ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନଙ୍କୁ ସ୍ଵଗତ କରୁଛୁ ଆମର ଏହି ୱେବ ପୋର୍ଟାଲକୁ । ଯେଉଁଠି ଆପଣ ପାଆନ୍ତି କିଛି ନୂଆ ଖବର ପ୍ରତ୍ୟକ ଦିନ । ଆଜି ବି ଆମେ ଆପଣମାନଙ୍କୁ ସେହିଭଳି ଏକ ଖବର ଦେବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲିଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ । ଆପଣ ତ ଏହି ଖବର ଶୁଣି ଥିବେ କି ମଝିରେ ସୌରଭ ଗାଙ୍ଗୁଲି ନିଜ ପତ୍ନୀଙ୍କୁ ଛାଡି କୌଣସି ଅଭିନେତ୍ରୀଙ୍କ ପ୍ରେମରେ ପଡିଥିବାର । ଏହି ଖବର ବହୁତ ଚର୍ଚ୍ଚାର ବିଷୟ ମଧ୍ୟ ହୋଇଥିଲା । ତେବେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହା ପାଇଁ ସୌରଭ ନିଜ ସ୍ତ୍ରୀଙ୍କୁ ଛାଡିବାକୁ ପ୍ରସ୍ତୁତ ଥିଲେ । ତେବେ ସୌରଭ ଗାଙ୍ଗୁଲୀ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଏକ ବହୁତ ନାମୀ ଦାମୀ ଖେଳାଳି । ସେ ତାଙ୍କ ଜୀବନରେ ବହୁତ ମ୍ୟାଚ ଖେଳିଛନ୍ତି ।
ତାଙ୍କର ଜନ୍ମ ଜୁଲାଇ ୮ତାରିଖ ୧୯୭୨ ମସିହାରେ ହୋଇଥିଲା । ସେ ଏକ ବହୁତ ଧନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କେବଳ ସେତିକି ନୁହେଁ ସେ ଭାରତୀୟ କ୍ରିକେଟ ତିମର ଅଧିନାୟକ ମଧ୍ୟ ଥିଲେ । ସେ ନିଜର ଖେଳ ବ୍ୟତୀତ ନିଜ ରିଲେସନସିପକୁ ନେଇ ଅଧିକ ଚର୍ଚ୍ଚାରେ ରହୁଥିଲେ । ସେ ବିବାହିତ ହୋଇ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ଭଲ ପାଇଥିଲେ । ତେବେ ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ନଗମା, ଯିଏ ଦକ୍ଷିଣ ଭାରତୀୟ ସିନେମା ସହ ବଲୀଉଡ ରେ ମଧ୍ୟ ବହୁତ ନାମ କରିଥିଲେ । ସେ ସଲମାନ ଓ ଅକ୍ଷୟ କୁମାର ଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି । ସୌରମ୍ଭ ପ୍ରଥମେ ନଗମା ଙ୍କୁ ମୁମ୍ବାଇରେ ଦେଖିଥିଲେ, ଯେଉଁଠି କି ସେ ଦୁହେଁ ଏକ କନଫରେନ୍ସରେ ଯାଇଥିଲେ । ସେଇଠୁ ଆରମ୍ଭ ହୋଇଥିଲା ତାଙ୍କର ବନ୍ଧୁତା ଓ ପରେ ଏହା ପ୍ରେମରେ ପରିଣତ ହୋଇଥିଲା ।
ସେମାନଙ୍କ ପ୍ରେମ ସମ୍ପର୍କ ଏତେ ନିବିଡ ହୋଇଥିଲା ଯେ ସେମାନେ ବିବାହ କରିବାର ନିଷ୍କପତ୍ତି ନେଇଥିଲେ । ଯାହା ପାଇଁ ସୌରଭ ନିଜ ପତ୍ନୀ ଡୋନାଙ୍କୁ ଛାଡପତ୍ର ଦେବାକୁ ବି ରାଜି ହୋଇଥିଲେ କିନ୍ତୁ ତାଙ୍କ ଜୀବନରେ ଚାଲିଥିବା ଏହି ସବୁ ପରିସ୍ଥିର ପ୍ରଭାବ ତାଙ୍କ କ୍ରିକେଟ କ୍ଯାରିୟର ଉପରେ ପଡିଥିଲା । ଯାହା ସେ ବାଧ୍ୟ ହୋଇ ତାଙ୍କର ଏହି ନିଷ୍ପତ୍ତିକୁ ବଦଳାଇଲେ ଓ ନଗମାଙ୍କୁ ଛାଡିଦେଲେ । ଦୀର୍ଘ ୧୮ ବର୍ଷ ପରେ ନିଜର ବ୍ରେକଅପ ବିଷୟରେ ମୁହଁ ଖୋଲି କହିଛନ୍ତି ନଗମା ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ