ଘର ପାଖରେ ବି ଉଠିଯାଇଛି ଓସ୍ତ ଗଛ, ତେବେ ଭୁଲରେ ବି କରନ୍ତୁ ନାହିଁ ଏହି କାମ- ନଚେତ…

ଆପଣ ପ୍ରାୟତଃ ଦେଖି ଥିବେ ଯେ ଘର ପାଖରେ ଓସ୍ତ ଗଛ ଉଠି ଥାଏ, ଏହା ଏମିତି ଗୋଟେ ଗଛ ଯାହା କେଉଁଠି ବି ହୋଇ ଯାଏ । ହିନ୍ଦୁ ଧର୍ମ ରେ ଓସ୍ତ ଗଛକୁ ବହୁତ ପବିତ୍ର ମାନନ୍ତି, କିନ୍ତୁ ଏହା ପରେ ମଧ୍ୟ ଓସ୍ତ ଗଛ ଘରେ ଲଗେଇବା ମନା ଅଟେ । ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଯାଉଛୁ ଯେ ଯଦି ଆପଣଙ୍କ ଘର ଆଖ ପାଖ ରେ ଓସ୍ତ ଗଛ ଉଠିଚି ତେବେ ଆପଣଙ୍କୁ କଣ କରିବା ଉଚିତ ଓ କଣ ନକରିବା ଉଚିତ ? ଯଦି ଆପଣଙ୍କ ଘରେ ବା ଆଖ ପାଖରେ ଓସ୍ତ ଗଛ ଅଛି ତେବେ ଏହାକୁ ଧ୍ୟାନ ସହ କାଢି ଗୋଟେ ଗମଳା ରେ ଲଗେଇ ଦିଅନ୍ତୁ ।

Image Courtesy: Google

ଏହା କଲା ବେଳେ ଗୋଟେ କଥା ବିଶେଷ ରୂପରେ ଧ୍ୟାନ ଦିଅନ୍ତୁ ଯେ ଆପଣ ଗଛ ଚେର କାଟନ୍ତୁ ନାହିଁ କାହିଁକିନା ଶାସ୍ତ୍ର ଅନୁଯାଇ ଓସ୍ତ ଗଛରେ ବ୍ରହ୍ମାଙ୍କ ବାସ ହୋଇ ଥାଏ । ଭୁଲରେ ବି ଓସ୍ତ ଗଛ ଘରର ପୂର୍ବ ଦିଶା ରେ ଲଗାନ୍ତୁ ନାହିଁ କାହିଁକିନା ଏହା ଦ୍ଵାରା ଘରେ ଟଙ୍କା ଓ ଧନ କମିବାକୁ ଲାଗି ଥାଏ । ଓସ୍ତ ଗଛ ଗମଳା ରେ ଲଗେଇଲା ପରେ ଏହାର ପୂଜା କରନ୍ତୁ ଓ କୌଣସି ମନ୍ଦିର ରେ ଦେଇ ଦିଅନ୍ତୁ ।

Image Courtesy: Google

ଓସ୍ତ ଗଛ କାଟନ୍ତୁ ନାହିଁ କାହିଁକିନା ଏହା କାଟିଲେ ଆପଣଙ୍କ ଜୀବନ ରେ ନକାରାତ୍ମକତା ଆସି ଥାଏ ।ଓସ୍ତ ଗଛ କାଟିଲେ ବିବାହିତା ଜୀବନ ରେ ମଧ୍ୟ ଅସୁବିଧା ଆସି ପାରେ, ଓ ସନ୍ତାନ ପକ୍ଷରୁ ମଧ୍ୟ ଅସୁବିଧା ହୋଇ ପାରେ । ଶାସ୍ତ୍ର ଅନୁଯାଇ ଓସ୍ତ ଗଛ କାଟିଲେ ପିତୃମାନଙ୍କୁ କଷ୍ଟ ହୋଇ ଥାଏ ।

Image Courtesy: Google

ସେଥିପାଇଁ ଯଦି ଆପଣଙ୍କ ଘରେ କେଉଁଠି ବି ଓସ୍ତ ଗଛ ଉଠିଛି ତେବେ ଏହି ସବୁ ଉପାୟରେ ତାକୁ ସେଠାରୁ ହଟାଇ ଦିଅନ୍ତୁ । ବିନା କ୍ଷତି ପହଞ୍ଚାଇ ଗଛଟିକୁ ସେହି ସ୍ଥାନରୁ ହଟାଇ ପୂଜା ଅର୍ଚ୍ଚନା କରି ତାକୁ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ ।ଯଦି ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥାଏ ତେବେ ଅନ୍ୟମାନଙ୍କ ସହ ଶେୟାର କରିବାକୁ ଭୁଲିବେନି ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *