ଏହି ଲୋକକୁ ବାଂଲାଦେଶର କଂସେଇ କୁହାଯାଏ, ଗୋଟେ ରାତିରେ ୭୦୦୦ ଲୋକଙ୍କୁ ମାରିଥିଲେ

ପୁରୁଣା ସମୟରେ ଚଙ୍ଗେଜ ଖାନ, ହଲାକୁ ଏବଂ ତେମୁରଲଙ୍ଗ ଭଳି ଖୁନି ଜନ୍ମ ହୋଇଥିଲେ, ଯିଏ ହଜାର ହଜାର ଲଖେ ଲଖେ ଲୋକଙ୍କୁ ମୃତ୍ୟୁ ଦେଇଥିଲେ କିନ୍ତୁ କଣ ଆପଣ ଆଧୁନିକ ସମୟ ଖୁନି ବିଷୟରେ ଜାଣିଛନ୍ତି, ଯିଏ ଗୋଟେ ରାତିରେ ୭୦୦୦ ଲୋକଙ୍କୁ ମରେଇଥିଲେ । ଏହି ଲୋକକୁ ଦୁନିଆ ଲୋକ ବୁଚର ଅଫ ବାଂଲାଦେଶ କୁହନ୍ତି, ଗୋଟେ ରାତିରେ ସେ ଏତେ ଆତଙ୍କ ବ୍ୟାପ୍ତ କରିଥିଲା ଯାହା ଦ୍ଵାରା ଆଜି ମଧ୍ୟ ତା ନା ଶୁଣିଲେ ଲୋକ ଡରନ୍ତି । ଏହି ଲୋକ ନା ଟିକା ଖାନ, ଯିଏ ପାକିସ୍ତାନୀ ସେନା ରେ ୪-ଷ୍ଟାର ଜଂରଲ ଥିଲା ଏବଂ ପାକିସ୍ତାନ ପ୍ରଥମ ଥଳ ସେନା ଅଧ୍ୟକ୍ଷ ମଧ୍ୟ ।

୧୦ ଫେବୃଆରୀ ୧୯୧୫ରେ ଏହାର ଜନ୍ମ ରାବଲପିଣ୍ଡି ପାଖ ଗାଁ ରେ ହୋଇଥିଲା । ଭାରତୀୟ ସେନ୍ୟ ଅକାଦମି, ଦେହରାଡୁନ ରେ ପାଠ ସମାପ୍ତ କଲା ପରେ ଟିକା ଖାନ ବ୍ରିଟିଶ ଭାରତୀୟ ସେନା ରେ ଭର୍ତି ହୋଇଗଲା । ଏହା ପରେ ୧୯୪୦ରେ ସେ କମିଶଣ୍ଡ ଅଫିସର ହୋଇଗଲା, ସେ ଜର୍ମାନୀ ବିରୂଧ ଦୁତୀୟ ବିଶ୍ଵ ଯୁଧ ରେ ଭାଗ ମଧ୍ୟ ନେଇଥିଲେ । ଅଲଗା ହେଲା ପରେ ଟିକା ଖାନ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ସେନା ମେଜର ହୋଇଗଲା । ସେ ୧୯୬୫ ରେ ହୋଇଥିବା ଭାରତ ପାକ ଲଢେଇ ରେ ମଧ୍ୟ ଭାଗ ନେଇଥିଲା, ଟିକା ଖାନ ଅପରାଧ କାହାଣୀ ୧୯୬୯ ଠାରୁ ଆରମ୍ଭ ହେଲା, ଯେତେବେଳେ ୟାହାମା ଖାନ ପାକିସ୍ତାନ ରାଷ୍ଟ୍ରପଟି ହୋଇଥିଲେ ।

ସେହି ସମୟରେ ଟିକା ଖାନ କୁ ବାଂଲାଦେଶ ଜାଗା ରେ ପଠା ଗଲା, ଟିକା ଖାନ ଶେଠୀ ଗଲା ପରେ ସେନା କାମ ଆରମ୍ଭ କରିଦେଲେ, ଏହାକୁ ‘ଅପରେସନ ସର୍ଚଲାଇଟ’ନାମ ଦିଆ ଗଲା, ଏହି ଅପରେସନ ରେ ପାକିସ୍ତାନ ସେନା ଟିକା ଖାନ ଆଦେଶ ଦ୍ଵାରା ଯାହା କରିଥିଲେ ତାହା ବଧେ ଇତିହାସ କେବେ ଭୁଲେଇବ ନାହିଁ । ପୂର୍ବ ପାକିସ୍ତାନରେ ହଜାର ହଜାର ଲୋକଙ୍କୁ ମାରି ଦିଆ ଗଲା, ଗୋଟେ ରିପୋର୍ଟ ଅନୁଯାଇ କେବଳ ଗୋଟେ ରାତିରେ ୭୦୦୦ ଲୋକଙ୍କୁ ମାରି ଦିଆ ଯାଇଥିଲା ।

ରବଟ ପେଁ ବାଂଲାଦେଶ ଏହି ନରସଂହାର ଉପରେ ଗୋଟେ ବହି ଲେଖିଥିଲେ, ଏଥିରେ ସେ ଲେଖିଥିଲେ ଯେ ୧୯୭୧ ଠାରୁ କେବଳ ୯ ମାସ ରେ ବାଂଲାଦେଶ ରେ ଦୁଇ ଲକ୍ଷ ଠାରୁ ଅଧିକ ମହିଳା ଏବଂ ଝିଅଙ୍କ ସହ ଦୁଷ୍କର୍ମ କରା ଯାଇଥିଲା । ଏହି ଘଟଣା ପରେ ଟାଇମ ମେଗେଜିନ ଟିକା ଖାନକୁ ବାଂଲାଦେଶ କସାଇ ଲେଖିଥିଲେ । ବାଂଲାଦେଶ ଲଢେଇ ସମାପ୍ତ ହେଲା ପରେ ଟିକା ଖାନ ପୁରା ଦୁନିଆ ରେ ବଦନାମ ହୋଇଯାଇଥିଲା, ତେବେ ପାକିସ୍ତାନ ରେ ମଧ୍ୟ ତା ଏହି କାମକୁ ଲୋକ ଭୁଲ ବୋଲି କହିଥିଲେ । ତେବେ ୨୮ ମାର୍ଚ ୨୦୦୨ ରେ ୮୭ ବର୍ଷ ବୟସ ରେ ଟିକା ମୃତ୍ୟୁ ରାବଲପିଣ୍ଡି ରେ ହୋଇଥିଲା ।

Leave a Reply

Your email address will not be published. Required fields are marked *