ଯୌତୁକ ପାଇଁ ଗର୍ଭବତୀ ବୋହୂ ସହ କିଛି ଏମିତି କରିଲେ ସଇତାନ ଶାଶୂ ଶ୍ୱଶୂର, ଶୁଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ… ଦେଖନ୍ତୁ Video

ବନ୍ଧୁଗଣ ହାତରୁ ଲିଭି ନାହି ମେହେନ୍ଦି ପାଦରୁ ଛାଡି ଅହି ଅଳତା କିନ୍ତୁ ଲିଭି ଯାଇଛି ନୂଆ କରି ବିବାହ ହୋଇଥିବା ନୂଆ ଝିଅ । ଯୌତୁକ ଜୁଇ ରେ ଜଳିଗଲେ ନବ ବଧୁ । ଅଧିକ ଯୌତୁକ ଦାବି କରି ନବ ବଧୂକୁ ହତ୍ୟା କରିଛନ୍ତି ସାସୁ ଶ୍ଵଶୁର । ହତ୍ୟା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ବାହାଘର ମାତ୍ର ୩ ମାସ ନ ହେଉଛି ନବ ବଧୁର ଜୀବନ ନେଇଛନ୍ତି ଶାଶୁ ଶ୍ଵଶୁର । ମୃତ ବଧୁ ଜଣକ ହେଲେ ଭଦ୍ରକ ଗାଁ ଅନ୍ତର୍ଗତ ଦଲଙ୍ଗା ଗାଁ ର ପ୍ରିୟଙ୍କା ଦଳେଇ । ସୂଚନା ଅନୁଯାୟୀ ଯାଜପୁର କୁଆଖିଅ ବରଞ୍ଚା ଅଞ୍ଚଳର ଲକ୍ଷ୍ମୀଧର ଦଳେଇଙ୍କ ଝିଅ ପ୍ରିୟଙ୍କା ।

ଗତ ଜୁନ ୭ରେ ବୈଦିକ ରୀତିନୀତି ଅନୁଯାୟୀ ନରଙ୍ଗା ଗାଁର ଆନନ୍ଦା ଚନ୍ଦ୍ର ନାୟକଙ୍କ ପୁଅ ଅସିମ ସଂକେତ ନାୟକଙ୍କ ସହ ବିବାହ ହୋଇଥିଲା । ବାହାଘର ସମୟରେ ୧ ଲକ୍ଷ ଟଙ୍କା ସହ ସୁନା ଗହଣା ଓ ଆସବାବପତ୍ର ଦେଇଥିବା ବାପଘର ଲୋକେ ଯୌତୁକ ବାବଦରେ ଦେଇଥିଲେ ।

ଏ ସବୁ ପରେ ବି ୫ ଲକ୍ଷ ଟଙ୍କା ଦାବି କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ପ୍ରିୟଙ୍କାକୁ ତାଙ୍କ ଶ୍ଵଶୁର ଘରେ ଲୋକେ । ଗତ କାଲି ପ୍ରିୟଙ୍କା ଙ୍କ ସ୍ଵାମୀ ଘରେ ନ ଥିବା ବେଳେ ଶ୍ଵଶୁର ବୋହୁକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କାଙ୍କ ମା । ଅଧିକ ଯୌତୁକ ପାଇଁ ମୋ ଝିଅକୁ ମାରି ଦେଇଛନ୍ତି ମୋତେ ନ୍ୟାୟ ଦରକାର ବୋଲି ପ୍ରିୟଙ୍କା ମା କହିଛନ୍ତି ।

ଏ ନେଇ ପ୍ରିୟଙ୍କାଙ୍କ ପରିବାର ପ୍ରକ୍ଷାଳୁ ଗ୍ରାମାଞ୍ଚଳ ଥାନାରେ ମାମଲା ରୁଜୁ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବୋହୁକୁ ହତ୍ୟା କରିଥିବାର ସତ ମାନିଛନ୍ତି ଶାଶୁ ଶ୍ଵଶୁର । ପୋଲିସ ମୃତ ଶରୀରକୁ ଜବତ କରି ଭଦ୍ରକ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଛି । ଏ ନେଇ ପ୍ରିୟାଙ୍କା ଙ୍କ ମା କହିଛନ୍ତି ଯେ ତାଙ୍କ ଝିଅ ସବୁବେଳେ କୁହେ ଶାଶୁ ଶ୍ଵଶୁର ମିଶି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି ।

ଯେଉଁ ୧ ଲକ୍ଷ ଟଙ୍କା ଯୌତୁକ ରେ ଦେଇଥିଲେ ତାହା ସେମାନଙ୍କୁ ପସନ୍ଦ ହେଲା ନାହି ବୋଲି ପ୍ରିୟାଙ୍କା କହୁଥିଲେ । ଗତ କାଲି ପ୍ରିୟଙ୍କା ଙ୍କ ସ୍ଵାମୀ ବାହାରକୁ ଯିବା ପରେ ପ୍ରିୟଙ୍କା ଙ୍କୁ ଶାଶୁ ଶ୍ଵଶୁର ମିଶି ମାରି ଦେଇଛନ୍ତି ଆଉ ତାଙ୍କ ମା ଫୋନ କରିବାରୁ କହିଛନ୍ତି ଝିଅର ନିଶ୍ଵାସ ପ୍ରଶ୍ଵାସ ଚାଲୁ ନାହି । ଯେତେବେଳେ ମେଡିକାଲ କୁ ପ୍ରିୟଙ୍କା ଙ୍କୁ ଅଣାଗଲା ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ପ୍ରିୟଙ୍କା ମା କହିଛନ୍ତି ।

ପୂର୍ବରୁ ପ୍ରିୟଙ୍କା ଙ୍କ ଶାଶୁ ଶ୍ଵଶୁର ଙ୍କ ଉପରେ ସନ୍ଦେହ ଥିଲା ଯାହା ପାଇଁ ଆଜି ତାଙ୍କ ଝିଅ ଯୌତୁକ ପାଇଁ ମରଣ ମୁହଁ କୁ ଚାଲି ଯାଇଛି ବୋଲି ପ୍ରିୟଙ୍କା ଙ୍କ ମା କହିଛନ୍ତି । ସତରେ ଆମ ସାମାଜରେ ଆଜି ବି ଯୌତୁକ ପାଇଁ ଝିଅଙ୍କୁ ହତ୍ୟା କରାଯାଉଛି ନିନ୍ଦନୀୟ ଘଟଣା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *