ଘରର ଏହି ଜାଗାରେ ରଖି ଦିଅନ୍ତୁ ଲୁଣ କେବେ ବି ଧନର ଅଭାବ ରହିବ ନାହିଁ ।

ବନ୍ଧୁଗଣ ଆମ ଜୀବନରେ ଲୁଣର ବିଶେଷ ଉପୋଯୋଗ ରହିଛି । ଖାଦ୍ୟ ରେ ଲୁଣ ଯଦି ଅଧିକା ହୋଇଯାଏ ତେବେ ବେକାର ହୋଇଯାଏ । ଲୁଣ ଆୟୁଷ ମଧ୍ୟ ବଢାଇ ଥାଏ ଓ କମାଇ ଥାଏ ମଧ୍ୟ । ଲୁଣର ବ୍ୟବହାର ସଠିକ ଭାବେ କରିବା ବହୁତ କମ ଲୋକ ଜାଣିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଲୁଣର କିଛି ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛୁ । ଲୁଣର ଅନେକ ଉପାୟ ରହିଛି । ଆଜି ଆମେ ଆପଣଙ୍କୁ କିଛି ସହଜ ଉପାୟ ବିଷୟରେ କହିବୁ । ଏହାକୁ କାମରେ ଲଗାଇଲେ ଜୀବନରେ ଉନ୍ନତି ଆସିଥାଏ ।

ଲୁଣ ଅନେକ ପ୍ରକାରର ହୋଇଥାଏ । ଯଥା ସାଧାରଣ ଲୁଣ, ସେନ୍ଧା ଲୁଣ, କଳା ଲୁଣ, ବିଟ ଲୁଣ, ସମୁଦ୍ର ଲୁଣ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଲୁଣ କୁ ଚନ୍ଦ୍ର ଓ ଶୁକ୍ରଙ୍କର ପ୍ରତିନିଧି ବୋଲି କୁହାଯାଏ । ଲୁଣରେ ଏମିତି ଅଦଭୁତ ଶକ୍ତି ରହିଛି ଯାହା ଗୃହରୁ ନେଗେଟିଭ ଶକ୍ତିକୁ ଦୂରେଇ ପାରିବ । କିଛି ଲୁଣ ନେଇ ଏହାକୁ ଲାଲ କପଡା ରେ ବାନ୍ଧି ଦିଅନ୍ତୁ । ଏହା ପରେ ଲାଲ କପଡା କୁ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ ।

ଏହି ଉପାୟ କରିବା ଦ୍ଵାରା ଘରେ ନେଗେଟିଭ ଶକ୍ତି ପ୍ରବେଶ କରିପାରି ନ ଥାଏ । ଓ କାହାର ନଜର ମଧ୍ୟ ଲାଗେ ନାହିଁ । ଲାଲ କପଡା କୁ ଧନ ରଖୁଥିବା ଜାଗା ରେ ରଖିଲେ ଏହା ଦ୍ଵାରା ଧନର ଦୁଇ ଗୁଣା ବୃଦ୍ଧି ହୋଇଥାଏ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହୋଇଥାଏ । କାଚ ପାତ୍ରରେ କିଛି ଲୁଣ ନେଇ ବାଥରୁମ ରେ ରଖିଲେ ଘରର ବାସ୍ତୁ ଦୋଷ ଦୂର ହୁଏ ଓ ପଜେଟିଭ ଊର୍ଜା ବଢିଥାଏ ।

ଘରର ଯେ କୌଣସି କୋଣରେ ଛୋଟ କାଚ ପାତ୍ରରେ କିଛି ଲୁଣ ରଖନ୍ତି ଏହା ଦ୍ଵାରା ଘରର ମୁଖିଆ ଙ୍କ ସବୁ ଅସୁବିଧା ଦୂର ହୁଏ । ଘରେ ବ୍ୟବହାର ହେଉଥିବା ଲୁଣ ବା ଷ୍ଟିଲ ବା ଲୁହା ପତ୍ରରେ ରଖିବା ଉଚିତ ନୁହେଁ । କେବଳ କାଚ ପାତ୍ର ରେ ରଖିବା ବୁଚିତ । ଏମିତି କରିବା ଦ୍ଵାରା ଘରେ ଶୋକ ବଢିଥାଏ ଓ ଅଯଥା ଧନ ଖର୍ଚ୍ଚ ହୁଏ । ଲୁଣକୁ ପ୍ଲାଷ୍ଟିକ ପାତ୍ରରେ ରଖିବା ଉଚିତ ହୋଇଥାଏ ।

ଲୁଣ ଯଦି ତଳେ ପଡିଯାଏ ତେବେ ଚନ୍ଦ୍ରମା ଓ ଶୁକ୍ର କମଜୋର ହୋଇଥାନ୍ତି । ଏହା ଦ୍ଵାରା ମା ଲକ୍ଷ୍ମୀ ଗୃହରୁ ଚାଲି ଯାଇଥାନ୍ତି । ଓ ରୁଣ ଭାର ବଢି ଯାଇଥାଏ । ରୋଷେଇ କରିବା ସମୟରେ କେବେ ବି କୌଣସି ଖାଦ୍ଯ ଚାଖିବା ଉଚିତ ନୁହେଁ । ଏହା ଦ୍ଵାରା ଦରିଦ୍ରତା ମାଡି ଆସିଥାଏ । ଘରୁ ଦରିଦ୍ରତା ଦୂର କରିବାକୁ ହେଲେ ଘରେ ପୋଛା ମାରିବା ସମୟରେ ସମୁଦ୍ର ଲୁଣର ବ୍ୟବହାର କରନ୍ତୁ । କିନ୍ତୁ ଗୁରୁବାର ଦିନ ଘର ପୋଛା ମାରିବା ଉଚିତ ନୁହେଁ । ଯାହା ଦ୍ୱାରା ଗୃହରେ ଧନ ବଢିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *