ସାଧାରଣ ଜ୍ଞାନ- ଏମିତି କଣ ଅଛି ଯାହାକୁ ଆମେ ନ ଧରି ବି ଅଟକାଇ ପାରିବା ? 99% ଲୋକ ହେଲେ ଫେଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୬ ଟି ପ୍ରଶ୍ନ ଦେଖାଇବୁ । ଯଦି ଆପଣଙ୍କୁ ଏହି ପ୍ରଶ୍ନ ର ସଠିକ ଉତ୍ତର ଜଣାଥିବ ତେବେ ନିଶ୍ଚିତ ଭାବରେ ଏହାର ଉତ୍ତର ଦିଅନ୍ତୁ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡ଼ିକ କଣ କଣ ।

୧. ଏକ ୧୦ ଫିଟ ର ସଡ଼କ ରେ ଦୁଇଟି ଟ୍ରକ ଡ୍ରାଇଭର ଆମନା ସାମ୍ନା ହୋଇ ଆସୁଛନ୍ତି, ତେବେ ସେ ସଡ଼କ କୁ କ୍ରସ କିପରି କରିବେ?

ଉତ୍ତର- ଯେପରି ଇଚ୍ଛା ସେହିପରି ଭାବରେ କରିବେ । କାରଣ ଟ୍ରକ ର ଡ୍ରାଇଭର ଟ୍ରକ ଚଳାଇ ଆସୁ ନାହାନ୍ତି ବରଂ ସଡ଼କ ରେ ଚାଲି ଚାଲି ଆସୁଛନ୍ତି ।

୨. ଯଦି ଜଣେ ବ୍ୟକ୍ତି ର ବିଧବା ପତ୍ନୀ ର ଭଉଣୀ କୁ ସେ ବିବାହ କରିବେ ତେବେ ତାଙ୍କୁ କେଉଁ ଦଣ୍ଡ ମିଳିବ?

ଉତ୍ତର- ଏହା ଅସମ୍ଭବ । କାରଣ ମରି ଯାଇଥିବା ବ୍ୟକ୍ତି କେବେବି ବିବାହ କରି ପାରିବେ ନାହିଁ (ପ୍ରଶ୍ନ ରେ ବିଧବା ପତ୍ନୀ ବୋଲି କୁହା ଯାଇଛି, ଅର୍ଥାତ ସେହି ବ୍ୟକ୍ତି ହିଁ ମରି ଯାଇଛନ୍ତି) ।

୩. କେଉଁ ଜିନିଷ ଏଭଳି ରହିଛି ଯାହାକୁ ନ ଧରିଲେ ମଧ୍ୟ ଅଟକା ଯାଇ ପାରିବ?

ଉତ୍ତର- ନିଶ୍ୱାସ କୁ ନ ଧରି ମଧ୍ୟ ଅଟକାଯାଇ ପାରିବ ।

୪. A+T+8=?

ଉତ୍ତର- 80+8= 88

88, ( A+T=80, {eighty}

80+8=88)

୫. ଗୋଟିଏ ପୁଅ ଏକ ଫୁଟବଲ କୁ କିକ୍ ମାରିଲା ଏବଂ ତାହା ୧୦ ଫିଟ ଦୂରକୁ ଗଲା । କିନ୍ତୁ ୧୦ ଫିଟ ଦୂରକୁ ଗଲା ପରେ ମଧ୍ୟ ସେହି ଫୁଟବଲ ଟି ପୁଣି ଥରେ ସେହି ପୁଅ ପାଖକୁ ଫେରି ଆସିଲା । ଏହା କିପରି ସମ୍ଭବ?

ଉତ୍ତର- କାରଣ ପୁଅ ଟି ଉପର ଦିଗ ଆଡ଼କୁ ଫୁଟବଲ କୁ କିକ୍ ମାରିଥିଲା । ତେଣୁ ଫୁଟବଲ ଟି ପୁଣିଥରେ ତା’ ପାଖକୁ ଫେରି ଆସିଲା ।

୬. ଜଣେ ଝିଅ ମଇ ରେ ଜନ୍ମ ହୋଇଥିଲା କିନ୍ତୁ ତା’ର ଜନ୍ମଦିନ ଜୁନ ରେ କିପରି ପଡ଼ିଲା?

ଉତ୍ତର- କାରଣ ମଇ ଏକ ସ୍ଥାନର ନାମ ଅଟେ ।

୭. ଯଦି ୧୦ ଜଣ ବ୍ୟକ୍ତି ୧୦ ଟି କାମକୁ ୧୦ ଦିନରେ କରନ୍ତି । ତେବେ ଜଣେ ବ୍ୟକ୍ତି ଗୋଟିଏ କାମକୁ କେତେ ଦିନରେ କରିବ?

ଉତ୍ତର- ୧୦ଦିନ ରେ ।

୮. ଜଣେ ମହିଳା ପୁରୁଷ କୁ ନିଜର ସବୁକିଛି ଦେଇ ପାରିଥାଏ, କିନ୍ତୁ ଏଭଳି କଣ ରହିଛି ଯାହା ଜଣେ ମହିଳା ପୁରୁଷ କୁ ଦେଇ ପାରି ନଥାଏ?

ଉତ୍ତର-ମରିବା ପରେ ନିଜର କାନ୍ଧ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *