RBI ଜାରିକଲା ନୂଆ ନିୟମ, ଏଣିକି ବିନା ATM କାର୍ଡରେ ଉଠିବ ଟଙ୍କା! କେମିତି ଦେଖନ୍ତୁ

ବନ୍ଧୁଗଣ ATM ସାହାଜ୍ଯରେ ଟଙ୍କା ଉଠାଣ ଓ ଡିପୋଜିତ କରୁଥିବା ବ୍ଯାଙ୍କ ଗ୍ରାହକ ମାନଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ବିନା କାର୍ଡରେ ଏଟିଏମରୁ ବାହାର କରିହେବ ଟଙ୍କା । ଏ ନେଇ ସମସ୍ତ ବ୍ୟବସ୍ଥା କରିବାକୁ ସବୁ ବ୍ଯାଙ୍କ ଗୁଡିକୁ ନିର୍ଦ୍ଦେଶ ଜାରି କରିଛନ୍ତି ଭାରତୀୟ ରିଜର୍ଭ ବ୍ଯାଙ୍କ । ଏମ ଅପରେଟର ମାନଙ୍କୁ ଏଟିଏମ ମେସିନରେ ଇଣ୍ଟର ପୋରେବୁଲ କାର୍ଡ ଓ କ୍ୟାସ ପ୍ରତ୍ୟାହାର ସୁବିଧା ପ୍ରଦାନ କରିବାକୁ କୁହା ଯାଇଛି । ଏପରି ହେବା ଦ୍ଵାରା ଗ୍ରାହକ ମାନେ ଏଟିଏମରୁ କାର୍ଡଲେସ ଉଠାଣ ସୁବିଧା ପାଇ ପାରିବେ ।

ସେପଟେ ଏହି ସେବା ପାଇଁ ଗ୍ରାହକଙ୍କୁ ଅଧିକ ଶୁଳ୍କ ଦେବାକୁ ପଡିବ ନାହି । ଏହି ସୁବିଧାର ଲାଭ ଉଠାଇବାକୁ ହେଲେ ଗ୍ରାହଙ୍କ ପାଖରେ ୟୁପିଆଇର ଆଇଡି ରହିବା ଜରୁରୀ । ଏଭଳି ସୁବିଧା ଉପଲବ୍ଧ ହେଲେ ଏଟିଏମରେ ଗ୍ରାହକ ମାନଙ୍କୁ ଆଉ ଡେବିଟ କାର୍ଡ ସ୍ବାଇପ କରିବାକୁ ପଡିବ ନାହି । ଆରବିଆଇ କହିଛି ନଗତ ବିଲର କାରୋବାର ପାଇଁ ୟୁପିଆଇ ମଧ୍ୟରେ ଗ୍ରାହକଙ୍କର ଅର୍ଥନାଇଜେସନ କରାଯିବ ।

ଏହି କାର୍ଡଲେସ କାରୋବାର ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଇଣ୍ଡିଆ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯିବ । ଏଥିରେ ସବୁ ବ୍ଯାଙ୍କ ଏଟିଏମକୁ ୟୁପିଆଇ ସହ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଟଙ୍କା ଉଠନର ସୀମା ପୂର୍ବ ଭଳି ଅପରିବର୍ତ୍ତିତ ରହିବ । ଦେଶରେ ଏଭଳି କାର୍ଡଲେସ କାରୋବାର ଇଛି ବ୍ଯାଙ୍କ ଯୋଗାଇ ଦେବା ଆରମ୍ଭ କରିଛନ୍ତି ।

ଏହି ସେବା ଯୋଗାଇ ଦେବା କ୍ଷେତ୍ର ରେ ଏବେ ଘରୋଇ ବ୍ଯାଙ୍କ ଗୁଡିକ ଆଗରେ ଥିବା ବେଳେ ଜଣା ପଡିଛି । HDFC ଓ ICICI ବ୍ଯାଙ୍କ ମାନେ ଏଭଳି ସୁବିଧା ଯୋଗାଇ ଦେବା ଆରମ୍ଭ କରିଛନ୍ତି । କାର୍ଡଲେସ ଟ୍ରାନଯାକସନ ହେଲେ ଉର୍ବ ଭଳି ଗ୍ରାହକ ମାନେ ସାଇବର ଠକେଇର ଶିକାର ହେବା କମ ହେବ । କାର୍ଡ ହଜିବା ଓ ଚୋରୀ ହେବାର ଭୟ ରହିବ ନାହି ।

ଏହା ସହ ପ୍ରତି ବର୍ଷ ଏଟିଏମ ସେବା ବାବଦରେ ଚାରଜେସ ଗ୍ରାହକ ମାନଙ୍କ ଠାରୁ ନେଉଛି ତାହା ଅବି ବନ୍ଦ ହୋଇଯିବ । ଆରବିଆଇ ଗରଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ୟୁନିଫାଏଡ ପେମେଣ୍ଟ ଇଣ୍ଟର ଫେସ ବା ୟୁପିଆଇ ମାଧ୍ୟମରେ ଏହି କାର୍ଡଲେସ ନଗତ ଟଙ୍କା ଥାନା ସୁବିଧା ଯୋଗାଇ ଦିଆଯିବ । ଯେଉଁ ଠାରେ କାରୋବାର ସହଜ ହେବ ସେଠାରେ ଡେବିଟ କାର୍ଡର କୌଣସି ଆବଶ୍ୟକତା ନାହି ।

ଯାହା ଡେବିଟ କାର, ସ୍କିମିଂ କାର୍ଡ ଅପରାଧକୁ ରୋକିବାରେ ଇସେସ ସହୟା ହେବ । ତେବେ ଏହି ସୁବିଧା ଲାଗୁ ହେଲେ ଗ୍ରାହକ ମାନେ ନିଶ୍ଚିନ୍ତ ଭାବେ ଉପକୃତ ହେବେ ବୋଲି ବ୍ଯାଙ୍କ ତରଫରୁ ଆଶା କରା ଯାଉଛି । ବନ୍ଧୁଗଣ ଆପଣ ମାନେ ଏଟିଏମ ଟଙ୍କା ଉଠାଣ ହୋଇଥିବା ନୂଆ ନିୟମ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *