କଣ ଆପଣ ଜାଣନ୍ତି କାହିଁକି କେବେ ଗଙ୍ଗାଜଳ ଖରାପ ହୁଏ ନାହିଁ, କାରଣ ଜାଣି ହୋଇ ଯିବେ ଚକିତ

ହିନ୍ଦୁ ଶାସ୍ତ୍ର ଅନୁଯାଇ ଗଙ୍ଗାଜଳକୁ ବହୁତ ପବିତ୍ର ମାନନ୍ତି, କୌଣସି ପୂଜା ପର୍ବ ବା ପବିତ୍ର କାମ ପାଇଁ ଗଙ୍ଗାଜଳ ଅବଶ୍ୟ ଉପଯୋଗ କରା ଯାଇ ଥାଏ ଏହାର କାରଣ ଗଙ୍ଗାଜଳ ବହୁତ ପବିତ୍ର ହୋଇ ଥାଏ । ଗଙ୍ଗାଜଳ ପବିତ୍ର ହୋଇ ଥାଏ ତାହା ଆପଣ ଜାଣିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଗଙ୍ଗାଜଳ କଣ ପାଇଁ ପବିତ୍ର ହୋଇ ଥାଏ ଏବଂ ଏତେ ଅସନା ପକା ହେଲା ପରେ ମଧ୍ୟ ଏତେ ସ୍ଵଛ କିପରି ହୋଇ ଥାଏ ଏହାର କାରଣ କହିବୁ ।

ତେବେ ଆସନ୍ତୁ ଜାଣିବା ଗଙ୍ଗାଜଳ ବିଷୟରେ କିଛି ବିଶେଷ କଥା ।

ଶବ ଓ ଅଳିଆ ପକେଇଲା ପରେ ମଧ୍ୟ ଗଙ୍ଗା ପାଣି ଖରାପ ହୋଇ ନଥାଏ :

ହରିଦ୍ଵାର ହେଉ ବା ଗଙ୍ଗା ଘାଟ ଆପଣ ସବୁ ଜାଗାରେ ଦେଖି ଥିବେ ଯେ ଆଜିକାଲି ଲୋକ ଗଙ୍ଗା ରେ ଆଳିଆ ସହ ଶବ ମଧ୍ୟ ପକେଇ ଦଉଛନ୍ତି କିନ୍ତୁ ଏହା ପରେ ମଧ୍ୟ ଆଜି ପର୍ଜନ୍ତ ଗଙ୍ଗା ପାଣି ଖରାପ ହୋଇ ନାହିଁ ବା କୌଣସି ପ୍ରକାର ଗନ୍ଧ ହୋଇ ନାହିଁ । ଲୋକ ନିଜ ଘରେ ଗଙ୍ଗାଜଳା ନିଶ୍ଚିନ୍ତ ରଖନ୍ତି ଏବଂ ବହୁତ ଲୋକ ବହୁତ ବର୍ଷ ଧରି ଗଙ୍ଗାଜଳ ରଖି ଥାନ୍ତି କିନ୍ତୁ ଏହା ଖରାପ ହୋଇ ନଥାଏ ବା ଗନ୍ଧ ହୋଇ ନଥାଏ ଏବଂ କୌଣସି ପ୍ରକାର ଜୀବାଣୁ ମଧ୍ୟ ଉତ୍ପନ ହୋଇ ନଥାନ୍ତି ।

ଏହି କାରଣ ପାଇଁ ଗଙ୍ଗାଜଳ ଖରାପ ହୋଇ ନଥାଏ :

ଆପଣଙ୍କୁ ଆମେ ଏହା ଜଣେଇବା ପାଇଁ ଚାହୁଁ ଯେ ୧୯୮୦ରେ ବ୍ରିଟେନ ଗୋଟେ ସାଇଣ୍ଟିଷ୍ଟ ଅର୍ନେସ୍ଟ ହାକିଂଗ ଗଙ୍ଗା ପାଣି କେବ ଖରାପ କଣ ପାଇଁ ହୁଏ ନାହିଁ ତା ଉପରେ ରିସର୍ଚ କରି ଥିଲେ । ରିସର୍ଚ କଲା ପରେ ଜଣା ପଡିଲା ଯେ ଗଙ୍ଗା ନଦୀ ରେ ଗୋଟେ ଅଲଗା ପ୍ରକାର ଭାଇରସ ରିସର୍ଚ ରେ ଦେଖା ଯାଇ ଥିଲା ଯାହା ଗଙ୍ଗାଜଳକୁ କେବେ ଖରାପ ହବାକୁ ଦିଅ ନାହିଁ ।

ଏହି ବିଶେଷ ପ୍ରକାର ଭାଇରସ ପାଇଁ ଗଙ୍ଗା ପାଣି ସବୁ ବେଳେ ସଫା ଏବଂ ସ୍ଵଛ ହୋଇ ଥାଏ । ଗଙ୍ଗା ପାଇନରେ କେବେ ବି କୌଣସି ଜୀବାଣୁ ବା ଅନ୍ୟ ଅସ୍ନା ଜନ୍ମ ହୋଇ ନଥାଏ ଏବଂ ଏହି ଭାଇରସ ପାଇଁ ଗଙ୍ଗା ପାଇଁ ବର୍ଷ ବର୍ଷ ଧରି ଘରେ ମଧ୍ୟ ଭଲ ଏବଂ ସ୍ଵଛ ରହି ଥାଏ ଓ ନଦି ରେ ଯେତେ ଖରାପ ଜିନିଷ ପକେଇଲେ ମଧ୍ୟ ନଦି ସଫା ରହି ଥାଏ ।

Leave a Reply

Your email address will not be published. Required fields are marked *