ଘରର ବୋହୁମାନେ ବାସନ ଧୋଇଲେ ଘର ହୋଇଯିବ ବର୍ବାଦ, କିନ୍ତୁ କାହିଁକି ଜାଣନ୍ତୁ- Jyotish Shastra

ବାସ୍ତୁ ଅନୁଯାୟୀ ଘରର ବୋହୁ ହାତ ଦ୍ଵାରା ବାସନ ମାଜିଲେ କଣ ପାଇଁ ଘର ବରବାତ ହେବା ସହ ଦରିଦ୍ରତା ଆସିଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏମିତିକି ସ୍ଵାମୀ ଙ୍କୁ ମଧ୍ୟ କିଛି ହୋଇଥାଏ । ଇନ୍ଦୁ ଧର୍ମରେ ବୋହୁ ବା ଝିଅଙ୍କୁ ଘରର ଲକ୍ଷ୍ମୀ ମାନାଯାଏ । ଏମିତି ମାନ୍ୟତା ରହିଛି ଯଦି କୌଣସି ସ୍ତ୍ରୀ ଚାହିଁବ ତେବେ ସ୍ଵର୍ଗ ବା ନର୍କ କରି ପାରିବ । ଘରର ଝିଅ ବା ବୋହୁ ମାନଙ୍କର ଏମିତି କିଛି ଅଭ୍ଯାସ ରହିଛି ଯାହା କାରଣରୁ ଦରିଦ୍ରତା ଆସିଥାଏ । ଏମିତି କିଛି ଅଭ୍ଯାସ ମଧ୍ୟ ରହିଥାଏ ଯାହା ଦ୍ଵାରା ଗୃହକୁ ସୁଖ ସମୃଦ୍ଧି ଆସିଥାଏ ।

ପ୍ରତେକ ପୁରୁଷର ଇଚ୍ଛା ଥାଏ ଏମିତି ଗୃହିଣୀ ପାଇବା ପାଇଁ ଯିଏ ଲକ୍ଷ୍ମୀ ପରି ଘରର ସବୁ କାମ କରୁଥିବ । କିନ୍ତୁ ଏମିତି କିଛି କାମ ଅଛି ଯାହା ଘରର ମହିଳା କରିବା ଅନୁଚିତ । କାରଣ ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଆସନ୍ତି ନାହି । ନାରୀ ପୁରୁଷକୁ ଭଲ ମଣିଷ ରୂପେ ଗଢିଥାଏ । ଗୋଟେ ଲୋକବାଣୀ ଅଛି କି ଗୋଟେ ସଫଳ ପୁରୁଷ ପଛରେ ନାରୀର ହାତ ଅଛି । ଯେଉଁ ଘରେ ମହିଳା ଝାଡୁ ପାଦ ଲଗାଇଥାନ୍ତି ସେହି ଘରେ ମା ଲକ୍ଷ୍ମୀଙ୍କ ବାସ ରୁହେ ନାହି । ମହିଳାଙ୍କ ଅଭ୍ଯାସ ରହିଥାଏ ଘରେ ଅଇଁଠା ବାସନ ପକାଇ ରଖିବା ଯାହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।

ଯେଉଁ ନାରୀ ଘରର କବାଟକୁ ଲାତ ମାରିଥାଏ ସେହି ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହି । କୌଣସି ମହିଳା ଘରର ଦ୍ଵାରା ଆଗରେ ବସି ଭୋଜନ କରିଲେ ଏହା ବରବାତିର କାରଣ ହୋଇଥାଏ । ଘରର ମହିଳା ରୋଷେଇ ଘରେ ଅଇଁଠା ବାସନ ରଖିଲେ ଦରିଦ୍ରତା ଆସିଥାଏ । ସପ୍ତାହକୁ ଥରେ ଘରେ ସାମୁଦ୍ରିକ ଲୁଣ ପାଣିରେ ପକାଇ ପୋଛା ମାରିବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ସନ୍ଧ୍ୟା ସମୟରେ ଝାଡୁ ଲଗାଇଲେ ଦରିଦ୍ରତା ଆସିଥାଏ ।

ଯେଉଁ ମହିଳା ବିଳମ୍ବ ରାତି ଯାଏଁ ସୋଇଥାନ୍ତି ସେମାନଙ୍କର ପରିବାରର କ୍ଷତି ହୋଇଥାଏ । ଲୁଣ କେବେ ବି ଉଧାର ଦେବା ଉଚିତ ନୁହେଁ । ରାତି ସମୟରେ ନଖ ବା କେଶ କାଟିବା ଉଚିତ ନୁହେଁ କାରଣ ଖରାପ ପ୍ରଭାବ ପଡିଥାଏ । ଭୋଜନ ଅଧାରୁ ଉଠିବା ଠିକ କଥା ନୁହେଁ । ଏହା ଦ୍ଵାରା ମହାଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି । ରୋଷେଇ ଘରେ ରକ୍ଷା ଯାଇଥିବା ଧାରୁଆ ଛୁରୀ ବା ଅନ୍ୟ କୌଣସି ଧାରୁଆ ଜିନିଷ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଖରାପ ଶକ୍ତି ବୃଦ୍ଧି ପାଇଥାଏ ।

ରୋଷେଇ ଘରେ ଭାଙ୍ଗି ଯାଇଥିବା ବାସନ ରଖିବା ଅନୁଚିତ ଯାହା ଅଶୁଭ ହୋଇଥାଏ । ଏହା ଦ୍ଵାରା ମଣିଷ ଜୀବନରେ ସମସ୍ଯା ବଢିଥାଏ । ରୋଷେଇ ଘର ସର୍ବଦା ସଫା ସୁତୁରା ରଖିବା ଉଚିତ । ନଚେତ ମା ଲକ୍ଷ୍ମୀଙ୍କ ଆଗମନ ହୁଏ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *