ଏମିତି କୁହା ଯାଏ ଯେ ଛୁଆ ଯେତେବେଳେ ମାଁ ଗର୍ଭ ରେ ଥାଏ ସେତେବେଳେ ମାଁ କୁ ବହୁତ କିଛି ଛୁଆ ବିଷୟରେ ଜଣା ପଡି ଯାଏ । କେତେକ କଥା ବିଷୟରେ ଜଣା ପଡେ ଯେମିତିକି ତା ଜନ୍ମ ଠାରୁ ଚାକିରି ପର୍ଯ୍ୟନ୍ତ ଏବଂ ଚାକିରି ରେ ସେ କେତେ ଟଙ୍କା ପାଇବ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଗର୍ଭ ରେ ଛୁଆ ବହୁତ ପ୍ରକାର ହଲଚଲ କରି ଥାଏ, ଗର୍ଭ ରେ ରହିବା ସମୟ ରେ ବାହାର କଥା ଶୁଣି ଛୁଆ ହଲଚଲ କରିଥାଏ ।
ବୈଜ୍ଞାନିକ ଅନୁଯାଇ ଛୁଆ ମାଁ ଗର୍ଭରୁ ଭାଷା ଶିଖିବା ଆରମ୍ଭ କରି ଦେଇଥାଏ ।
ଏମିତି ରେ ଦେଖିବାକୁ ପାଇଛନ୍ତି ଯେ ଛୁଆ ଗୋଟେ ମାସ ଭିତରେ ଜାପାନୀ ଓ ଇଂରାଜୀ ରେ ଭେଦ ଭାବ କରିବା ଶିଖି ଯାଆନ୍ତି । ଏହି ସବୁ କଥା ଧ୍ୟାନ ରେ ରାଖୀ ଚାଣକ୍ୟ ଶିଶୁ ଜୀବନ କିଛି କଥା କହିଛନ୍ତି ଯାହା କୌଣସି ଛୁଆ ନିଜ ମାଁ ଗର୍ଭ ରେ କିଛି କଥା ଶିଖି ଥାଏ ।
ଛୁଆ ମାଁ ଗର୍ଭରେ ରହିଥିବା ସମୟରେ ଛୁଆ ବ୍ୟବହାର ବଦଳି ଅନୁଭବ ହୋଇ ଥାଏ, ମାଁ ଗର୍ଭ ରେ ଥିବା ସମୟରେ ଛୁଆ ନିଜ ମା ବ୍ୟଭାର ବଦଳି ଥାଏ ଯାହା କାରଣରୁ ମାଁ ସ୍ଵଭାବ ବଦଳି ଥାଏ । ଛୁଆ ବହୁତ ସିଗ୍ର ଗୋଟେ ଭାଷାରୁ ଅନ୍ୟ ଭାଷା ଶିଖି ଥାଏ । ଚାଣକ୍ୟ କହିବା ଅନୁଯାଇ ଛୁଆ ମାଁ ଗର୍ଭରେ ରହିଲା ବେଳେ ଯେତେ ପ୍ରକାର ଭାଷା ଶୁଣି ଥାଏ ତା ସବୁ ଶିଖିବା ପେଟରୁ ଆରମ୍ଭ କରି ଦେଇ ଥାଏ ।
ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବୁ ଯାହା ଛୁଆ ନିଜ ମାଁ ପେଟରେ ଶିଖି ଥାଏ, ପେଟରେ ଥିବା ଛୁଆ ଯାହା ଶୁଣେ ତାକୁ ଆପଣେଇବା ପାଇଁ ଚେଷ୍ଟା କରୁଥାଏ । ଚାଣକ୍ୟ ଅନୁଯାଇ ମାଁ ଗର୍ଭ ରେ ଥିବା ଛୁଆ ଆୟୁ ବିଷୟରେ ଜଣା ପଡି ଥାଏ, ଓ ତା ସମ୍ପନ୍ତି ବିଷୟରେ ମଧ୍ୟ ଜଣା ପଡି ଥାଏ । ଏହା ସହ ଏହା ମଧ୍ୟ ଜଣା ପଡେ ଯେ ଗର୍ଭ ଛୁଆ କେତେ ବଡ ହୋଇ ମୃତ୍ୟୁ ପାଇବ ଏବଂ କେମିତି କେଉଁ ସମୟରେ ହବ ସବୁ ଜନ୍ମ ଆଗରୁ ଜଣା ପଡି ଯାଏ ।