ଭଲପାଇବା ଗୋଟିଏ ଅଜୀବ ଜିନିଷ ହୋଇଥାଏ । ଯେତବେଳେ ଏହା ହୋଇଥାଏ ମଣିଷ ଦୁନିଆର ସବୁ ଟେନସନକୁ ଭୁଲିଯାଇ ଥାଏ ଏବଂ ଜଣେ ଖାସ ବ୍ୟକ୍ତି କଥା ଭାବୁଥାଏ । କୁହାଯାଏ ଯେତବେଳେ କାହାକୁ ଭଲ ପାଇବା ହୋଇଥାଏ ତାର ରାତିରେ ନିଦ ଉଡିଯାଇ ଥାଏ । ତାକୁ ସମସ୍ତଙ୍କ ଚେହେରାରେ ତାର ଭଲ ପାଇବା ଦେଖା ଯାଇଥାଏ । ଯେତବେଳେ ଗୋଟେ ପୁଅକୁ ପ୍ରେମ ହୋଇଥାଏ ସେତବେଳେ ସେ ଡେରି ନକରି ନିଜର ଭଲ ପାଇବାକୁ ପ୍ରକାଶ କରିଥାଏ । କିନ୍ତୁ ଝିଅ ମାନଙ୍କ ମାମଲାରେ ଏପରି ହୋଇନଥାଏ । ଯଦି ଗୋଟେ ଝିଅ କୌଣସି ପୁଅକୁ ଭଲ ପାଏ ସେ ତା ଭଲପାଇବାକୁ ସହଜରେ କହି ପାରନ୍ତି ନାହିଁ ।

ସେଥି ପାଇଁ କେତକ ପୁଅ ମାନେ ଏହି କଥା ଜାଣି ନଥାନ୍ତି କି ତାଙ୍କୁ କେଉଁ ଝିଅ ତା ହୃଦୟ ଦେଇଛି ବୋଲି । ଆଜି ଆମେ ଆପଣଙ୍କୁ ଝିଅମାନଙ୍କ ବିଷୟରେ ଏମିତି କିଛି କହିବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ସେ ଅପପଣଙ୍କୁ ଭଲ ପାଉଛି ବୋଲି ।
ଝିଅମାନଙ୍କର ଏହି ଇସାରା ଦେଇଥାଏ ଭଲ ପାଇବାର ସଂକେତ
୧ -ଆପଣଙ୍କର ସବୁ କଥା ମାନିବେ
ଯେତବେଳେ କେଉଁ ଝିଅ ଆପଣଙ୍କର ସବୁ କଥା ମାନୁଥିବେ ଏବଂ ଆପଣ କହିବା ଅନୁସାରେ ସବୁ କଥାରେ ଢଳି ଯାଉଥିବେ ତେବେ ବୁଝିଯିବ ସେ ଆପଣଙ୍କୁ ନିଜର ଖାସ ବୋଲି ମାନିଥାନ୍ତି ।
୨ -ଝଗଡା ପରେ ବି ସାଥ ଛାଡୁ ନଥିବା
ଯେତେବେଳେ କେଉଁ ଝିଅ ଆପଣଙ୍କ ସହ ବାରମ୍ବାର ଝଗଡା କରିବା ପରେ ବି ଆପଣଙ୍କ ସାଥ ଛାଡି ନଥାଏ ତାହେଲେ ଜାଣିବେ ସେ ଆପଣଙ୍କ ବିନା ରହି ପାରୁ ନାହିଁ ।

୩ -ଆପଣଙ୍କ ସବୁ କଥାରେ ହସିବା
ଯଦି କେଉଁ ଝିଅ ଆପଣଙ୍କୁ ଭଲ ପାଉଥିବ ତାହେଲେ ସେ ଆପଣଙ୍କର ସବୁ ମଜାକ ରେ ହସୁଥିବ, ସେ ମଜାକ ଯେତେ ବି ବେକାର ହେଇଥାଉ ।
୪ – ବାଳକୁ ବାରମ୍ବାର ସଜାଡିବା
ଯେତବେଳେ କେଉଁ ଝିଅକୁ ଜଣେ ପୁଅ ପସନ୍ଦ ହେଇଥାଏ ତାହେଲେ ସେ ତାର ଚେହେରାକୁ ନେଇ ବହୁତ ସଜାଗ ହୋଇଯାଏ ଏବଂ ନିଜ ବାଳକୁ ବାରମ୍ବାର ସଜାଡି ଥାଏ ।
୫ -ଆପଣଙ୍କ ସହ ସବୁବେଳେ ରହିଥିବ
ଯଦି କେଉଁ ଝିଅ ଆପଣଙ୍କୁ ପସନ୍ଦ କରେ ସେ ଦିନସାରା ଆପଣଙ୍କ ସହିତ ରହିବାକୁ ପସନ୍ଦ କରିଥାଏ । ସେ ଯେଉଁଠିକୁ ବି ଯିବ ଆପଣଙ୍କୁ ସାଙ୍ଗରେ ନେଇ ଯିବ ।

୬ -ଆପଣଙ୍କ ସବୁ କଥାର ଧ୍ୟାନ ରଖୁଥିବ
ଯେତବେଳେ ଗୋଟେ ଝିଅ ଗୋଟେ ପୁଅକୁ ପସନ୍ଦ କରୁଥିବ ସେ ତାର ଅଧିକ ଯତ୍ନ ନେବା ଆରମ୍ଭ କରିଦିଏ । ତୁମେ ଖାଇଛ କି ନାହିଁ, ଏମିତି କରନି ଦେହ ଖରାପ ହୋଇଯିବ ଇତ୍ୟାଦି କଥାରେ ସେ ଆପଣଙ୍କର ବହୁତ ଯତ୍ନ ନେଉଥିବ ।
୭ -ଲାଜ ଓ ନରଭସ ହେବା
କିଛି ଝିଅ ଯେତବେଳେ ତାଙ୍କ ଭଲ ପାଇବା ପାଖକୁ ଯାଇଥାନ୍ତି ସେ ବହୁତ ଲାଜ କରିଥାନ୍ତି ଓ ନିଜ ମୁଁହ କୁ ତଳକୁ କରିଦିଅନ୍ତି ।