ଦେଖୁ ଦେଖୁ କେତେ ବଡ ହୋଇଗଲେଣି Colors Tvର ଏହି 5 ଜଣ Child Artist, ଏବେ ଦେଖାଯାଉଛନ୍ତି ଏତେ ହଟ ଓ ବୋଲ୍ଡ

ଟିଭି ଜଗତ ହେଉ କିମ୍ବା ହେଉ ଫିଲ୍ମ ଜଗତ କେହି କାହା ପାଖରୁ କମ ରେ ନାହାଁନ୍ତି । ଆପଣ ମାନେ ତ ଜାଣିଥିବେ କି ଏହି ଦୁନିଆ ରେ ଥିବା ଅଭିନେତ୍ରୀ ମାନଙ୍କୁ । ଏହି ମାନଙ୍କ ମଧ୍ୟରୁ କିଛି ଜଣ ଛୋଟ ବେଳେ ଅଭିନୟ କରି ସାରିଛନ୍ତି । ଆଜି ଆମେ ସେହି କଳାକାର ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ ।

ଆମେ ଆଜି କହିବା ପାଇଁ ଯାଉଛୁ । ସେହି ଭଳି ଦେଖିବା ପାଇଁ ଗଲେ ଆପଣ ଜାଣି ପାରିବେ କି ଏହି ୭ ଟି କଳା କାର ଯେଉଁ ମାନଙ୍କୁ ଆମେ ଶିଶୁ କଳାକାର ଭାବେ ଦେଖା ଦେଇଥିଲେ ସେମାନେ ଏବେ କିନଭଳି ଦେଖା ଯାଉଛନ୍ତି । ପ୍ରଥମ କଳାକାର ହେଉଛନ୍ତି ୨୦୦୮ ରେ ଆସିଥିବା ସିସୃୟାଳ ଯାଇ ଶ୍ରୀ କ୍ରୀଷ୍ଣା ର ଏଥିରେ କ୍ରୀଷ୍ଣା ର ଚରିତ୍ର ରେ ଅଭିନୟ କରିଥିବା ପିଲା ଏକ ଝିଅ ଅଟେ । ତାର ନାମ ଧ୍ରିତି ଭାଟିଆ ।

ଆଜି ସେ ଦେଖିବା ପାଇଁ ସେ ଖୁବ ସୁନ୍ଦର ଦେଖିବା ପାଇଁ ସେ ଏବେ ୧୬ ବର୍ଷ ର ହୋଇ ଗଲେଣି । ଏହା ପରେ ନାମ ଆସେ ବାଳିକା ବଧୁ ର ଅଭିନେତ୍ରୀ ଆଭିକା ଗୋର । ଆଭିକା ଗୋର ଏବେ ୨୨ ବର୍ଷର ହୋଇ ଗଲେଣି ଓ ସେ ତେଲୁଗୁ ଜଗତର ଏକ ନାମୀ ହିରୋଇନ ହୋଇ ସାରିଲାଣି । ସେ ଏବେ ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି ।

ଏହା ପାରେ ନାମ ଆସେ ଜନ୍ନତ ଯୁବୀର ରେହେମାନୀ ର ସେ ୧୮ ବର୍ଷର ଅଟନ୍ତି ସେ ଦେଖିବା ପାଇଁ ଖୁବ ସୁନ୍ଦରୀ ମଧ୍ୟ ହୋଇ ଗଲେଣି । ସେ ନିଜ ଅଭିନୟ ଆରମ୍ଭ କରିଥିଲେ ସେ “ଫୁଲବା” ର୍ରୁ ନିଜର ଅଭିନୟ ଆରମ୍ଭ କରିଥିଲେ ସେ ଏହା ପରେ ସେ ଜଣେ ଅଭିନେତ୍ରୀ ସହ ବଡ ଟିକ ଟକ ଷ୍ଟାର ମଧ୍ୟ ଅଟନ୍ତି ।

ଏବେ କଥା ହେବା ଈଶିତା ପାଞ୍ଚାଳ ଙ୍କ ବିଷୟରେ । ସେ “ଉତ୍ତରନ” ରେ ଆସିଥିଲେ ସେ ଏବେ ଦେଖିବା ପାଇଁ ଖୁବ ସୁନ୍ଦରୀ ହୋଇ ଗଲେଣି । ଏହି ସିରିୟାଲରେ ଅଭିନୟ କରୁଥିବା ଇଚ୍ଛା ସେ ମଧ୍ୟ ଏବେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଗଲେଣି ସେ ଏକ ଇଂରାଗୀ ଚଳଚିତ୍ର ରେ ମଧ୍ୟ ଅଭିଆନୟ କରି ସାରିଛନ୍ତି ।

ତାଙ୍କ ପ୍ରକୃତ ନାମ ସ୍ପର୍ଶ । ସେ ଟିଭି ରେ ଶେଷ ଥର ପାଇଁ ବିକ୍ରମ ବେତାଳ ରେ ଦେଖା ଯାଇଥିଲେ । ସେ 2010 ରେ ୟଙ ଆଚିଭର ର ଆୱାର୍ଡ ପାଇଥିଲେ । ସମ୍ପଦମ ମଧ୍ୟ ନିଜର ଏକ ସିରିୟଲ ଉଡାନ ଦ୍ଵାରା ଅଭିନୟ ଦୁନିଆରେ ପାଦ ରଖି ଥିଲେ । ଏବେ କିନ୍ତୁ ଆପଣ ଦେଖିଲେ ତାଙ୍କୁ ଜାଣିବା ଖୁବ କଷ୍ଟ । ଆଜି ସେ ଖୁବ ବଡ ହୋଇ ଗଲେଣି ଓ ଖୁବ ସୁନ୍ଦର ଦେଖା ଯାଉଛନ୍ତି ।

ଆଗକୁ ଆସୁଥିବା ଚଳଚିତ୍ର ମଧ୍ୟରେ ଶକୁନ୍ତଳା ଦେବୀ ଆସୁଛି । ଆପଣ ଅଶ୍ନୂର କୋର ଙ୍କୁ ଦେଖିଥିବେ “ନା ତୁମ କୁଛ କହୋ ନା ହମ” ସିରିୟାଲ ରେ ଏହି ସୋ ରେ ତାଙ୍କ ନାମ ନବିକା ଥିଲା । ମାତ୍ର ସେ ଏବେ ଖୁବ ବଡ ହୋଇ ଗଲେଣି ସେ ଏବେ ତାଙ୍କୁ “ପଟିଆଲା ବେବ” ରେ ଦେଖିବା ପାଇଁ ମିଳୁଛି । ଏବେ ସେ ୧୮ ବର୍ଷର ହୋଇ ଗଲାଣି ।

Leave a Reply

Your email address will not be published. Required fields are marked *