ଏଠାରେ ହନୁମାନ ନିଜେ ନିଜ ଭକ୍ତଙ୍କ ଜୀବନ ବଞ୍ଚାଇବାକୁ ଦୌଡି ଆସିଲେ, ତା’ପରେ କ’ଣ ହେଲା ତାହା ନିଜେ ଦେଖନ୍ତୁ

ଭକ୍ତ ହନୁମାନ ଏହି ପୃଥିବୀ ସଂସାର ର ସବୁ ଠାରୁ ବଡ ଭକ୍ତ ବୋଲି ସମସ୍ତେ ଜାଣିଛନ୍ତି ଓ ଯୁଗ ଯୁଗ ଧରି ଭୂମି ରେ ଏକ ମାତ୍ର ଦେବତା ଯିଏ ଜୀବନ୍ତ ଅଛନ୍ତି ବୋଲି ମାନ୍ୟତା ଅଛି । କୁହା ଯାଏ ଯେ ଯେଉଁ ମଣିଷ ଶ୍ରୀ ହନୁମାନ ଠାକୁରଙ୍କ ଶରଣ ରେ ଯାଇଥାଏ ସେହି ଲୋକ ଜୀବନ ସବୁ ପ୍ରକାର ସମସ୍ୟା ଦୂର ହୋଇ ଥାଏ । କିନ୍ତୁ କୁହା ଯାଏ ଯେ ହନୁମା ଠାକୁର କେବଳ ସେହି ଲୋକଙ୍କ ଉପ ରେ କୃପା କରନ୍ତି ଯିଏ ନିଜ ଇଷ୍ଟ ଦେବ ସେବା ଆରାଧନା ପୂର୍ଣ ଶ୍ରଦ୍ଧା ସହ କରିଥାଏ । ହନୁମାନ ଠାକୁର ସେହି ଲୋକ ଉପରେ କୃପା କରନ୍ତି ଯିଏ ଅସହାୟ ଲୋକଙ୍କୁ ହଇରାଣ କରେ ନାହିଁ ଏବଂ ସବୁବେଳେ ସଦେବ ସର୍ବଶ୍ରେଷ୍ଠ ଓ ଭଲ ମାର୍ଗ ରେ ଚାଲି ଥାଏ ।

Image Courtesy: Google

ଆଜି ଆମେ ଅମନ ନାମକ ଜଣେ ବ୍ୟକ୍ତି ଜୀବନ ବିଷୟରେ ଏମିତି କିଛି କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ, ଅମନ ବର୍ତ୍ତମାନ ୟୁରୋପରେ ଅଛନ୍ତି, ତେବେ ସେ ଥରେ ତାଙ୍କ ଅଫିସ ଉଚ୍ଚ ଅଧିକାରୀ ପୁଅ ସହ ଟେନିସ ଟୁର୍ନାମେଣ୍ଟ ପାଇଁ ଚଣ୍ଡିଗଡ ଆସିଥିଲେ ସେତେବେଳେ ସେ ଗୋଟେ ଦିନ ସିନିୟର ପୁଅକୁ ତାଙ୍କ ସାଙ୍ଗ ମାନଙ୍କ ସହ ଛାଡି ନିଜ ବାପା ମା କୁ ଦେଖା କରିବା ପାଇଁ ଦିଲ୍ଲୀ ଯାଇଥିଲେ ଫେରିଲା ବେଳେ ବହୁତ ରାତି ହୋଇଗଲା ପାଖା ପାଖି ରାତି ଗୋଟେ ହୋଇଯାଇଥିଲା ।

Image Courtesy: Google

ଅମନ ରାସ୍ତା ପାଖରେ ଗୋଟେ ଢାବା ଦେଖିଲେ ଓ ଗାଡି ବିଷୟରେ ପଚାରିଲେ ଢାବା ଲୋକ କହିଲେ ଏବେ ଏବାଟରେ କୌଣସି ଗାଡି ନାଇ ଆପଣଙ୍କୁ ଏହି ଗଳିରେ ୨୦ ମିନିଟ ପାଖା ପାଖି ଗଲା ପରେ ନୂଆ ହାଇବେ ଦେଖା ଯିବ, ଅମନ ସେହି ରାସ୍ତାରେ ଯିବା ଆରମ୍ଭ କଲେ ଯେତେବେଳେ ସେ ଗଳିରେ ପଶିଲେ ତାଙ୍କୁ ଦିଆଡୁଆ ଘର ଦେଖା ଗଲା କିଛି ବାଟ ଗଲା ପରେ ଅମନ ଗୋଟେ ଲୋକକୁ ହଟାତ ଗୋଟେ ଘରୁ ବାହାରି ଅନ୍ୟ ଘରେ ପସିବାର ଦେଖିଲେ ଏହା ଦେଖି ଅମନ ଡଋଗଲେ କିନ୍ତୁ କିଛି କଲେ ନାହିଁ, ଏହା ପରେ ସେହି ଜାଗାରେ ପହଞ୍ଚିଲା ପରେ ଯେଉଁ ଜାଗାରୁ ସେହି ଲୋକ ବାହାରିଥିଲା ଦେଖିଲେ ସେଠି କୌଣସି କବାଟ ବା କିଛି ନଥିଲା କେବଳ ୫ ଫୁଟ ୬ ଫୁଟ କାନ୍ଥ ଥିଲା ଓ ହଟାତ ପଛରୁ କେହି ଅମନକୁ ଧରିଲା ଅମନ ହଲି ପାରିଲେ ନାହିଁ ଏହା ପରେ ଅମନ ହନୁମାନ ଚାଳିସା ପାଠ କଲେ ଯାହା ପରେ ସେ ମୁକ୍ତ ହୋଇଯାଇଥିଲେ ।

Image Courtesy: Google

ଏହା ପରେ ଯେତେବେଳେ ସେ ହାଇୱେ ରେ ପହଞ୍ଚିଲେ ଦୁଇ ଲୋକ ଗାଡିରେ ଯାଉଥିଲେ ଓ ଅମନ ତାଙ୍କୁ ସାହାଯ୍ୟ ପାଇଁ ଡାକିଲେ ସେହି ଲୋକ ପଚାରିଲେ ଏତେ ରାତିରେ କୁଆଡେ ଯାଉଛ ଅମନ ତାଙ୍କୁ ସବୁ କଥା କହିଲେ ଅମନ କଥା ଶୁଣି ସେହି ଲୋକ କହିଲେ ଭାଗ୍ୟ ଭଲ ଥିଲା ହନୁମାନ ଭଗବାନ ବଞ୍ଚେଇ ଦେଲେ । ଅମନ ସବୁ ଦିନ ଗାଧୋଇ ସାରି ହନୁମାନ ଚାଳିସା ନିଶ୍ଚିନ୍ତ ପାଠ କରନ୍ତି । ସେଥିପାଇଁ ତାଙ୍କର ଭକ୍ତି ଓ ଭରସା ଥିଲା ଯେ ତାଙ୍କୁ ଭଗବାନ ହନୁମାନ ସେହି ସମସ୍ୟାରୁ ବଞ୍ଚାଇଥିଲେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *