ଏହି ମହିଳାର ୨-୩ ବୁନ୍ଦା ମୂତ୍ର ବିକା ହେଉଛି ଲଖେ ଟଙ୍କା ରେ କାରଣ ଜାଣି ଆପଣଙ୍କ ମୁଣ୍ଡ ମଧ୍ୟ ବୁଲିଯିବ

ପଇସା ଆଜିକା ସମୟରେ ସବୁ ଠାରୁ ଆବଶ୍ୟକ ଜିନିଷ ହୋଇ ଯାଇଛି ଏବଂ ପଇସା କମେଇବା ପାଇଁ ମଣିଷ କଣ ନକରୁଛି । ପଇସା ପାଇଁ ଲୋକ ପରିଶ୍ରମ କରି ଥାନ୍ତି, ଲୋକଙ୍କ ଗାଳି ଶୁଣି ଥାନ୍ତି ଏବଂ ଅତ୍ୟଧିକ ଦରକାର ପଡିଲେ ଚୋରୀ ମଧ୍ୟ କରି ଥାନ୍ତି । ପଇସା ବିନା ଆଜିକା ଦୁନିଆରେ କିଛି ଜିନିଷ ଆପଣ ପାଇ ପାରିବେ ନାହିଁ, ସବୁ ଜିନିଷ ପାଇଁ କମ ହଉ ବା ବେସୀ ପଇସା ତ ଦରକାର ପଡି ଥାଏ ।

ଆଜିକା ସମୟରେ ଲୋକ ସହଜ ରେ ପଇସା ପାଇବା ପାଇଁ ଚାହାଁନ୍ତି କିନ୍ତୁ ପଇସା ରୋଜଗାର କରିବା କୌଣସି ଖେଳ ଘର ନୁହେଁ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ କହିବେ ଏମିତି ବି ହୁଏ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆମେରିକା ରେ ଗୋଟେ ଝିଅ ପଇସା ରୋଜଗାର କରିବା ପାଇଁ ଏମିତି ସହଜ ଉପାୟ ବାହାର କରିଛନ୍ତି ଯାହା ଆପଣ କେବେ ଭାବିନଥିବେ ।

ଏହି ମହିଳା ନିଜ ମୁତ୍ର ବିକି ଲଖେ ଲଖେ ଟଙ୍କା ରୋଜଗାର କରୁଛନ୍ତି ଏହା ଶୁଣି ବହୁତ ଅଜବ ଲାଗୁଥିବ, କିନ୍ତୁ ଏହା ସତ ଅଟେ । ତେବେ ଆପଣ ଭାବୁଥିବେ ସେହି ପରିସ୍ରା କଣ ହଉଥିବ ଓ କେବଳ କାହା ପରିସ୍ରା ପାଇଁ କେହି ଏତେ ଟଙ୍କା କଣ ପାଇଁ ଖର୍ଚ କରି କିଣିବ, ପରିସ୍ରା ଦୁଇ ବୁନ୍ଦା ପାଇଁ ଲୋକ ୨୪ ଡଲାର ଖର୍ଚ କରୁଛନ୍ତି । ଆପଣଙ୍କୁ ଜାଣି ଆଶଚାର୍ଜ୍ୟ ହବ ଯେ ଝିଅ ପରିସ୍ରା ଦ୍ଵାରା ଗର୍ଭବତୀ ଟେଷ୍ଟ କରି ଲୋକଙ୍କୁ ବିକୁଛନ୍ତି ତେବେ ଲୋକଙ୍କୁ ମଧ୍ୟ ଏହା ଦରକାର ପଡୁଛି ସେଥିପାଇଁ ଲୋକ ଏହା ପାଇଁ ଝିଅକୁ ୨୫ ଡଲାର ମଧ୍ୟ ଦଉଛନ୍ତି ।

ଏହି ପ୍ରେଗନେନସି ଟେଷ୍ଟ କେତେକ ଝିଅ ଓ ମହିଳା କିଣୁଛନ୍ତି, ଏହି ଝିଅ ବା ମହିଳା ନିଜ ଗର୍ଭବତୀ ହବାର କଥା କହି ନିଜ ସ୍ଵାମୀ ବା ବୟଫ୍ରେଣ୍ଡକୁ ବ୍ଲାକମିଲ କରିବା ପାଇଁ ଚାହୁଁଛନ୍ତି । ଯଦି କୌଣସି ଝିଅ ନିଜ ବୟଫ୍ରେଣ୍ଡକୁ ବିବାହ ପାଇଁ କହିବା ପାଇଁ ଚାହୁଁଛି ତେବେ ସେ ଏହି ପ୍ରେଗନେନସି ଟେଷ୍ଟ ଦେଖେଇ ପୁଅକୁ ବ୍ଲାକମିଲ କରି ପାରୁଛନ୍ତି ଏବଂ ଏହାର ଲାଭ ପାଉଛନ୍ତି । କଣ ଆପଣ କେବେ ଭାବି ଥିଲେ କେହି ନିଜ ପରିସ୍ରା ବିକି ଏତେ ଟଙ୍କା ରୋଜଗାର କରି ପାରିବ ଏବଂ ଏହାର ଏତେ ଉପଯୋଗ ହୋଇ ପାରେ ବୋଲି କେହି ଭାବି ବି ନଥିବେ ।

Leave a Reply

Your email address will not be published. Required fields are marked *