ଘରର ଏହି ଜାଗାରେ ଚୁପ୍ ଚାପ ରଖି ଦିଅନ୍ତୁ କର୍ପୁର – ଆଗାମୀ ପିଢୀ ବି ହେବେ କୋଟିପତି

ସାଙ୍ଗମାନେ ନିଜ ଜୀବନରେ କୋଟିପତି ହେବା ସମସ୍ତଙ୍କର ସ୍ଵପ୍ନ । କେତେ ଲୋକ କଠିନ ପରିଶ୍ରମ କରି କୋଟିପତି ହୋଇ ବି ଯାଆନ୍ତି । ଆଉ କିଛି ଲୋକ କୋଟିପତି ନ ହୋଇପାରିଲେ ନିଜ ଭାଗ୍ୟକୁ ଦୋଷ ଦିଅନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଘରେ କର୍ପୁର ରଖିଲେ ଆପଣ କୋଟିପତି ହୋଇପାରିବେ । କେବଳ ଆପଣ ନୁହନ୍ତି ଆପଣଙ୍କ ଆଗାମୀ ପିଢୀ ମଧ୍ୟ କୋଟିପତି ହୋଇପାରିବେ । ତେବେ ଆସନ୍ତୁ ଜାଣିବା ସେହି କର୍ପୁର ର କିଛି ଉପାୟ ସମ୍ବନ୍ଧରେ ।

କର୍ପୁର ର ବ୍ୟବହାର ଘରେ ପୂଜା ପାଠ ପାଇଁ କରାଯାଏ । ଠିକ ସେହି ଭଳି କର୍ପୁରର ବ୍ୟବହାର ପ୍ରାଚୀନ ଉପାୟ ପାଇଁ ମଧ୍ୟ କରାଯାଏ । ପୂଜା ସମୟରେ କର୍ପୁର ଜଳାଇଲେ ଭଗବାନ ବାହୁଟି ଶୀଘ୍ର ପ୍ରଶନ୍ନ ହୁଅନ୍ତି । କୁହାଯାଏ କି କର୍ପୁର ଜଳାଇଲେ ମନକୁ ଶାନ୍ତି ମିଳେ । କର୍ପୁର ଆମ ଶରୀର ପାଇଁ ମଧ୍ୟ ଲାଭ ଦାୟକ । ଏହା ସହ କର୍ପୁର ଆମର ବିଗିଡି ଥିବା କାମ, ପଇସା ର ଅଭାବ ଏବଂ ବାସ୍ତୁ ଦୋଷକୁ ମଧ୍ୟ ଠିକ କରିଥାଏ ।

ଯଦି ଆପଣ ଧନ ର ସମସ୍ଯା ରେ ଘାଣ୍ଟି ହେଉଛନ୍ତି ତେବେ ଆପଣ କର୍ପୁରର ଉପାୟ କରନ୍ତୁ । ଏଥି ପାଇଁ ଆପଣଙ୍କୁ ରାତିରେ ଚାନ୍ଦିର ଗିନାରେ କର୍ପୁର ଓ ଲବଙ୍ଗ କୁ ଜଳାଇବାକୁ ପଡିବ । ଭାଗ୍ୟ କୁ ବଦଳାଇବା ପାଇଁ ଏହି ଉପାୟକୁ କିଛି ଦିନ ପର୍ଯ୍ୟନ୍ତ ସବୁବେଳେ କରନ୍ତୁ । ଏହି ଉପାୟ ଆପଣଙ୍କୁ ଧନରେ ମାଲାମାଲ କରିଦେବ । ପଇସାର ଅଭାବ ମଧ୍ୟ ରହିବ ନାହିଁ ।

ଆଉ ଏକ ଉପାୟ ଅନୁସାରେ ଶନିବାର ଦିନ କର୍ପୁର ତେଲ ର କିଛି ବୁନ୍ଦା ପାଣିରେ ପକାଇ ଏବଂ ସେହି ପାଣିରେ ସବୁଦିନ ଗାଧାନ୍ତୁ । ଏହି ଉପାୟ ମଧ୍ୟ ଆପଣଙ୍କ ଭାଗ୍ଯର ବନ୍ଦ ତାଲା କୁ ଖୋଲି ପାରିବ ।

ଯଦି ଦୁର୍ଘଟଣାକୁ ଡର ଲାଗୁଛି ଓ ସେଥିପାଇଁ ଆପଣ ବାହାରକୁ ଯାଉ ନାହାନ୍ତି ତେବେ ଡରନ୍ତୁ ନାହିଁ ସେଥିପାଇଁ ମଧ୍ୟ କର୍ପୁର ବହୁତ କାମ ରେ ଆସିପାରେ । ରାତିରେ କର୍ପୁର ଜଳାଇ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ଦ୍ଵାରା ମନୁଷ୍ୟ କୌଣସି ପ୍ରକୃତିକ ବା ଅପ୍ରକୃତିକ ଦୁର୍ଘଟଣାରୁ ବଞ୍ଚି ଥାଏ ।

Leave a Reply

Your email address will not be published. Required fields are marked *