ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କାଲି ଜାନୁଆରୀ ୨୬ ବା ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପାଳନ କରା ଯାଇଛି । ତେବେ ଏହି ଶୁଭ ଅବସରରେ କିଏ କେତେ ଢଙ୍ଗରେ ଭାରତୀୟଙ୍କୁ ଶୁଭେଛା ଜଣାଇଛନ୍ତି । ଆମ ଦେଶ ପାଇଁ ଖେଳୁଥିବା ଭାରତୀୟ ଖେଳାଳି ମାନେ ନିଜର ଦମାଦାର ପର୍ଫୋମାଂସ ପାଇଁ ବେସ ଚର୍ଚ୍ଚା ରେ ରହିଛନ୍ତି । କିଛି ଖେଳାଳି ମାନେ ନିଜର ବ୍ୟାଟିଂ ଓ ବୋଲିଂ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି ।
ତେବେ ଆପଣ ମାନେ ୱେଷ୍ଟ ଇଣ୍ଡିଜର ଦମଦାର ଖେଳାଳି କ୍ରିସ ଗେଲ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ପ୍ରଫୋମାଣ୍ଡ ପାଇଁ ବେଶ ଫ୍ୟମ୍ସ ହୋଇ ପାରିଛନ୍ତି । ତାଙ୍କର ପ୍ରଦର୍ଶନଙ୍କୁ କ୍ରୋକେଟ ପ୍ରେମୀ ମାନେ ବହୁତ ପସନ୍ଦ କରିବା ସହ ତାରିଫ କରିଥାନ୍ତି ।
ଆଉ ଏହି କ୍ରମ ରେ ଭାରତୀୟଙ୍କୁ କିଛି ଭିନ୍ନ ଢଙ୍ଗରେ ଶୁଭେଛା ଜଣାଇଛନ୍ତି ୱେଷ୍ଟ ଇଣ୍ଡିଜର ଧୂଆଁଦାର ବ୍ୟାଟ୍ଶ ମ୍ୟାନ କ୍ରିସ ଗେଲ । ସେ ସୋସିଆଲ ଆକାଉଣ୍ଟ ରେ ଟ୍ବିଟ କରି ଭାରତୀୟଙ୍କୁ ଲେଖିଛନ୍ତି ଯେ ୭୩ତମ ସାଧାରଣତନ୍ତ୍ରର ଦିବସ ଅବସର ରେ ଭାରତୀୟ ବାସୀଙ୍କୁ ଅନେକ ଅନେକ ଅବିନନ୍ଦନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ବାର୍ତ୍ତା ପାଇ ନିଦ ଭାଙ୍ଗିଲା । ଏଥିରେ ସେ ଭାରତୀୟ ବାସୀଙ୍କ ସହ ଥିବା ଘନିଷ୍ଠତା ବିଷୟରେ କହିଛନ୍ତି । ୟୁନିଭର୍ସ ବସ ଙ୍କ ତରଫରୁ ଅଭିନନ୍ଦନ ଓ ଅନେକ ଶୁଭଚା ଓ ସ୍ନେହ ବୋଲି ତ୍ଵିଟ କରି ଲେଖିଛନ୍ତି କ୍ରିସ ଗେଲ ।
ଆକ୍ରାନ୍ତତ୍ମକ ବ୍ୟାଟିଂ ଓ IPL ରେ ଜବରଦସ୍ତ ପ୍ରଦର୍ଶନ ପାଇଁ କ୍ରିସ ଗେଲ ଭାରତର ଖୁବ ଲୋକପ୍ରିୟ ଖେଳାଳୟ ବାହାବେ ପରିଚିତ ଅଟନ୍ତି । ୪୨ ବର୍ଷୀୟ ଗେଲ କୋଲକାତା ନାଇଟ ଫାଇଟର ରୟାଲ ଚାଲେଞ୍ଜରସ ବ୍ଯାଂଲୋର ଓ ପଞ୍ଜାବ କିଂସ ତରଫରୁ IPL ଖେଳି ସାରିଛନ୍ତି । ରୟାଲ ଚାଲେଞ୍ଜର ଓଫ ବ୍ଯାଂଲୋର ଦଳରେ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି କ୍ରିସ ଗେଲ ।
ବିରାଟ କୋହଲି ଓ ଏଫଡି ଫାଇଲର୍ସ ଙ୍କ ପରେ ସେ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର ଅଫ ବ୍ଯାଂଲୋର ତୃତୀୟ ସର୍ବାଧିକ ରଣ ସ୍କୋର ଅଫ । ତେବେ କ୍ରିସ ଗେଲ ଯେଉଁ ନିଆରା ଢଙ୍ଗ ରେ ଜାନୁଆରୀ ୨୬ ର ଶୁଭକମାନ ଜଣାଇଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।
ବନ୍ଧୁଗଣ ଆପଣ ମାନଙ୍କର କ୍ରିସ ଗେଲଙ୍କ ଟ୍ବିଟ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ