ଏକୁଟିଆ ଘରେ ରହୁଥିବା ସମୟର ବିବାହିତ ମହିଳାଙ୍କ ଭାଇରାଲ ଭିଡିଓ । ମହିଳା ଏକୁଟିଆ ଥିଲା ବେଳେ ଘରେ କଣ କରିଥାନ୍ତି ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଖବର ଯାହା ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ । ଆପଣମାନେ ସବୁବେଳେ ଭାବୁଥିବେ କି ସ୍ତ୍ରୀ ଲୋକ ମାନେ ଏକା ଘରେ ରହିବା ସମୟରେ କଣ ସବୁ କରୁଥିବେ । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ହିଁ କହିବୁ କି ଏକା ଥିବା ବେଳେ ମହିଳା ମାନେ କଣ ସବୁ କରିଥାନ୍ତି । ଗୋଟେ ନାରୀ ବିବାହ ପୂର୍ବରୁ ନିଜ ଘରେ ନିଜ ବାପା ମା ଭାଇ ଭଉଣୀ ଆଦିଙ୍କ ସହ ରୁହେ କିନ୍ତୁ ବିବାହ ପରେ ଅଧିକାଂଶ ମହିଳା ନିଜ ସ୍ଵାମୀ ସହ ଅଲଗା ରହିବାକୁ ପସନ୍ଦ କରନ୍ତି ଓ ଅଲଗା ରୁହନ୍ତି ମଧ୍ୟ । ଯେଉଁଠି ନା ଶାଶୁ ଶଶୁର ନା ଆଉ କେହି ଘର ଲୋକ ଥାନ୍ତି । ସ୍ଵାମୀ ମଧ୍ୟ କାମରେ ପୁରା ଦିନ ଘରେ ରୁହନ୍ତି ନାହିଁ । ଏମିତି ରେ ଗୋଟେ ନାରୀ ସେହି ଏକା ସମୟରେ କଣ କରେ ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ବେସ ଭୁସା ହୋଇ ମଡେଲିଙ୍ଗ କରିବା :

ଯେଉଁ ମହିଳା ମାନେ ନାଚ ଗୀତ ପସନ୍ଦ କରନ୍ତି ସେମାନେ ଏକା ଥିବା ବେଳେ ଘରେ ଅଧକ ସାଉଣ୍ଡ ଦେଇ ଗୀତ ଲଗାନ୍ତି ଓ ସେଥିରେ ନାଚନ୍ତି ମଧ୍ୟ । ଏବଂ ଏଠି ପ୍ରତି ଧ୍ୟାନ ଦିଅନ୍ତି ଯେମିତି କେହି ସେମାନକୁ ନ ଦେଖୁ । ଏଠି ପାଇଁ ସେମାନେ ବହୁତ ସଜାଗ ରୁହନ୍ତି । ସମସ୍ତେ ଥିବା ବେଳେ ସେମାନେ ଏକ ଆଦର୍ଶ ବୋହୁର କର୍ତ୍ତବ୍ୟ କରନ୍ତି କିନ୍ତୁ ଏକା ଥିବା ବେଳେ ନିଜ ମନର ସବୁ ଅଭିଲାସା ସେମାନେ ପୂରଣ କରନ୍ତି ।

 

କିଛି ନ କରି ଶୋଇବା :

ଏମିତି ତ ମହିଳା ମାନେ ସାକାଳୁ ରାତି ପର୍ଯ୍ୟନ୍ତ ଘର କାମରେ ବ୍ୟସ୍ତ ରୁହନ୍ତି କିନ୍ତୁ କିଛି ଏଭଳି ସ୍ତ୍ରୀ ଲୋକ ମଧ୍ୟ ଅଛନ୍ତି ଯେଉଁ ମାନେ ସକାଳୁ ସ୍ବାମୀଙ୍କୁ ଚା କପେ ବି ଦିଅନ୍ତି ନାହିଁ । ଏମାନେ ହେଉଛନ୍ତି ଖୁବ ଅଳସୁଆ ଯେଉଁ ମାନେ କିଛି କାମ କରିବାକୁ ପସନ୍ଦ କରନ୍ତି ନାହିଁ କେବଳ ବାଧ୍ୟ ରେ କିଛି ଛୋଟ ମୋଟ କାମ କରି ବାକି ସମୟ କେବଳ ଶୋଇବାରେ ବା ଟିଭି କି ଫୋନ ରେ ବିତାନ୍ତି ।

ଫୋନରେ କଥାବାର୍ତ୍ତା :

ଗୋଟେ ନାରୀ କେବେବି ଚୁପ ହୋଇ ବହୁତ ସାମୀ ରହିପାରେ ନାହିଁ । ସେଥିପାଇଁ ଯେତେବେଳେ ସେ ଏକା ଥାଏ ଓ ଗପିବାକୁ କେହି ନ ଥାନ୍ତି ସେ ନିଜର ସାଙ୍ଗ ସାଥି ବା ଘର ଲୋକଙ୍କୁ ଫୋନ କରି ବହୁତ ସମୟ କଥାବାର୍ତ୍ତା କରନ୍ତି ।

ସାଙ୍ଗ ମାନଙ୍କୁ ଘରକୁ ଡାକି ଖଟି କରିବା :

କିଛି ମହିଳା ଅଛନ୍ତି ଯେଉଁମାନେ ଅନ୍ୟ ଆଗରେ ଦେଖି ହବାକୁ ଭଲ ପାନ୍ତି,  ସେଥିପାଇଁ ଘରେ କେହି ନ ଥିବା ସମୟରେ ସେମାନେ ନିଜର ଆଖ ପଡୋଶୀ ମାନଙ୍କୁ ନିଜ ଘରକୁ ଡାକି ଗୁଲିଖଟିରେ ସମୟ ବିତେଇବା ସହ ନିଜର ଘର ଓ ନିଜର ସବୁ ଆସବାବ ପତ୍ରର ସୋଅଫ କରନ୍ତି । ତେବେ ସେହି ଭଳି କିଛି ନାରୀ ମନକର ଭିଡିଓ ତଳେ ଦିଆ ଯାଇଛି ନିଶ୍ଚୟ ଦେଖନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *