ଫୁସଫୁସ, ଗଳା, ଛାତିରେ ଜମା ହୋଇଥିବା କଫ ଥରକରେ ତରଲି ବାହାରିଯିବ, କେବଳ ଏହାର 2 ଚାମଚ ପିଇ ନିଅନ୍ତୁ- Healthy Tips

ଯଦି ଆପଣଙ୍କର ଗଳାରେ କଫ ଜମି ରହିଛି ବା ଫୁସଫୁସରେ ଯନ୍ତ୍ରଣା ହେଉଛି ବା ଅଧିକ ଦିନ ଯାଏଁ କାଶ ଲାଗି ରହୁଛି ତେବେ ଏହି ସମସ୍ଯା ଆପଣଙ୍କ ଛାତିରେ ଜମା ହୋଇ ରହିଥିବା କଫ ଯୋଗୁ ହୋଇଥାଏ । କାରଣ ଏହା ଦ୍ଵାରା ଆପଣଙ୍କର ଇନଫେକସନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଏହି ସବୁ ସମସ୍ୟାରୁ ଆପଣ ଆରମ ପାଇ ପାରିବେ ।

ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ତେଜପତ୍ର ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଏଥିପାଇଁ ୬ଟି ମିଡିୟମ ସାଇଜର ତେଜପତ୍ର ଆବଶ୍ୟକ ରହିଛି ଯାହା ସପ୍ତାହ ଯାଏଁ ଆପଣ ବ୍ୟବହାର କରି ପାରିବେ । ଏହା ପରେ ଆବଶ୍ୟକ ରହିଛି ଅଦା । ଅଦାକୁ ଭଲ ଭାବେ ଧୋଇ ଏହାର ଛୋଟ ଛୋଟ ଖଣ୍ଡ କରନ୍ତୁ । ଅଦା ଥଣ୍ଡା, କାଶ, ପାଚନ କ୍ରିୟା କରିବା ପାଇଁ ସହାୟକ ହୋଇଥାଏ ।

ଅଦାରେ ଭିଟାମିନ, କ୍ୟାଲସିୟମ ଥିବାରୁ ଏହା ଆମ ଶରୀର ପାଇଁ ହିତକାରକ ହୋଇଥାଏ । ଏହି ରେମେଡି ତିଆରି କରିବା ପାଇଁ ଏକ ପାତ୍ରରେ ଦେଢ କପ ପାଣି ନିଅନ୍ତୁ । ପାଣି ହାଲକ ଗରମ ହେବା ପରେ କଟା ଯାଇଥିବା ଅଦାକୁ ପକାନ୍ତୁ । ଏହା ପରେ କଟା ଯାଇଥିବା ତେଜପତ୍ରକୁ ଧୋଇ ଏଥିରେ ପକାନ୍ତୁ । ପାଣି ଫୁଟିବା ପରେ କିଛି ସମୟ ପରେ ପାଣିରେ ଧଳା ଧଳା ଫେଣ ଆସିବ । ଏହା ପରେ ଆଡ କାରଣରୁ ୭ଟି ଲବଙ୍ଗ ଯଦି ଆପଣ ସପ୍ତାହକ ପାଇଁ ଏହା ତିଆରି କରୁଛନ୍ତି ।

ଏହାକୁ ତିଆରି କରିବା ପାଇଁ ୭ରୁ ୧୦ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ଏହି ପାଣିକୁ ଥଣ୍ଡା ହେବା ଯାଏଁ ଛାଡି ଦିଅନ୍ତୁ । ଏହା ପରେ ଏହି ପାଣିରେ ଆଡ କାରଣରୁ ମହୁ । ଯଦି ଆପଣଙ୍କର ସୁଗାର ସମସ୍ଯା ରହିଛି ତେବେ ଆପଣ ବିନା ମହୁରେ ସେବନ କରି ପାରିବେ । ଏଥିରେ ଆପଣ ୪ ଚାମଚ ମହୁ ମିଶ୍ରଣ କରନ୍ତୁ । ଏହାକୁ ସେବନ କରିବା ସମୟରେ ହାଲକା ଉଷୁମ ପାଣିର ଆବଶ୍ୟକତା ପଡିବ ।

ଯଦି ଏହି ପାଣି ଆପଣ ବଡ ଲୋକଙ୍କୁ ଦେବେ ତେବେ ଦୂ ଚାମଚ ନିଅନ୍ତୁ । ଯଦି ଛୋଟ ପିଲାଙ୍କୁ ଦେବେ ତେବେ ଏକ ଚାମଚ ନିଅନ୍ତୁ । ବଞ୍ଚିଥିବା ମିଶ୍ରଣକୁ ଆପଣ ଫ୍ରିଜରେ ରଖି ପାରିବେ । ଏଥିରେ ଆପଣ ଅଧା ଚାମଚ ଲେମ୍ବୁ ମିଶ୍ରଣ କରି ପାରିବେ । ଉଷୁମ ପାଣି ସହ ଏହାର ସେବନ ସକାଳୁ ଖାଲି ପେଟରେ ସେବନ କରନ୍ତୁ ।

ଏହାର ସେବନ କରିବା ଦ୍ଵାରା ବହୁତ ବର୍ଷରୁ ଜମା ଥିବା ଛାତିରେ କଫ ସବୁ ବାହାରି ଯିବ । ମାତ୍ର ୩ ଦିନ ମଧ୍ୟର ଆପଣଙ୍କର କଫ ଜନିତ ସମସ୍ଯା ଦୂର ହୋଇଯିବ । ଏହା ଏକ ପ୍ରାକୃତିକ ଓ ସହଜ ଘରୋଇ ଉପଚାର ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *