କେତେବି ହୋଇଥଉ ଧଳା ବାଳ, ଗୋଟି ଗୋଟି କରି ହୋଇଯିବ କଳା…. ବାସ ତହରେ ଏହାକୁ ଲଗାଇ ଦେଖନ୍ତୁ- Hair Care

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଧଳା ବାଳ କିପରି କଳା ହେବ କିଛି ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଚାହାପତି ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଚାହାପତି ପାଣି କେଶରେ ଲଗାଇଲେ କେସ ଲମ୍ବା ହୋଇଥାଏ । ପ୍ରଥମେ ଏହାକୁ ବାଟି ଦିଅନ୍ତୁ । ଏଥିରେ ଟେନିକ ନାମକ ତତ୍ତ୍ଵ ମିଳିଥାଏ ଯାହା କେଶ କଳା କରିବାରେ ସାହାଜ୍ଯ କରିଥାଏ । ଏହା ପରେ ଆଡ କରନ୍ତୁ କଫି ପାଉଡର ଯାହା କେଶକୁ ରଙ୍ଗ କରିଥାଏ । କଫିରୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ କେଶରୁ ଉକୁଣି, ରୂପୀ ଭଳି ସମସ୍ଯା ଦୂର କରିବା ସହ ହେୟାର ଫଳ କମ କରିଥାଏ ।

ଏହା ପରେ ଆଡ କରନ୍ତୁ ନଡିଆ ତେଲ । କେଶକୁ ପ୍ରପର ନିୟୁଟ୍ରେନ ଦେଇଥାଏ ନଡିଆ ତେଲ ଯାହାର ପ୍ରୟୋଗ ବହୁ ପୁରାତନ କାଳରୁ ହୋଇ ଆସୁଛି । ଏହା ପରେ ୫ରୁ ୬ ବୁନ୍ଦା ଲେମ୍ବୁ ରସ ଆଡ କରନ୍ତୁ । ତେଲ ସହ ଲେମ୍ବୁ ରସ ଆଡ କରି ଲଗାଇଲେ କେଶ ଝଡିବା ବନ୍ଦ ହୋଇଥାଏ । ଆପଣ ଚାହିଁଲେ ଏହାକୁ ୧ ମାସ ଯାଏଁ ରଖିପାରିବେ । ନଡିଆ ତେଲରେ ଲେମ୍ବୁ ରସ, ଚାହାପାତି ଓ ଏକ ଚାମଚ କଫି ପାଉଡର ଭଲ ଭାବେ ମିଶ୍ରଣ କରନ୍ତୁ ।

କଫି ପାଉଡର କେଶକୁ ଜଟା ହେବାକୁ ଦିଏ ନାହି ଓ କେଶକୁ ମ୍ୟାନେଜବଲ କରିଥାଏ । ଫଳରେ ହେୟାର ଲମ୍ବା ହେବ ସହ କେଶ କଳା ହୋଇଥାଏ । ଏଥିରେ ଅଧ ଚାମଚ ଚାହାପତି ଆଡ କରନ୍ତୁ । ଚାହାପତି ଯେପରି ଭଲ ଭାବେ ଗୁଣ୍ଡ ହେବ ସେଥିପ୍ରତି ଧ୍ୟାନ ଦେବେ । କାରଣ ଚାହାପତି ର ଦାନ ମୋଟା ହୋଇଥାଏ । ଏହାକୁ ଭଲ ଭାବେ ମିକ୍ସ କରିବା ପରେ ଏହାକୁ ଏକ ରୁ ଦୁଇ ଘଣ୍ଟା ସେମିତି ରହିବାକୁ ଦିଅନ୍ତୁ ।

ଫଳରେ ଚାହାପତି ଓ କଫି ର ସମସ୍ତ ପୋଷାକ ତତ୍ତ୍ଵ ନଡିଆ ତେଲରେ ଆସିଯିବ । ଆପଣ ଏଥିପାଇଁ ନଡିଆ ତେଲ ବ୍ଯତୀତ ସୋରିଷ ତେଲ ବା ଓଲିଭ ତେଲ ବ୍ୟବହାର କରି ପାରିବେ । ଆମ କେଶ ପାଚିବାର କାରଣ ହେଉଛି କେସକୁ ଠିକ ଭାବେ ପୋଷାକ ତତ୍ତ୍ଵ ନ ମିଳିବାରୁ ଯାହା ଫଳରେ କେଶ ଝଡିବା ଆରାମ୍ଭ ହୋଇଥାଏ । ବୟସ ପୂର୍ବରୁ କେଶ ଧଳା ହେବାରେ ଲାଗିଥାଏ ।

ଏହି ତେଲ ପ୍ରୟୋଗ କରିବା ପୂର୍ବରୁ ଏକ ପାତ୍ରରେ ଗରମ ପାଣି ରଖି ଏହ ତେଲକୁ ଗରମ କରି କେଶରେ ମଶାଚ କରନ୍ତୁ । ଏହା ଦ୍ଵାରା ରକ୍ତ ସଂଚାଳନ ହେବ ସହ ହେୟାର ଲମ୍ବା ହେବ । ଦୁଇ ରୁ ତିନି ଘଣ୍ଟା ରଖିବା ପରେ ଏହାକୁ ଛାଣି ଦିଅନ୍ତୁ । ଆପଣ ଏହାକୁ ବୋତଲ ରେ ଷ୍ଟୋର କରି ରଖିପାରିବେ । ଏହାକୁ ସପ୍ତାହକୁ ୩ ଥର ପ୍ରୟୋଗ କରନ୍ତୁ ।

ଦେଖିବେ ଆପଣଙ୍କର କେଶ ଝଡିବା ବନ୍ଦ ହେବ, ଧଳା କେଶ କଳା ହେବାରେ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *