ଯେତେ ପାରୁଛ ସେତେ ବୁଦ୍ଧି ଲଗେଇଦିଅ କିନ୍ତୁ ଏହି ଫୋଟୋରେ ଅନ୍ୟ ଏକ ବାଘଟିକୁ ଖୋଜି ପାରିବ ନାହିଁ

ଆପଣ ମାନେ ଛୋଟ ବେଳେ ବହୁତ ପ୍ରହେଳିକାର ସମାଧାନ କରିଥିବେ କିନ୍ତୁ ଧୀରେ ଧୀରେ ବଡ ହେଲା ପରେ ଏହି ଅଭ୍ଯାସ ଗୁଡିକ ସବୁ ଛାଡି ଗଲାଣି । ଯଦି ଆମେ ଆପଣଙ୍କୁ କହିବୁ କି ଆଜି ଆମେ ଆପଣଙ୍କୁ କିଛି ପିଲାବେଳର କଥା ମନ ପକେଇଦବୁ ତେବେ ଆପଣଙ୍କୁ କେମିତି ଲାଗିବ । ନିଶ୍ଚୟ ଆପଣ ଖୁସି ହେଇଯିବେ, ଆଜି ଆମେ ଆପଣଙ୍କୁ ଏକ ପ୍ରହେଳିକା ଦ୍ଵାରା ଆପଣଙ୍କ ପିଲାବେଳର କଥା ମନ ପକେଇଦବୁ ।

ତେବେ ଆସନ୍ତୁ ଜାଣିବା ସେଇଟା କଣ –

ଏହି ଫୋଟୋକୁ ଦେଖିଲା ପରେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ, ଗୋଟେ ବାକ୍ସରେ ବହୁତ ସାରା X Alphabet ଭିତରେ ୫ଟି Y ଲୁଚି ରହିଛି । ଆପଣଙ୍କ ପାଇଁ ଚ୍ୟାଲେନଜ ଏହା କି ଆପଣ ଏହି X ଭିତରେ Y କୁ କେତେ ଜଳଦି ଖୋଜି ପାରୁଛନ୍ତି ।

ଯଦି ଆପଣ ନ ପାଉଛନ୍ତି ତେବେ ଦେଖିନିଅନ୍ତୁ ଉତ୍ତର ।

ଏବେ ଏହି ଫୋଟୋଟି ତ ଆପଣଙ୍କୁ ଦେଖା ଯାଉଥିବ ଯେଉଁ ଥିରେ ଏକ ବାଘ ବନା ହୋଇଛି । ଦେଖିବାକୁ ତ ଏହି ଫୋଟୋ ଟି ବହୁତ ସିମ୍ପଲ କିନ୍ତୁ ଏଥିରେ ଯେଉଁ ପ୍ରକାରର ପ୍ରହେଳିକା ଅଛି ତାକୁ ସମାଧାନ କଳା ବେଳକୁ ଆପଣ ମାନଙ୍କ ମୁଣ୍ଡ କାମ କରିବନି । ଆପଣମାନେ ତ ଏହି ଫୋଟୋରେ ଗୋଟେ ବାଘ କୁ ଦେଖିପାରୁଥିବେ କିନ୍ତୁ ଏଥିରେ ଆଉ ଗୋଟେ ବାଘ ମଧ୍ୟ ଲୁଚି ରହିଛି । ସେହି ବାଘକୁ ନିଜ ମୁଣ୍ଡ ଖର୍ଚ କରି ଯେତେ ଜଳଦି ପାରୁଛନ୍ତି ସେତେ ଜଳଦି ଖୋଜନ୍ତୁ । ବୋଧେ ଆପଣଙ୍କୁ ସେହି ବାଘଟି ମିଳିଲାନି, ତେବେ ଆସନ୍ତୁ ଆମେ ଆପଣଙ୍କୁ କହି ଦଉଛୁ ।

ଦେଖନ୍ତୁ ନାଲି ରଙ୍ଗରେ କରାଯାଇଥିବା ଚିହ୍ନ, ଏଥିରେ ଆପଣ ଜାଣି ପାରିବେ ଆଉ ଗୋଟେ ବାଘ କେଉଁଠି ଥିଲା । କିଛି ବାଘ ଏମିତି ହୋଇଥାନ୍ତି ସେ ମାନେ ଆପଣଙ୍କ ଆଖି ଆଗରେ ଥିଲେ ବି ଆପଣଙ୍କୁ ଦେଖା ଯାନ୍ତି ନାହିଁ । ସେହିଭଳି ଏହି ଫୋଟୋ ରେ ମଧ୍ୟ ହୋଇଛି । ଦ୍ଵିତୀୟ ଭାଘ ଟି ଏହି ବାଘ ସହ ମିତି ମିଶିଛି ଯେ ଯିଏ ଦେଖିବ ତାକୁ ଏହା ଗୋଟେ ବୋଲି ଲାଗିବ ।

ଆଶା କରୁଛୁ ଆପଣାକୁ ଆମର ଏହି ଲେଖା ପସନ୍ଦ ଆସିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *