ଦର୍ଶକ ବନ୍ଧୁ ମାଡି ଆସୁଛି କି ବିପଦ ? କାହିଁକି ମିଳୁଛି ଏମିତି ସଂକେତ ? ଏମିତି ଅନେକ ଗୁଡାଏ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ଅରୁଚି । ସୂଚନା ଅନୁଯାୟୀ ଆଜି ସକାଳୁ ଶ୍ରୀ ମନ୍ଦିର ଚର୍ଚ୍ଚା ଗୃହ ଉପରୁ ପଥର ଖସିଛି । ଆଉ ଏବେ ଖବର ଅନୁଯାୟୀ ଶ୍ରୀ ଗଣ୍ଡିଚା ନାଟ ମଣ୍ଡପରେ ଫାଟ ସୃଷ୍ଟି ହୋଇଛି । ନାଟ ମଣ୍ଡପର ୪ ରୁ ୩ଟି କଲାମରେ ଫାଟ ହୋଇଥିବା ଜଣା ପଡିଛି । ଏହା ସହ ବିମ ରେ ଫାଟ ଥିବା ସୂଚନା ଦେଇଛି ଶ୍ରୀ ମନ୍ଦିର ବୈଷୟିକ କୋର୍ଟ କମିଟି ।
ଜଗମୋହନ, ନାଟ ମଣ୍ଡପ କଲମ ଓ ବିମ ରେ ସମସ୍ଯା ଥିବାରୁ ଶ୍ରୀ ମନ୍ଦିର ବୈଷୟିକ ଗୃହ ସଭାବ ସମିତି କମିଟି ସଦସ୍ୟ ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ଅନୁଧ୍ୟାନ ପାଇଁ ଆସିଥିଲେ । ଆଉ ଯାଞ୍ଚ କରିବା ପରେ ନାଟ ମଣ୍ଡପ ରେ ୪ରୁ ୩ ଟି କଲମ ରେ ଫାଟ ଥିବା ଜାଣିବାକୁ ମିଳିଛି । ଆଉ ଏହି ଖବର ଟି ସାମନାକୁ ଆସିବା ପରେ ସମସ୍ତେ ବିଚଳିତ ହୋଇ ପଡିଛନ୍ତି । କେତେବେଳେ ପୁରୀ ଶ୍ରୀ ମନ୍ଦିର ର ବଡ ଦାଣ୍ଡ ରେ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି ତ କେତେବେଳେ ବାଇଶି ପାହାଚରେ ପାଣି ଖେଳୁଛି ।
ଆଉ କେତେବେଳେ ଶ୍ରୀ ମନ୍ଦିର ଉପରୁ ପଥର ଖସୁଥିବା ବେଳେ ପୁରୀ ସମୁଦ୍ର ରେ ହୁଉତ ବୁଲୁଛି । କିଛି ଦିନ ପୂର୍ବରୁ ଏମିତି ବି ଦେଖା ଯାଇଥିଲା ଶ୍ରୀ ମନ୍ଦିର ର ଆକାଶ ରକ୍ତିମ ହୋଇଥିବା ବେଳେ ଶ୍ରୀ ମନ୍ଦିର ଚାରି ପରେ ଚିଲ ଉଡୁଛି । ଏ ସବୁ ଘଟଣା ଦେଖିବା ପରେ ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ଆଉ ଭୟ ମଧ୍ୟ ଦେଖା ଯାଇଛି । କିଛି ବଡ ବିପଦ ଆସିବାକୁ ଅଛି କି ଏମିତି ଅନେକ ଗୁଡାଏ ପ୍ରଶ୍ନ ଏବେ ଜନ ମାନସରେ ଉଠିବାରେ ଲାଗିଛି ।
ଏଠି କହି ରଖିବାକୁ ଚାହିଁବୁ କି ଯେଉଁ ଫାଟ ସୃଷ୍ଟି ହୋଇଛି ତାହାକୁ ଚଳିତ ବର୍ଷ ରଥାଯାତ୍ରା ପୂର୍ବ ରୁ ମରାମତି କରା ଯାଇଥିଲା । ଜଗମୋହନ, ନାଟ ମଣ୍ଡପ କଲମ ଓ ବିମ ରେ ସମସ୍ଯା ହିବାରୁ ଆଜି ଅନୁଧ୍ୟାନ କରା ଯିବାରୁ ସଦସ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି । ଆଉ ନାଟ ମଣ୍ଡପରେ ୪ରୁ ୩ଟି କଲମ ରେ ଫାଟ ଥିବା ବେଳେ ବୀମ ରେ ଫାଟ ସୃଷ୍ଟି ଅଇଥିବା ଘଟଣା ଦେଖିବାକୁ ମିଳିଛି ।
ଆଉ ଏହି ଫାଟ କାରଣରୁ ମନ୍ଦିର ପ୍ରତି କୌଣସି ବିପଦ ନ ଥିବା କମିଟି କହିଛନ୍ତି । ଆଉ ଏହାର ମରାମତି ବହୁତ ଜଲ୍ଦି କରାଯିବ ବୋଲି କମିଟି ପକ୍ଷ ରୁ ସୂଚନା ଦିଆ ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।