ବାସ୍ ଏହି ୬- Psychology ଦ୍ଵାରା ଅନ୍ୟମାନଙ୍କ ମନର ସବୁ କଥା ଜାଣି ନେବେ

ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ ଆମେ ଯାହାକୁ ପସନ୍ଦ କରୁଛୁ ସେ ମଧ୍ୟ ଆମକୁ ପସନ୍ଦ କରୁଛନ୍ତି କି ନାହିଁ କିନ୍ତୁ ଏହା ଜାଣିବା ବହୁତ କଷ୍ଟକର ହୋଇଥାଏ ଯେ ସାମ୍ନା ଲୋକ ମଧ୍ୟ ଆପଣଙ୍କୁ ପସନ୍ଦ କରନ୍ତି ବା ନାହିଁ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ନିଜେ ଜାଣିପାରିବେ ଯେ ସାମ୍ନା ଲୋକ ଆପଣଙ୍କ ପାଇଁ କଣ ଅନୁଭବ କରନ୍ତି ଓ ସେ ଆପଣଙ୍କୁ କେତେ ପସନ୍ଦ କରନ୍ତି, ତେବେ ଆସନ୍ତୁ ଆରମ୍ଭ କରିବା ।

Image Courtesy: Google

ସମସ୍ତଙ୍କ ମାଇଣ୍ଡରେ ଗୋଟେ କନସିଅସ ଓ ସବକନସିଅସ ମାଇଣ୍ଡ ହୋଇଥାଏ ଯାହା ଅନୁଯାଇ ମଣିଷ କାମ କରିଥାଏ । ତେବେ କନସିଅସ ମାଇଣ୍ଡ ଆମ ଭାବନା ଅନୁଯାଇ ଚାଲିଥାଏ କିନ୍ତୁ ସବକନସିଅସ ମାଇଣ୍ଡ ଆପେ ଆପେ ହେଇଯାଇଥାଏ ତେବେ ଆପଣଙ୍କୁ କେହି ପସନ୍ଦ କରୁଛନ୍ତି ବା ନାହିଁ ତାହା ୨ଟି ଜିନିଷରୁ ଜଣା ପଡିଥାଏ :

୧. ଫିଜିକଲ କ୍ଳୋଜନେସ

୨. ମେନ୍ଟଲ କ୍ଳୋଜନେସ

Image Courtesy: Google

ଫିଜିକଲ କ୍ଳୋଜନେସ :

ଯଦି ଆପଣଙ୍କୁ କେହି ପସନ୍ଦ କରନ୍ତି ତେବେ ସେ ଟିକେ ନଇ ଆପଣଙ୍କ ସହ ସମ୍ମାନ ସହ କଥା ହେବେ ଓ ଆପଣଙ୍କୁ ଏମିତି ଅନୁଭବ କରାଇବେ ଯେ ତାଙ୍କୁ କୌଣସି ଜଲ୍ଦି ନାହିଁ ଓ ସେ କୁଆଡେ ଯିବେ ନାହିଁ । ତେବେ ଏହା ସେ ଜାଣି ବୁଝି କରନ୍ତି ନାହିଁ ତାଙ୍କ ବଡି ଲାଙ୍ଗୁଏଜ ସବକନସିଅସ ଭାବରେ କାମ କରିଥାଏ ଓ ତାଙ୍କ କଥା ବାର୍ତା କନସିଅସ ଭାବରେ କାମ କରିଥାଏ, ଯେଉଁ ବ୍ୟକ୍ତି ଆପଣଙ୍କୁ ବୁଝିବା ପାଇଁ ଇଛା କରନ୍ତି ଓ ଆପଣଙ୍କୁ କୌଣସି କଥା ବୁଝାଇବା ପାଇଁ ଚେଷ୍ଟା କରନ୍ତି, ସେ ସବକନସିଅସ ଭାବରେ ଏହା ଜଣେଇବା ପାଇଁ ଚାହନ୍ତି ଯେ ଆପଣ ତାଙ୍କ ଜୀବନରେ ବହୁତ ମହତ୍ଵପୂର୍ଣ ଅଟନ୍ତି ।

Image Courtesy: Google

ଏହା ଛଡା ଯିଏ ଆପଣଙ୍କୁ ପସନ୍ଦ କରିବ ଓ ଆପଣ ମଧ୍ୟ ପସନ୍ଦ କରୁଥିବେ ତେବେ ଆପଣ ଦୁହିଙ୍କ ସବକନସିଅସ ମାଇଣ୍ଡ ଦୁହିଙ୍କୁ ବହୁତ ଖୁସି ଅନୁଭବ କରାଇବ ଯାହା ଦ୍ଵାରା ଆପଣ ଦୁହେଁ ବିନା କାରଣରେ ସ୍ମାଇଲ କରିବେ । ତେବେ ଯେଉଁ ବ୍ୟକ୍ତି ଆପଣଙ୍କୁ ପସନ୍ଦ କରନ୍ତି ଓ ଭଲ ପାନ୍ତି ସେ ଅଜଣାତରେ ଆପଣଙ୍କ ଆଡକୁ ଗୋଡ କରିଥିଆ ହୁଅନ୍ତି ଯାହା ଦ୍ଵାରା ସେ ଆପଣଙ୍କୁ ଭଲ ଭାବରେ ଦେଖି ପାରିବେ ଓ ଆପଣଙ୍କୁ ଅନୁଭବ କରିପାରିବେ ।

Image Courtesy: Google

ମେନ୍ଟଲ କ୍ଳୋଜନେସ :

ଯେତେବେଳେ ଗୋଟେ ଝିଅ ନିଜ ତରଫରୁ ଆପଣଙ୍କ ସହ କଥା ହବା ପାଇଁ ଇଛା କରିଥାଏ ସେତେବେଳେ ଆପଣଙ୍କୁ ବହୁତ ଖୁସି ଅନୁଭବ ହୋଇଥାଏ କାହିଁକିନା ଆପଣଙ୍କୁ ଅନ୍ୟ କେହି ଏତେ ଭାଉ ଦିଅନ୍ତି ନାହିଁ କିନ୍ତୁ ଗୋଟେ କଥା ମନେ ରଖନ୍ତୁ ସେହି ଝିଅ ଆପାନଙ୍କୁ ଏତେ ଭାଉ ଏଥିପାଇଁ ଦେଇଥାଏ କାହିଁକିନା ଆପଣ ତା ଜୀବନ ପାର୍ଟ ହୋଇଥାନ୍ତି ଯାହା ତାକୁ ଭଲ ଅନୁଭବ ହୋଇଥାଏ । ଯେବେ ଆପଣ କୌଣସି କାରଣ ପାଇଁ ତାଙ୍କ ସହ ଦେଖା କରନ୍ତି ନାହିଁ ବା କଥା ହୁଅନ୍ତି ନାହିଁ ସେହି ସମୟରେ ସେହି ଝିଅ ଆପନାଙ୍କୁ ସବୁ ଡିଟେଲ୍ସ ପଚାରିଥାଏ ଏହା ରାଗ ନୁହ ପ୍ରେମ ଅଟେ ଓ ତାଙ୍କର ଭଲ ପାଇବା ଅଟେ ଯାହା ପାଇଁ ସେ ଆପଣଙ୍କ ଚିନ୍ତା କରିଥାନ୍ତି ।

Leave a Reply

Your email address will not be published. Required fields are marked *