ଏହି ସବୁ ରାଶି ର ପୁରୁଷ ନିଜ ପତ୍ନୀ ଙ୍କୁ କେବେ ବି ଖୁସି କରି ପାରନ୍ତି ନାହିଁ – ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ?

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କିଛି ଏଭଳି ରାଶି ବିଷୟରେ କହିବୁ ଯେଉଁମାନେ କେବେବି ନିଜ ପତ୍ନୀଙ୍କୁ ଖୁସି ରେ ରଖି ପାରନ୍ତି ନାହିଁ । ବିବାହ ବନ୍ଧନରେ ବାନ୍ଧି ହେବା ପରେ ଯେଉଁ ସ୍ଵାମୀ ସ୍ତ୍ରୀ ଯୁଗ ଯୁଗ ପାଇଁ ସାଥି ହୋଇଯାନ୍ତି । କିନ୍ତୁ ଯଦି ସେହି ସମ୍ପର୍କରେ ଜଣେ ଅନ୍ୟ ଜଣଙ୍କ ଉପରେ ଖୁସି ନ ରୁହେ ସେହି ସମ୍ପର୍କରେ ତିକ୍ତତା ବଢିଥାଏ । ଏଭଳି କ୍ଷେତ୍ରରେ କିଛି ସ୍ଵାମୀ ସ୍ତ୍ରୀ ମାନେ ତ ଅଲଗା ହୋଇଯାନ୍ତି ନଚେତ କିଛି ନିଜ ପିଲା ମାନଙ୍କ ମୁହଁ ଚାହିଁ ଏକାଠି ରହିଲେ ବି ସେମାନଙ୍କ ଭିତରେ କୌଣସି ସମ୍ପର୍କ ରୁହେ ନାହିଁ ।

Image Courtesy: Google

ତେବେ ଏହି ସମସ୍ଯା ପ୍ରାୟତଃ କିଛି ରାଶି ମାନଙ୍କ କ୍ଷେତ୍ରରେ ଦେଖାଦିଏ ।  ତେବେ ଏହା କେଉଁକେଉଁ ରାଶି ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ । ଏହି ସବୁ ରାଶିର ଲୋକ ନିଜ ପତ୍ନୀଙ୍କୁ କେବେ ଖୁସିରେ ରଖି ପାରନ୍ତି ନାହିଁ । ନା ସେମାନେ ତାଙ୍କ ମନ କଥା ବୁଝନ୍ତି ନା ତାଙ୍କୁ କୌଣସି ଦିଗରେ ସାହାଯ୍ୟର ହାତ ବଢାନ୍ତି । ସେହିଭଳି କିଛି ରାଶି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

କୁମ୍ଭ ରାଶି

Image Courtesy: Google

କୁମ୍ଭ ରାଶିର ଲୋକେ ନିଜ ଦୁନିଆରେ ଏତେ ହଜି ଯାନ୍ତି ଯେ ନିଜ ଧର୍ମ ପତ୍ନୀଙ୍କ ପାଇଁ ତାଙ୍କ ପାଖରେ ସମୟ ନ ଥାଏ । ଏମାନେ ଯେତିକି ଶାନ୍ତ ସେତିକି ଉଗ୍ର ମଧ୍ୟ ଅଟନ୍ତି । ବିଚାର କରିବା ଶକ୍ତି ଏମାନଙ୍କର ବହୁତ କମ । ଏମାନେ ଏତେ ରୋମାନ୍ଟିକ ନେଚର ର ନୁହନ୍ତି, ସେଥିପାଇଁ ଏମାନେ କେବେବି ନିଜ ପତ୍ନୀ ଙ୍କୁ ଖୁସିରେ ରଖି ପାରନ୍ତି ନାହିଁ ।

ଧନୁ  ରାଶି

Image Courtesy: Google

ଧନୁ ରାଶିର ପୁରୁଷ ମାନେ କେବେବି ନିଜ ସ୍ତ୍ରୀଙ୍କୁ ଖୁସିରେ ରଖି ପାରନ୍ତି ନାହିଁ ।  ଏମାନେ ନିଜ ଜୀବନରେ ଘର ଲୋକଙ୍କ ଠୁ ଅଧିକା ବାହାର ଲୋକଙ୍କ ଉପରେ ବିଶ୍ଵାସ କରନ୍ତି । ନିଜ ଜୀବନରେ ଏମାନେ କେବଳ ଭଲପାଇବା ପାଇବା ପାଇଁ ବହୁତ ଚେଷ୍ଟା କରନ୍ତି କିନ୍ତୁ ପ୍ରତି ବଦଳରେ କାହାକୁ ସେତିକି ଭଲପାଇବା ଦେଇ ପାରନ୍ତି ନହିଁ ।

ମକର ରାଶି

Image Courtesy: Google

ଏହି ରାଶି ର ବ୍ୟକ୍ତି ମାନେ ସବୁ ସମୟ ରେ ନିଜ ପତ୍ନୀ ର ବିରୋଧୀ କରିବା ରେ ହିଁ ବ୍ୟସ୍ତ ରହି ଥାନ୍ତି । କିନ୍ତୁ ସେମାନେ ଶାରୀରିକ ସଂମ୍ପର୍କ ସ୍ଥାପନା ରେ ବହୁତ ପରିମାଣ ରେ ବିଫଳ ରହି ଥାନ୍ତି । ଏମିତି ରେ ସେମାନେ ପ୍ରତ୍ୟେକ କଥା ରେ ପତ୍ନୀ ଙ୍କର ଦୋଷ ବାହାର କରିବା ସହିତ ଦ୍ୱନ୍ଧ ବାହାର କରିବା ପାଇଁ ପସନ୍ଦ କରି ଥାନ୍ତି ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *