ସ୍ଵାମିଙ୍କ ଭୋଜନ କରିବା ଆଗରୁ ଯଦି ସ୍ତ୍ରୀ ଭୋଜନ କରିନିଏ, ତେବେ କଣ ହୁଏ ନିଶ୍ଚୟ ଜାଣନ୍ତୁ- Krishna Vani

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁସାରେ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ଏହି ସଂସାରରେ ସବୁଠାରୁ ମଜବୁତ ସମ୍ପର୍କ ଅଟେ । ଏହା ସହିତ ସଂସାରାର ସବୁଠାରୁ କମଜୋର ସମ୍ପର୍କ ମଧ୍ୟ ଏହା ହୋଇଥାଏ । ଯଦି ସ୍ଵାମୀ ସ୍ତ୍ରୀଙ୍କର ମନ, ବିଚାର, ବଚନ, କର୍ମ, ସଂସ୍କାର ଯଦି ମିସିଯାଏ ତେବେ ଏହି ସମ୍ପର୍କ ବହୁତ ସୁଖଦ ଏବଂ ମଜବୁତ ହୋଇଥାଏ । ଏହାସ ବିପରୀତ ଯଦି ଏମାନଙ୍କ ଠାରେ କୌଣସି ଗୁଣ ନ ମିଳିଥାଏ ତେବେ ତାହା କ୍ଳେଶର ବିଷୟ ହୋଇଥାଏ । ପତି ପତ୍ନୀଙ୍କୁ ନିଜ ବୈବାହିକ ଜୀବନର ସମସ୍ତ ବଚନ ଧର୍ମର ପାଳନ ପୁରା ମନରୁ କରିବାକୁ ହୋଇଥାଏ । ବନ୍ଧୁଗଣ ଯଦି ସ୍ଵାମୀ ନଖାଇବା ପୂର୍ବରୁ ସ୍ତ୍ରୀ ଭୋଜନ କରିନିଏ ତେବେ କଣ ହୁଏ ଆସନ୍ତୁ ଜାଣିବା ।

ବନ୍ଧୁଗଣ ମହାଭାରତ ଅନୁସାରେ ଧର୍ମ ରାଜ ଯୁଧିଷ୍ଠିରକୁ ଦକ୍ଷ କେତେକ ପ୍ରଶ୍ନ ପଚାରିଥିଲେ । ତାହା ମଧ୍ୟରୁ କିଛି ପ୍ରଶ୍ନ ଏଭଳି ଥିଲା ଯେ ଇଶ୍ଵର ପୁରୁଷଙ୍କ ପାଇଁ ବଣାଇଥିବା ସବୁଠାରୁ ଉଚ୍ଚ ମିତ୍ର କିଏ ? ଯୁଧିଷ୍ଠିର ତତକ୍ଷଣାତ କହିଥିଲେ ଯେ ପୁରୁଷଙ୍କ ପତ୍ନୀ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ରହିବା ଆବଶ୍ୟକ । ଉଭୟ ଯଦି କୌଣସି କ୍ଷେତ୍ରରେ ପରସ୍ପର ଠାରୁ ରୁଷ୍ଟ ହୋଇଥାନ୍ତି ତେବେ ସେମାନେ ପରେ ବୁଝି ଯାଇଥାନ୍ତି । ଉଭୟ ପରେ ନିଜ ନିଜର ଭୁଲକୁ ବୁଝି ପାରନ୍ତି ।

ପତି ଏବଂ ପତ୍ନୀଙ୍କୁ ମଧ୍ୟ ଏହିଭଳି ରହିବାକୁ ହୋଇଥାଏ । କେତେକ କ୍ଷେତ୍ରରେ ଆମେ ଦେଖିବାକୁ ପାଉ ଯେ ସାମାନ୍ଯ କଥାରେ ବାହରେ ଅଯଥାରେ ଝଗଡା କରିଥାନ୍ତି । ସେମାନେ ଭୁଲିଜାନ୍ତି ଯେ ଘରୁ ଅନ୍ୟ କେଉଁଠିକୁ ଗଲେ ନିଜର ମାନ ସନମାନର ଧ୍ୟାନ ରଖିବା ଆବଶ୍ୟକ । ପରସ୍ପସରଙ୍କ ପ୍ରତି ମନରେ ଯେତେ କଟୁଭାବ ଥିଲେ ମଧ୍ୟ ତାହାକୁ ବାହାରେ ଅନ୍ୟ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ । ଯଦି ଏଭଳି କରନ୍ତି ତେବେ ଆପଣ ପରସ୍ପର ଠାରୁ ଦୂର ହୋଇଯାନ୍ତି ।

ଏହା ସହିତ ଆପଣଙ୍କ ଜୀବନରେ କ୍ଲେଶ, ଦରିଦ୍ରତା, ଏବଂ ନକାରାତ୍ମକତା ଆସିଥାଏ । କାରଣ ଯେଉଁଠାରେ କ୍ଲେଶ ହୋଇଥାଏ ସେଠାରେ ଅଲକ୍ଷ୍ମୀ ବିରାଜ ମାନ କରିଥାଏ । ଏହା ସହିତ ଯେଉଁ ମହିଳା ମାନେ ପିଠି ପଛପଟେ ନିଜ ସ୍ବାମୀଙ୍କର ବିଷୟରେ ମନ୍ଦ କଥା କହିଥାନ୍ତି । ସେମାନଙ୍କ ଘରୁ ଲକ୍ଷ୍ମୀ ରୁଷ୍ଠ ହୋଇ ଚାଲି ଯାନ୍ତି । ଏଣୁ ମହିଳା ମାନଙ୍କୁ ଏହି ସବୁ କଥା ର ସଂପୂର୍ଣ୍ଣ ଧ୍ୟାନ ରଖିବା ଆବଶ୍ୟକ । ବନ୍ଧୁଗଣ ଚରିତ୍ର ଏବଂ ବିଶ୍ଵାସ ଗୋଟିଏ କାଚ ଗିଲାସ ସାଦୃଶ୍ୟ ତାହାକୁ ସେତିକି ଯତ୍ନ କରି ରଖିବାକୁ ହେବ, ଯେତିକି ଯତ୍ନରେ ଆମେ କାଚକୁ ରଖିଥାଉ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ନିଜ ସ୍ବାମୀଙ୍କ ଭୋଜନ କରି ସାରିବା ପରେ ହିଁ ଭୋଜନ କରିବା ଆବଶ୍ୟକ । ସ୍ବାମୀଙ୍କ ପୂର୍ବରୁ ଭୋଜନ କରୁଥିବା ସ୍ତ୍ରୀଙ୍କର ପତୀବ୍ରତା ଧର୍ମର ନାଶ ହୋଇଯାଏ । ଘରେ ସାକାରାତ୍ମକତା ବଦଳରେ ନକାରତ୍ମକତା ବଢିଥାଏ । ସୁଖ ଶାନ୍ତି ଗାୟବ ହୋଇ ଯାଇଥାଏ । ଏଥିପାଇଁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ ସ୍ଵାମୀ ସ୍ତ୍ରୀ ପରସ୍ପରଙ୍କ ସନ୍ନମାନ କରିବା ଆବଶ୍ୟକ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *