ଏହି ମଦ ପିଉଛନ୍ତି କି ? ତେବେ ସାବଧାନ

ମଦ ଆଜିକା ସମୟରେ ବହୁତ ଲୋକ ପିଅନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସବୁ ଜାଗାରେ ଲେଖା ହବା ସହ କୁହାଯାଏ, ମଦ ଏମିତି ଗୋଟେ ନିଶା ଯାହା ଦିନକୁ ଦିନ ବଢିବାକୁ ଲାଗିଥାଏ ତେବେ ଏହି ଭଳି ଅପଦାର୍ଥ ସେବନ କରିବା ଜମା ବି ଉଚିତ ନୁହ । ଯେଉଁ ମାନେ ମଧ୍ୟ ପାନ କରିଥାନ୍ତି ସେ ଏହି କଥା ବେଶ ଭଲ ଭାବରେ ଜାଣିଥାନ୍ତି ଯେ ମଦ ତାଙ୍କ ଶରୀରରେ ଯାଇ ତାଙ୍କ ଶରୀର ଖରାପ କରିଥାଏ ତଥାପି ଲୋକ ଏହାର ସେବନ କରିବା ବନ୍ଦ କରନ୍ତି ନାହିଁ ।

ତେବେ ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆମ ଓଡ଼ିଶା ରାଜ୍ଯରେ ୮୫% ଲୋକ ପାନ, ବିଡି, ସିଗାରେଟ ଏବଂ ମଦ୍ୟ ପାନ କରିଥାନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସେହି ଜିନିଷ ପ୍ଯାକେଟ ଉପରେ ମଧ୍ୟ ଲେଖା ହୋଇଥାଏ । ମଦ ପିଇବା ଦ୍ଵାରା ବହୁତ ପ୍ରକାର ଅସୁବିଧା ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ସହ । ଯଦି କୌଣସି ଲୋକ ନିଜ ଜୀବନରେ ପ୍ରତି ଦିନ ନିଶା ସେବନ କରୁଛନ୍ତି ବା କେବେ କେବେ କିଛି ନିଶା ପଦାର୍ଥ ଉପଯୋଗ କରୁଛନ୍ତି ତେବେ ଶୂକ୍ରାଣୁ ଗୁଣ ବହୁତ କମି ଯାଇ ଥାଏ ।

ତେବେ ଆମ ଅନୁଯାଇ ଆପଣଙ୍କୁ ନିଶା ଜିନିଷ ସେବନ କରିବା ବନ୍ଦ କରିବା ଉଚିତ ନଚେତ ଶୂକ୍ରାଣୁ କମିବା ସହ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇ ଥାଏ । ଏହା ଛଡା ମଦ ଆପଣଙ୍କ ପ୍ରତି ଅରଗାନକୁ ଦୁର୍ବଳ କରିବାରେ ଲାଗିଥାଏ ଏହା ଦ୍ଵାରା କିଛି ବର୍ଷ ଭିତରେ ଆପଣଙ୍କ ଚର୍ବି ବଢିଯାଇଥାଏ, କଲେଷ୍ଟ୍ରୋଲ ବଢିଯାଇଥାଏ, ଲିଭର ଖରାପ ହୋଇଥାଏ ଏବଂ ଅନ୍ୟ ବହୁତ ଅସୁବିଧା ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ଯେଉଁ ମଦ ବିଷୟରେ କହିଲୁ ତାହାକୁ ମାନେ ରଖନ୍ତୁ ଓ ନିଜ ଜୀବନରେ ଏହି ଭଳି ହାନିକାରକ ଜିନିଷ ସେବନ କରିବା ଉଚିତ ନୁହ ।

ମଦ କେବେ ବି ଭଲ ହୋଇନଥାଏ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ତେବେ ମଦ କେବଳ ଗୋଟେ ଲୋକକୁ ନୁହ ପୁରା ପରିବାରକୁ ସମାପ୍ତ କରିଥାଏ, ମଦ ପିଉଥିବା ମଣିଷ ବହୁତ ହିଂସକ ହୋଇଥାଏ ତାଙ୍କୁ ସମ୍ପର୍କ ଭଲ ପାଇବା ଦେଖା ଯାଏ ନାହିଁ ଅତ୍ୟଧିକ ମଦ ସେବନ କରୁଥିବା ଲୋକ କେବେ ଅନ୍ୟ ବିଷୟରେ କିଛି ଭାବି ନଥାଏ ଏବଂ କେବେ ନିଜ ଦାଇତ୍ଵ ମଧ୍ୟ ବୁଝି ନଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *