ବହିର ଆଲମାରୀରେ ଛୁପିକି ରହିଛି ଗୋଟେ ବିଲେଇ, ଦେଖିବା କିଏ ଖୋଜି ପାରୁଛି ?

ସୋସିଆଲ ମିଡିୟା ଦୁନିଆ ଦେଖିବାକୁ ଯେତେ ବଡ ଲାଗୁଛୁ, ଅସଲରେ ବହୁତ ଛୋଟ ଅଟେ । ଏହି ଛୋଟ ଦୁନିଆରେ ବହୁତ ସାରା ଚ୍ୟାଲେଞ୍ଜେ ଭାଇରାଲ ହୁଏ । ଗୋଟେ ଚ୍ୟାଲେଙ୍ଗେ ର ଟ୍ରେଣ୍ଡ ଆସିଲେ ହଜାର ନୁହେଁ ତାଠୁ ଅଧିକ ୟୁଜର୍ସ ସେଥିରେ ଭାଗ ନିଅନ୍ତି । ଏବେ ପର୍ଯ୍ୟନ୍ତ ଆପଣ ଭିଡିଓ, ଫୋଟୋର ଟ୍ରେଣ୍ଡ କରିବାରେ ଦେଖିଛନ୍ତି, ହେଇପାରେ ଆପଣ ଏଇଭଳି ଟ୍ରେଣ୍ଡ ରେ ଭାଗ ନେଇଥିବେ । କିନ୍ତୁ ଏବେ ଟ୍ଵିଟର ରେ ଗୋଟେ ବିଲେଇ କୁ ଖୋଜିବାର ଟ୍ରେଣ୍ଡ ଲୋକଙ୍କୁ ପାଗଳ କଲାଣି ।

ହଁ ଆପଣ, ଠିକ ପଢିଛନ୍ତି ଶୋସିଆଲ ମିଡିଆ ୟୁଜର୍ସ ଏହି ଦିନରେ ବହି ଆଲମରୀରେ ଚାପିକି ଥିବା ବିଲେଇ କି ଖୋଜୁଛନ୍ତି ।

ଏହି ଚ୍ୟାଲେଞ୍ଜେକୁ ନ୍ୟୁୟର୍କର ଜନେ ସାମ୍ବାଦିକ କ୍ୟାଟ ହିଣ୍ଡ ଆରମ୍ଭ କରିଛନ୍ତି । ସେ ବହି ଥାକ ଯେଉଁଥିରେ ଟିବୀ ଓ ବହୁତ ସାରା ଜିନିଷ ରଖିଛନ୍ତି , ସେ ତାଙ୍କ ଟ୍ବିଟ ଟର ରେ ସେୟାର କରିଛନ୍ତି ଓ ସମସ୍ତଙ୍କୁ କହିଲେ ଏଠାରେ ବିଲେଇ ଖୋଜିକି ଦେଖାଅ । ଆସନ୍ତୁ ଦେଖିବା କିଏ କିଏ ବିଲେଇ କୁ ଖୋଜିଛି ଓ କିଏ ନୁହେଁ ।

ଆଜି ମୋ ପାଖରେ କାମ କରିବା ପାଇଁ ଲମ୍ବ ଲିଷ୍ଟ ଅଛି, କିନ୍ତୁ ଏଥିରୁ ୧୫ ମିନିଟ ବିଲେଇକୁ ଖୋଜିବାରେ ଲଗେଇଦେଲି, କିନ୍ତୁ ଏହା ବହୁତ କଠିନ କାମ ଅଟେ । ମୋତେ ସାହିତ୍ୟକ ରୂପରେ, ଆଧ୍ୟାତ୍ମିକ ରୂପରେ, ଅଳଙ୍କରି ରୂପରେ ଓ ବାସ୍ତବରେ ବିଲେଇ ମିଳିଲା ନହିଁ । କଣ ଆମ ଦିମାଗ ସହିତ ଖେଇବାର ଚେଷ୍ଟା କରାଯାଉଛି । ମୋତେ ଟା କିଛି ବିଲେଇ ମିଳିଲାନି । ସେମିତିରେ ଏହି ଫୋଟୋକୁ ଦେଖି କେହି ବିଲେଇ ମିଳିଲା ନା ନହିଁ ?

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *