ଋଷିଆ ନେବ ଜଗନ୍ନାଥଙ୍କୁ,ଏଇଠି ଅଟକିବ ଟ୍ରେନ-Malika Bachana

ମାଳିକା ପୁସ୍ତକ ଗୁଡିକ ଉପରେ ଆଜିକାଲି ପ୍ରାୟତଃ ସମସ୍ତେ ବିଶ୍ଵାସ କରୁଛନ୍ତି । କାରଣ ମାଳିକାରେ ବର୍ଣିତ ଭବିଷ୍ୟତ ବାଣୀ ସବୁ ବର୍ତ୍ତମାନ ସମୟରେ ସତ୍ୟ ପ୍ରମାଣିତ ହେଉଛି ।

ଆଜି ଆମେ ପୁଣି ଥରେ ମାଳିକାରେ ବର୍ଣିତ ଏକ ପ୍ରସଙ୍ଗ ବିଷୟରେ ଚର୍ଚା କରିବୁ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ କଳିଯୁଗର ଶେଷ ସମୟରେ ଜଗନ୍ନାଥ କେଉଁ ସ୍ଥାନରେ ବିରଜାମାନ ହେବେ ସେହି ବିଷୟରେ କହିବୁ । ଜଗନ୍ନାଥ କଳିଯୁଗର ଶେଷ ସମୟରେ କେଉଁ ସ୍ଥାନରେ ରହିବେ ଚାଳନ୍ତୁ ଜାଣିବା । ବହୁ ବର୍ଷ ପୂର୍ବେ କିଛି ମହାପୁରୁଷମାନେ ଆଗତ ଭବିଷ୍ୟତ ବିଷୟରେ ଜାଣି ପାରୁ ଥିଲେ । ଏମିତିରେ ସେମାନେ ଏହି ଆମ ସମସ୍ତଙ୍କୁ ଭବିଷ୍ୟତ ବିଷୟରେ ଅବଗତ କରାଇବା ପାଇଁ ମାଳିକା ରଚିତ କରିଛନ୍ତି ।

ମାଳିକାରେ ଭବିଷ୍ୟତରେ ଘଟିବାକୁ ଥିବା ସମସ୍ତ ଘଟଣା ବିଷୟରେ ବହୁତ ବର୍ଷ ପୂର୍ବରୁ ହିଁ ଲେଖା ଯାଇଛି । ଆଜି ଆମେ ପୁଣି ଥରେ ମାଲିକାରେ ବର୍ଣିତ କିଛି ଶ୍ଳୋକ କହିବୁ ଓ ତାହାର ଅର୍ଥ ବିଷୟରେ ବି କହିବୁ । ମହାପୁରୁଷ ଲେଖିଛନ୍ତି କି ଯାଇଫୁଲ ମାଳିକାରେ କୁହାଯାଇଛି କି ଇଞ୍ଜିନ ଭାଙ୍ଗିବ ଓ ବର୍ହିବେସନ ଚୁର୍ଣ ହେବ । ଏହା ସହିତ ଶିବକଳ୍ପ ମାଲିକାରେ ବି ଏହା ବିଷୟରେ  କୁହାଯାଇଛି । ମାଳିକା ଅନୁସାରେ ଜଗନ୍ନାଥ ଯେଉଁ ଇଞ୍ଜିନରେ ଯିବେ ତାହା ଓଡିଶାରେ ନାହିଁ । ତାହା ପଶ୍ଚିମବଙ୍ଗ ରାଜ୍ୟର ସିଆଲଦା ଅଞ୍ଚଳରେ ଅଛି ଓ ସିଲଦାରେ ଏହି ଇଞ୍ଜିନ ବାନ୍ଧି ହୋଇ ଅଛି ।

କହିଦେଉଛୁ କି ଲୁହା ଶିକୁଳୀରେ ଏହି ଇଞ୍ଜିନ ବନ୍ଧା ହୋଇଛି । ଶେଷ ସମୟରେ ଭକ୍ତମାନେ ସିଆଲଦାରେ ପହଞ୍ଚି ସେଠି ମହାଯଜ୍ଞ କରିବେ । କହିଦେଉଛୁ କି ଏହି ଇଞ୍ଜିନର ନାଁ ଅଟେ ପାତିରେଲ ଓ ଏହି ଇଞ୍ଜିନ ଯଜ୍ଞ ସମୟରେ ହିଁ ମୁକ୍ତି ହେବ । ଏହା ପରେ ସିଆଲଦାରୁ ଭଗବାନ ଶିବ ଗୁପ୍ତ ରୂପରେ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବେ । ସଂହାର କର୍ତ୍ତା ଭଗବାନ ପ୍ରବେଶ ହେବେ ।

ସେହି ସ୍ଥାନ ଶ୍ରୀକ୍ଷତ୍ରେରେ ସେ ମେଳିବେ ଗୋପ ତେ ଲୀଳା ଚରିବେ ।

ଭଗବାନ ଶିବ ଶ୍ରୀକ୍ଷେତ୍ରକୁ ପହଞ୍ଚିବେ ଓ ସେଠୀ ଗୁପ୍ତ ଲୀଳା ହେବ ।।

ଏହା ପରେ ଶିବକଳ୍ପ ମାଲିକାରେ ମହାପୁରୁଷ ଲେଖୁଛନ୍ତି କି

ରୁଷିଆ ସେ କାଳେ ଦାରୁଙ୍କ ନିମନ୍ତେ ପଡିବ ଶିବ ଦୁଆଲେ

ଦାରୁ ନ ପାଇବ ପଥ ବଣା ହେବ ପଡିବ ମାରକଣ୍ଡ ଠାରେ

ଏନ୍ତୁଡି ହାଟରେ ସିଆଲଦା ଠାରେ ଇଞ୍ଜିନ ହୋଇଛି ଥୁଆ

ତା ଅନ୍ତେ ବ୍ରିଟିଶି ଜାଣି ଆସିବ ପଣ୍ଡା ହେବେ କୁଆ ଭୁଆ

ରେଳରେ ହରିଣ ଦାରୁକୁ ସେ ନେବ ଲକ୍ଷେ ମାଳ ସ୍ଵର୍ଣ ଦେଇ

ବଇରୀ ଷ୍ଟେସନ ଇଞ୍ଜିନ ଭାଙ୍ଗିବ ଶୂନ୍ୟ ହେବେ ଭାବଗ୍ରାହୀ ।।

ଭଗବାନଙ୍କ ମାୟା ଯେଉଁଠି ହନୁମାନ ଥିବେ ସେଇଠି ଗଦା ମାରି ଭାଙ୍ଗି ଦେବେ ଇଞ୍ଜିନକୁ । ଏହା ପରେ ଜଗନ୍ନାଥ ବିଜେ କରିବେ । ସେହି ସ୍ଥାନରେ ହିଁ ଗୋଟିଏ ଗୁପ୍ତ ଶ୍ରୀକ୍ଷେତ୍ର ହେବ । ଏହି ସମସ୍ତ କଥା ଦିନେ ନା ଦିନେ ସତ ହେବ । କିନ୍ତୁ ଏହା କୌଣସି ମନଗଢା କାହାଣୀ ନୁହେଁ ।

Leave a Reply

Your email address will not be published. Required fields are marked *