“ଜୁଦାଇ” ଫିଲ୍ମରେ ଥିବା ଏହି ନିରୀହ ଛୁଆ ଏବେ ବଲିଉଡ୍ ର ସୁପରଷ୍ଟାର, ଦେଖିଲେ ହୋସ୍ ଉଡିଯିବ ଆପଣଙ୍କର

ବଲିଉଡ୍ ର ବାଳ କଳାକାର ମାନେ କୌଣସି ବଡ ଅଭିନେତା ଠାରୁ କମ ନୁହନ୍ତି, ନିଜ ଅଭିନୟ ଦ୍ୱାରା ବହୁତ ହିଟ୍ ଫିଲ୍ମ ଦେଇଥାନ୍ତି ଏହି କଳାକାର ମାନେ । କିନ୍ତୁ ଯେଉଁ କଳାକାରଙ୍କ ବିଷୟରେ ଆମେ କଥା ହେଉଛୁ ସେ ଏବେ ଆଉ ଛୋଟ ହେଇ ନାହାନ୍ତି, ବହୁତ ବଡ ହୋଇସାରିଛନ୍ତି ଓ ଏହା ସହ ସେ ହ୍ୟାଣ୍ତସମ୍ ବି ଦେଖାଯାଉଛନ୍ତି ।

ଆପଣ ଏହି ବାଳ କଳାକାରକୁ ଲୋକପ୍ରିୟ ଫିଲ୍ମ ‘ଜୁଦାଇ’ରେ ଦେଖିଥିବେ, କିନ୍ତୁ ଏତେ ବଡ ହେବାପରେ ବହୁତ ଲୋକ ତାଙ୍କୁ ଚିହ୍ନି ପାରି ନଥିବେ । ଆମେ ଜୁଦାଇ ଫିଲ୍ମର ସେହି ବାଳ କଳାକାରଙ୍କ ବିଷୟରେ କଥା ହେଉଛୁ ଯିଏକି ଛୁଆବେଳରେ ଅନିଲ୍ କାପୁରଙ୍କ ପୁଅର ଅଭିନୟ କରିଥିଲେ ।

ଏହି ଫିଲ୍ମ ୧୯୯୭ ରେ ଆସିଥିଲା ଓ ଏହି ଫିଲ୍ମ ହିଟ୍ ବି ହୋଇଥିଲା । ଏହା ଛଡା ଏହି ଛୁଆ ଫିଲ୍ମ ମାସୁମ୍ ରେ ଅଭିନୟ କରିଥିଲେ ଓ ସମସ୍ତଙ୍କ ହୃଦୟ ଜିତି ଥିଲେ । ଏବେ ସେ ବହୁତ ବଡ ହୋଇସାରିଛନ୍ତି । ତାଙ୍କର ସୁପରହିଟ୍ ଗୀତ ଛୋଟ ବଚ୍ଚା ଜାନ୍ କେ ହମକୋ ନା କୋଇ ଆଖଁ ଦିଖା ନା ରେ । ଗୀତ ବହୁତ ପ୍ରସିଦ୍ଧ ଲାଭ କରିଥିଲା । ଏହା ଛଡା ସେ ଜୁଡୁବା ଫିଲ୍ମରେ ସଲମାନଙ୍କ ଛୁଆବେଳର ଅଭିନୟ ବି କରିଥିଲେ।

ଏହି ବାଳ କଳାକାରଙ୍କ ନାଁ ଓମକାର କପୁର ଅଟେ । ଯିଏ କି ବଲିଉଡ୍ ର ସୁପରହିଟ୍ ଫିଲ୍ମ ପ୍ୟାର୍ କା ପଞ୍ଚ ନାମା ଫିଲ୍ମରେ ଦେଖାଦେଇଥିଲେ । ସେମିତି ଏହି ଫିଲ୍ମରେ ସେ ସହ କଳାକାର ଭାବେ ନଜର ଆସିଥିଲେ । କିନ୍ତୁ ଦର୍ଶକମାନେ ତାଙ୍କ ଅଭିନୟଙ୍କୁ ବହୁତ ପସନ୍ଦ କରିଥିଲେ । ଏବେ ସେ ବହୁତ ଜଲଦି ବଲିଉଡ୍ ରେ ନିଜର ପାଦ ଦେବାକୁ ଯାଉଛନ୍ତି । ସିଏ ଛୋଟ ବେଳରୁ ଯେଉଁ ଅଭିନୟର ପାରିଦର୍ଶିତା ଦେଖାଇଥିଲେ ତାହା ଆଜି ବି ଅଛି। ତାଙ୍କର ନୂଆ ଫିଲ୍ମ ପାଇଁ ସମସ୍ତଙ୍କୁ ଅପେକ୍ଷା ଅଛି । କିନ୍ତୁ ଆମକୁ ଆଶା ଅଛି କି ସେ ଚାଲୁଥିବା ବକ୍ସ ଅଫିସରେ ଆଗାମୀ ଫିଲ୍ମରେ ଅଭିନୟ କରି ବହୁତ ନାଁ କମାଇବେ ।

Leave a Reply

Your email address will not be published. Required fields are marked *