ଏହି ୫ଜଣ ବଲିଉଡ ଷ୍ଟାର ଫିଲ୍ମ ସାଇନ୍‌ କରିବା ପୂର୍ବରୁ ରଖନ୍ତି ବିଚିତ୍ର ସର୍ତ୍ତ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଆପଣମାନଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ତେବେ ଆପଣମାନେ ତ ଜାଣିଛନ୍ତି ଗୋଟେ ଫିଲ୍ମ କରିବା ବେଳେ ଅଭିନେତା ଓ ଅଭିନେତ୍ରୀ ମାନେ ସେହି ଫିଲ୍ମ ରେ କାମ କରିବା ଆଗରୁ କିଛି ପେପର ସାଇନ କରିଥାନ୍ତି । ଯେଉଁଥିରେ କିଛି ତା ସର୍ତ୍ତ ଥାଏ । କିନ୍ତୁ କିଛି ବଡ ବଡ ଷ୍ଟାର ସାଇନ କରିବା ଅଗାରୁ ହିଁ ନିଜର କିଛି ସର୍ତ୍ତ ରଖନ୍ତି । ଆଜି ଆମେ ସେହିଭଳି କିଛି ବଡ ଅଭିନେତା ଓ ଅଭିନେତ୍ରୀଙ୍କ ସର୍ତ୍ତ ବିଷୟରେ କହିବୁ ଯାହା ସେମାନେ ଫିଲ୍ମ ସାଇନ କରିବା ଆଗରୁ ରଖିଥାନ୍ତି ।

ସଲମାନ ଖାନ

ସଲମାନ ଖାନ ବଲୀଉଡ ର ସବୁଠୁ ପ୍ରସିଦ୍ଧ ଅଭିନେତା । ତାଙ୍କର ଫ୍ୟାନ ଫଲ୍ଲୋୱିଙ୍ଗ ଏତେ ଅଧିକା ଯେ ଯିଏ ବି ପ୍ରଯୋଜକ ତାଙ୍କୁ ଫିଲ୍ମ ସାଇନ କରାନ୍ତି ସେ ତାଙ୍କର ସବୁ ସର୍ତ୍ତ ମାନିବାକୁ ରାଜି ହୋଇଯାନ୍ତି । ତେବେ ତାଙ୍କର ସର୍ତ୍ତ ଥାଏ କି ସେ କୌଣସି ବୋଲ୍ଡ ସିନ୍ କରିବେ ନାହିଁ କି ଅନସ୍କ୍ରୀନ କୌଣସି କିସ୍ସ ସିନ ଦେବେ ନାହିଁ ।

ଋତିକ୍‌ ରୋଶନ

ଋତିକ ତାଙ୍କ ଫିଟନେସ ପାଇଁ ଅଭୁତ ଚର୍ଚ୍ଚାରେ ରୁହନ୍ତି । ତେବେ ତାଙ୍କର ଫିଟ ରହିବାର କାରଣ ସେ ପ୍ରତ୍ୟକ ଦିନ ୱର୍କଆଉଟ କରନ୍ତି ଓ ନିଜ ଖାଦ୍ଯ ପ୍ରତି ସଜାଗ ରୁହନ୍ତି । ସେଥିପାଇଁ ସବୁ ଫିଲ୍ମ ସାଇନ କରିବା ଆଗରୁ ତାଙ୍କର ସର୍ତ୍ତ ଥାଏ କି ଯେଉଁଠି ସିଏ ଫିଲ୍ମ ର ଶୁଟିଙ୍ଗ କରିବେ ସେଠାରେ ଯେମତି ଜିମ ର ସୁବିଧା ଥିବ ଓ ସେ ଟଣକ ସହ ତାଙ୍କ ରୋଷେଇଆ କୁ ମହଦୀ ନେଇକି ଯିବେ ଯିଏ ତାଙ୍କୁ ତାଙ୍କ ପସନ୍ଦର ଖାଇବା କରିକି ଦେବ ।

କରୀନା କପୁର

କରିନାଙ୍କର ସର୍ତ୍ତ ଥାଏ ଯେ ସେ ଯେଉଁ ଫିଲ୍ମ ସାଇନ କରିବେ ସେଥିରେ ସବୁ ପ୍ରସିଦ୍ଧ କଳାକାର ମାନେ ହିଁ ଥିବେ , ନ ଚେତ ସେ ଏଭଳି ଫିଲ୍ମ ଯେଉଁଥିରେ କି ନୂଆ କଳାକାର ଥିବେ ସେଥିରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ ।

ଅକ୍ଷୟ କୁମାର

ଅକ୍ଷୟ ଙ୍କର ସର୍ତ୍ତ ହେଲା କି ସେ ରବିବାର କାମ କରିବେ ନାହିଁ, କାହିଁକି ନା ସେ ଦିନ ସେ ତାଙ୍କ ପରିବାର ସହ ବିତାଇବାକୁ ପସନ୍ଦ କରନ୍ତି । ଏମିତି ବି ସେ ରାତିରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ ।

ଆମୀର ଖାନ

ଆମୀର ଖାନଙ୍କୁ ଲୋ ବଜେଟ୍‌ ଫିଲ୍ମ କରିବା ଭଲ ଲାଗେ ନାହିଁ । ସେ କେବେ ଲୋ ଆଙ୍ଗଲ ଶଟ୍‌ ରଖିବା ପସନ୍ଦ କରନ୍ତି ନାହିଁ । ଏ ହେଉଛି ତାଙ୍କର ସର୍ତ୍ତ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *