକଅପ ହୋଇଥିଲା ସେହି ସମୟରେ ଏସ୍ଵର୍ଯା ସଲମାନ ଖାନ ବ୍ୟବହାର ବିଷୟରେ କହିଥିଲେ ଯାହା ପରେ ତାଙ୍କୁ କାମ ଦବା ବନ୍ଦ ହୋଇଯାଇଥିଲା ।

Image Courtesy: Google

୪. ଶିଲ୍ପା ଓ ଅକ୍ଷୟ କୁମାର :

୯୦ ଦଶକ ସମୟରେ ଅକ୍ଷୟ କୁମାର ଓ ଶିଲ୍ପା ଶେଠୀ ସମ୍ପର୍କ ବିସୟରେ ଏତେ କଥା ଉଠି ଥିଲା ଯେ ସମସ୍ତଙ୍କୁ ଲାଗିଲା ଶିଲ୍ପା ଅକ୍ଷୟ ବିବାହ କରିବେ କିନ୍ତୁ ଅକ୍ଷୟ ଟ୍ଵିଙ୍କଲ ସହ ବିବାହ କରିଥିଲେ ଯାହା ପରେ ଶିଲ୍ପା କହିଥିଲେ ଯେ ଅକ୍ଷୟ ମତେ ୟୁଜ କରିଛନ୍ତି ଓ ଯେତେବେଳେ ତାଙ୍କୁ ଜୀବନସାଥୀ ମିଳି ଗଲା ସେତେବେଳେ ସେ ମତେ ଛାଡି ଦେଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *