ଗର୍ଭବତୀ ମହିଳା ମୂଳା ଖାଇବା କଥା କି ନୁହେଁ ଜାଣିବା ଏହାର ଲାଭ ଓ କ୍ଷତି

ମୂଳା ଏକ ଏମିତିକା ପାରିବା ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ ମୂଳା ପେଟ ଗ୍ଯାସ ଭଲ କରିଥାଏ ଏବଂ ଖାଦ୍ୟକୁ ହଜମ କରିବାରେ ସାହାଜ୍ଯ କରିଥାଏ । ତେବେ ଆଜି ଆମେ ଜାଣିବା ଗରଭଟି ମହିଳାଙ୍କୁ ମୂଳା ଖାଇବା ଉଚିତ ବା ନୁହ, ମୂଳା ଖାଇଲେ କଣ ଲାଭ ଏବଂ କଣ ହାନି ହୋଇଥାଏ ତାହା ମଧ୍ୟ ଆଜି ଆମେ ଜାଣିବା । ଗର୍ଭବତୀ ମହିଳାଙ୍କୁ ବହୁତ ଜିନିଷ ଖାଇବା ପାଇଁ ମନା କରା ଯାଇଥାଏ କାହିଁକିନା କିଛି ଜିନିଷ ଯାହା ସାମାନ୍ଯ ସମୟରେ ଆମ ଶରୀର ପାଇଁ ଲାଭକାରୀ ହୋଇଥାଏ ତାହା ଗର୍ଭାସ୍ଥା ବେଳେ ହାନିକାର ହୋଇପାରେ ସେଥିପାଇଁ ଡକ୍ଟର କଥା ମାନି କୌଣସି ଜିନିଷ ଖାଇବା ଉଚିତ ଅଟେ ।

Image Courtesy: Google

ମୂଳା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଭଲ ଏବଂ ଲାଭକାରୀ ହୋଇଥାଏ, ମୂଳାରେ ବହୁତ ପ୍ରକାର ମିନିରାଲ, ପୋଟାସିଅମ ଏବଂ କେତେ ପ୍ରକାର ଭିଟାମିନ ହୋଇଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ତେବେ ଗର୍ଭବତୀ ମହିଳାଙ୍କୁ ମୂଳା ସେବନ କରିବା ଉଚିତ, ମୂଳା ସେବନ ଦ୍ଵାରା ଗର୍ଭରେ ଥିବା ସନ୍ତାନକୁ ପୋଷଣ ପ୍ରାପ୍ତ ହୋଇଥାଏ । ଯଦି କୌଣସି ଗର୍ଭବତୀ ମହିଳାଙ୍କୁ ହାଇ ବିପି ବା ଲୋ ବିପି ଅଛି ବା ହଟାତ ବିପି ବଢି ଯାଉଛି ବା କମି ଯାଉଛି ତେବେ ଏହି ଭଳି ମହିଳାଙ୍କ ପାଇଁ ମୂଳା ସେବନ କରିବା ବହୁତ ଆବଶ୍ୟକ ଅଟେ ଡକ୍ଟର ମଧ୍ୟ ଏହି ଭଳି ମହିଳାଙ୍କୁ ମୂଳା ସେବନ କରିବା ପାଇଁ କହିଥାନ୍ତି ଏହା ଛଡା ଯେଉଁ ଗର୍ଭବତୀ ମହିଳାଙ୍କୁ ସୁଗାର ହୋଇଥାଏ ସେ ମଧ୍ୟ ମୂଳା ସେବନ କଲେ ତାଙ୍କ ସୁଗାର ନିୟନ୍ତ୍ରଣରେ ରହିଥାଏ ଏବଂ ତାଙ୍କ ଓ ତାଙ୍କ ଶିଶୁ ସ୍ୱାସ୍ଥ୍ୟ ଭଲ ରହିଥାଏ ।

Image Courtesy: Google

ପ୍ରାୟତଃ ଗର୍ଭବତୀ ମହିଳାଙ୍କୁ ହଜମ କରିବା ପାଇଁ ଅସୁବିଧା ହୋଇଥାଏ ବା ଛାତିରେ ପୋଡା ଜଳା ଲାଗିଥାଏ ବା ଲେଟିନ ଭଲରେ ହୋଇନଥାଏ ବା ଆମ୍ବିଳା ପାଟି ଲାଗିଥାଏ ତେବେ ମହିଳାଙ୍କୁ ଏମିତିକା ସମୟରେ ମୂଳା କଞ୍ଚା ସେବନ କରିବା ଆବଶ୍ୟକ କାହିଁକିନା କଞ୍ଚା ମୂଳା ଶୀଘ୍ର କାମ କରିଥାଏ ଏବଂ ଏହାର ପୋଷ୍ଟିକ ତତ୍ଵ ଶରୀର ସ୍ୱାସ୍ଥ୍ୟ କରିଥାଏ । ଯଦି କୌଣସି ଗର୍ଭବତୀ ମହିଳାଙ୍କୁ ଫାଇଲ୍ସ ଅସୁବିଧା ହେଉଛି ତେବେ ସେହି ମହିଳାଙ୍କୁ ପ୍ରତିଦିନ ନିୟମ ଅନୁଯାଇ ମୂଳା ସେବନ କରିବା ବହୁତ ଆବଶ୍ୟକ ଅଟେ ଏହା ଦ୍ଵାରା ଗର୍ଭବତୀ ମହିଳାଙ୍କ ଫାଇଲ୍ସ ଅସୁବିଧା ଦୂର ହୋଇଥାଏ ଏବଂ ତାଙ୍କ ଶିଶୁ ମଧ୍ୟ ସ୍ୱାସ୍ଥ୍ୟ ହୋଇଥାଏ ।

Image Courtesy: Google

ମୂଳା ସେବନ କଲେ ସମସ୍ତଙ୍କୁ ଲାଭ ହୋଇଥାଏ କିନ୍ତୁ ଗର୍ଭବତୀ ମହିଳାଙ୍କୁ କିଛି ଅଧିକ ଲାଭ ହୋଇଥାଏ ସେଥିପାଇଁ ନିୟମ ଅନୁଯାଇ ପ୍ରତିଦିନ ମୂଳା ସେବନ କରନ୍ତୁ । ମୂଳାରେ ଭିଟାମିନ ଏ, ବି ଓ ସି ଭରପୁର ମାତ୍ରାରେ ହୋଇଥାଏ ତେବେ ଆପଣ ମାନେ ଏହି କଥା ବେସ ଭଲ ଭାବରେ ଜାଣିଥିବେ ଯେ ଭିଟାମିନ ଏ ଆଖି ପାଇଁ କେତେ ଲାଭକାରୀ ହୋଇଥାଏ ତେବେ ମୂଳା ସେବନ ଦ୍ଵାରା ମା ଛୁଆ ଦୁହିଙ୍କ ଆଖି ଭଲ ହୋଇଥାଏ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *