1 ମିନିଟ ବାହାର କରି ଥରେ ଏହି Video ଦେଖନ୍ତୁ, ହସି ହସି ଗଡିଯିବେ

ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଦୃଶ୍ୟ ନେଇ ଆସିଛୁ ଯାହାକୁ ଦେଖିବା ପରେ ଆପଣଙ୍କ ହସ ବନ୍ଦ ହେବ ନାହିଁ । ବିହାରର ଏକ ଟ୍ରେନରେ ଏକ ପ୍ୟାସେଞ୍ଜର ଟ୍ରେନରେ ଜଣେ ଦୋକାନୀ କିଛି ଅଦ୍ଭୁତ ଅନ୍ଦାଜରେ ପାନ ମସଲା ଓ ଗୁଟୁକା ବିକ୍ରି କରୁଥିବାର ନଜର ଆସିଲା । ଯାହାକୁ ଶୁଣି ଗୁଟୁକା ନ ଖାଉଥିବା ଲୋକମାନଙ୍କ ହସ ବାହାରି ଗଲା ଓ ଗୁଟୁକା ଖାଉଥିବା ଲୋକମାନେ ସାଇଡ ହେଇ ଚାଲିଗଲେ । କୌଣସି ବି ଯାତ୍ରୀ ଏହି ବ୍ୟକ୍ତି ଠାରୁ ଗୁଟୁକା କିଣିବା ପାଇଁ ସାହାସ କରୁ ନ ଥିଲା ।

ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ସବୁବେଳେ ସାବଧାନ ଓ ସତର୍କ ରହିବା ଉଚିତ । କିନ୍ତୁ ଏଠି ଦେଖନ୍ତୁ କେମିତି ଛାତ୍ର ଟି ନିଜର ଏକ ଅଲଗା ଦୁନିଆରେ ହଜି ଯାଇଛି ଓ ଝରକା ଆଡକୁ ଚାହିଁ ଫୋନରେ ଗର୍ଲଫ୍ରେନ୍ଡ ସହ କଥାବାର୍ତ୍ତାରେ ଏତେ ହଜି ଯାଇଥିଲା କି ତାକୁ ଅନ୍ଦାଜ ବି ନ ଥିଲା କି ତା ପଛରେ ସ୍କୁଲର ସାର ଛିଡା ହୋଇଛନ୍ତି ।

ଛାତ୍ରକୁ ଯେତେବେଳେ ଜଣା ପଡିଲା ତେବେ ସେହି ସମୟକୁ ବହୁତ ଡେରି ହୋଇ ଯାଇଥିଲା । କିନ୍ତୁ କହିବାକୁ ପଡିବ ସାର ବହୁତ ମଜକିଆ ଥିଲେ । କାରଣ ସେ ତାକୁ ମାରିବା ବଦଳରେ ହସି ହସି କଥାକୁ ସେଠି ସମାପ୍ତ କରିଦେଲେ । ଏଠି ଜଣେ ନେତା ଭାଷଣ ଦେଉଥିଲା ଓ ସରକାରକୁ ତଳକୁ ଆଣିବା ପାଇଁ କହୁଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ କିଛି ସେକନ୍ଡ ମଧ୍ୟରେ ତାଙ୍କର ହିଁ ସ୍ଟେଜ ଭାଙ୍ଗି ଗଲା ।

ଏହି ଡାକ୍ତର ଜଣକ କୋଭିଡ ୱାର୍ଡ ମଧ୍ୟରେ ଥିବା ଜଣେ ମହିଳାଙ୍କ ପାଖକୁ ଗଲେ । ଯେମିତି ହିଁ ଡାକ୍ତରର ଆବାଜ ଶୁଣି ମହିଳା ଜଣକ ଆଖି ଖୋଲିଲା ତେବେ ପିପିଟି କୀଟ ପିନ୍ଧି ଥିବା ଡାକ୍ତର ଛିଡା ହୋଇଥିଲା । ମହିଳାକୁ ଲାଗିଲା କି ସେ ଜଣେ ଭୁତ ଅଟେ ଓ ମହିଳା ଜଣକ ଚିତ୍କାର କରିବାକୁ ଲାଗିଲା । ସେ ଏମିତି ଚିତ୍କାର କରିଲା କି ପାଖରେ ଥିବା ପେସେଣ୍ଟ ବି ଉଠି ଗଲେ । ଏହି ଘଟଣା ସମସ୍ତେ ଜାଣିବା ପରେ ସମସ୍ତେ ହସିବାକୁ ଲାଗିଲେ ।

ବ୍ୟକ୍ତି ଜଣକ ବହୁତ ଅପେକ୍ଷା କରିବା ପରେ ବର୍ଷାରେ ଅଳ୍ପ ଓଦା ହୋଇ ନିଜ କାର ପାଖକୁ ଯିବା ପାଇଁ ପୁରା ପ୍ଲାନିଙ୍ଗ କରି ନେଲେ । କିନ୍ତୁ ପାଣିରୁ ବଞ୍ଚିବା ଚକ୍କରରେ ଶେଷରେ ସେ କାର ପାଖରେ ହିଁ ପାଣିରେ ପଡିଗଲେ । ପାକିସ୍ତାନର ଏହି ବ୍ୟକ୍ତିକୁ ଦେଖନ୍ତୁ । ଯିଏକି ବହୁତ ଭାଇରାଲ ବ୍ୟକ୍ତି ଅଟନ୍ତି । କାରଣ ତାଙ୍କର ଇଂଗ୍ଲିଶ ବହୁତ ବହୁତ ଭଲ ଅଟେ ।

ଏଠି ଜଣେ ବ୍ୟକ୍ତି ଜଣକ ନିଜର କାରକୁ ଟ୍ରାଫିକ ରେଡ ସିଗନାଲ କାରଣରୁ ଛିଡା କରିଥିଲା । କିନ୍ତୁ ଏହି କାର ପଛରେ ଥିବା ଜଣେ ଟ୍ରକ ଡ୍ରାଇଭର ବିନା କୌଣସି ଅର୍ଥରେ ଗାଡିର ହର୍ନ ବଜାଇ ଚାଲିଥିଲା । କାରରୁ ବ୍ୟକ୍ତି ଜଣକ ବାହାରକୁ ବାହାରି ସେହି ଟ୍ରକର ହର୍ନରେ ନାଚିବାକୁ ଲାଗିଲେ । ଯାହାକୁ ଦେଖିଲେ ହସ ଲାଗିବ ।

Leave a Reply

Your email address will not be published. Required fields are marked *