1986 ରେ ବୁଲେଟ୍ ଦାମ୍ ଶୁଣି ଆପଣଙ୍କ ହୋସ୍ ଉଡିଯିବ, କାହିଁକି ଆଜିର ଯୁବପିଢିଙ୍କ ମଧ୍ୟରେ ବୁଲେଟ୍ ର ଏତେ ଚାହିଦା…! ଜାଣି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ବୁଲେଟ ଏପରି ଏକ ଗାଡି ଯାହାକୁ ଲୋକେ ବ୍ୟବହାର କରିବାକୁ ଭୟ କରନ୍ତି । କାରଣ ତାର ଓଜନ ବହୁତ ଅଧିକା । ଆଉ ବୁଲେଟ କିକ ମାରିବା କଷ୍ଟ ହୋଇ ପଡିଥିଲା । ଯେଉଁ ସମୟରେ ବୁଲେଟ ର ଚାହିଦା କମ ଥିଲା ସେହି ସମୟରେ ବୁଲେଟ କୁ ଲୋକେ କମ ବ୍ୟବହାର କରୁଥିଲେ । ରାଜା ମହାରାଜା ଙ୍କ ଘରେ ସେତେବେଳେ ବୁଲେଟ ଦେଖିବାକୁ ମିଳୁଥିଲା ।

ଗାଁ ହେଉ କି ସହର ବୁଲେଟ ବାହାରିଲେ ଲୋକେ ଦେଖିବାକୁ ଘରୁ ବାହାରକୁ ଚାଲି ଆସନ୍ତି । କାରଣ ସେହି ସମୟରେ ଏତେ ବୁଲେଟ ଗାଡି ବାହାରି ନ ଥିଲା । ହେଲେ ବର୍ତ୍ତମାନ ସମୟରେ ଯୁବ ପିଢୀ ମାନେ ବୁଲେଟ ପ୍ରତି ବିଶେଷ ଭାବେ ଆକ୍ରୁଷ୍ଟ ହେଉଛନ୍ତି । ଆଉ ବର୍ତ୍ତମାନ ସମୟରେ ଯାହା ପାଖରେ ବୁଲେଟ ଅଛି ସେ ନିଜକୁ ହିରୋ ଠାରୁ ବି କମ ଭାବୁ ନାହି ।

ଆଜିକାଲି ଯୁଗରେ ଯାହା ପାଖରେ ପଇସା ଅଛି ସେ ବୁଲେଟ ଚଢିବାକୁ ମନା କରୁଛି । ବର୍ତ୍ତମାନ ସମୟରେ ବୁଲେଟ ମହଙ୍ଗା ଥିବା ବଜାରର ରେ ଏହାର ଚାହିଦା ବି ବଢି ଯାଇଛି । ବର୍ତ୍ତମାନ ବୁଲେଟ କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଯେତେବେଳେ ବୁଲେଟ ର ମୂଲ୍ୟ କମ ଥିଲା ସେତେବେଳେ ଏହାର ଚାହିଦା ଏତେ ନ ଥିଲା ।

ଆଉ ସେହି ସମୟରେ ଲୋକ ମାନଙ୍କ ପାଖରେ ଏତେ ଟଙ୍କା ବି ନ ଥିଲା ବୁଲେଟ କିଣି ଚଲାଇବା ପାଇଁ । ଯଦି ଆମେ 1986 ମସିହା ବୁଲେଟ ର ମୂଲ୍ୟ କୁ ଦେଖିବା ତେବେ ବର୍ତ୍ତମାନ ସମୟରେ ଯଦି ମୂଲ୍ୟ ସେତିକି ରହିଥାନ୍ତା ତେବେ ସହଜରେ ଲୋକେ ବୁଲେଟ ଚଢି ବୁଲି ଥାନ୍ତେ । ଏବେ ଆସନ୍ତୁ ଜାଣିବା ବୁଲେଟ ର ମୂଲ୍ୟ 1986 ମସିହାରେ କେତେ ଥିଲା ।

ବର୍ତ୍ତମାନ ସୋସିଆଲ ମିଡିଆରେ 1986 ମସିହାରେ ବୁଲେଟ ବିଲ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବିଲ ଟି ଝାଡଖଣ୍ଡ ର କଠୋରି ମାର୍କେଟ ରେ ସ୍ଥିତ ଅଧିକୃତ ଡିଲର ର ବୋଲି କୁହା ଯାଉଛି । ଏହି ବିଲ ରେ ବୁଲେଟ 350 ସିସି ର ମୂଲ୍ୟ ବୋଲି ଲେଖା ହୋଇଛି ।

ଯଦି ଆପଣ ମାନେ ବର୍ତ୍ତମାନ ବିଲ ଦେଖିବେ ତେବେ ବୁଲେଟ  ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ତା ଠାରୁ ଅଧିକ ସିସି ର ବୁଲେଟ ଆଣିଲେ ଦେଢ ରୁ ଦୁଇ ଲକ୍ଷ ଟଙ୍କା ଦେବାକୁ ପଡିବ । ଯଦି ଏହା ଉପରେ ରୋଡ ଟ୍ୟାକ୍ସ ଲଗାଯାଏ ତେବେ ଏହାର ଦାମ ଆହୁରି ଅଧିକ ହୋଇଯିବ । ହେଲେ 1986 ମସିହାରେ ବୁଲେଟ 350 ସିସି 19 ହଜାର ଟଙ୍କାରେ  ମିଳୁଥିଲା ।

ଭାଇରାଲ ହେଉଥିବା ବିଲ 350 ସିସି ର ମୂଲ୍ୟ 18 ହଜାର 800 ଟଙ୍କା ରହିଛି । ଏ କଥାଟି ଆପଣଙ୍କୁ ବିଶ୍ଵାସ ନ ହେଉଥିଲେ ବି କଥାଟି ପୁରା ସତ । ତେବେ ଆଜିର ସମୟରେ ବୁଲେଟର ଅଧିକ ଚାହିଦା ଥାଇ ବି ଲୋକେ କିଣିପାରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *