ଘରେ ମୃତ ପରିଜନଙ୍କ ଫୋଟୋ ଲଗାଇବା ଠିକ ନା ଭୁଲ ? Garuda Purana

ଆପଣ ମାନେ ଜାଣିଥିବେ ମୃ-ତ ପରିଜନଙ୍କ ଫୋଟୋ ଆମେ ଘରେ ଲଗାଇ ଥାଉ । ଏହାକୁକାଉ କିଛି ଲୋକ ମାନେ ମାନିନ୍ତିଥାନ୍ତି ତ ଆଉ କିଛି ଲୋକେ ଏହାକୁ ସ୍ଵୀକାର କରନ୍ତି ନାହି । ଏମିତି କିଛି ଲୋକେ ଅଛନ୍ତି ଯେଉଁ ମାନେ ମୃ-ତ ପରିଜନଙ୍କର ଏମିତି କିଛି ଜିନିଷ ନିଜ ପାଖରେ ସାଇତି ରଖିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ମୃ-ତ ପରିଜଙ୍କ ଫୋଟୋ ଘରେ ରଖିବା ଉଚିତ କି ନୁହଁ ସେହି ବିଷୟରେ କହିବାକୁ ଯାଉଛୁ । ଧାର୍ମିକ ପୂରଣ ଅନୁସାରେ ଯଦି ମୃ-ତ ବ୍ୟକ୍ତି ଆପଣଙ୍କର ମାତା ପିତା ହୋଇଥିବେ ତେବେ ତାଙ୍କ ଫୋଟୋ ଘରେ ଲଗାଇବା ଭୁଲ ହେବ ନାହି ।

କାରଣ ଯଦି ଆପଣଙ୍କ ଉପରେ କିଛି ବିପଦ ଆସିବାର ଥାଏ ତେବେ ମୃ-ତ ପରିଜନ ଆମକୁ ସୁଚିତ ବା କିଛି ସଂକେତ ଦେଇଥାନ୍ତି । ଏହା ଛଡା ଯଦି ଆପଣ ମୃ-ତ ପରିଜନକ ଫୋଟୋ ପାଖରେ ଧୂପ ଦୀପ ଲଗାନ୍ତିନତି ତେବେ ତାହା ଭୁଲ ହେବ ନାହି ।

ଯଦି ଆପଣ କୌଣସି ସମସ୍ୟାରେ ରହିଥାନ୍ତି ତେବେ ଆପଣ ମୃ-ତ ପରିଜନଙ୍କୁ ସ୍ମରଣ କରିଲେ ସେ ଆପଣଙ୍କ ସ୍ଵପ୍ନରେ ଆସି ସେଥିରୁ କିପରି ମୁକ୍ତି ପାଇବେ ତାହା ସୂଚିତ କରାଇ ଥାନ୍ତି । ଯଦି ଆପଣ ମୃ-ତ ପରିଜନଙ୍କୁ ପ୍ରାର୍ଥନା କରିବେ ଯେ ସେ ଆପଣଙ୍କ ଜୀବନରେ ସାମିଲ ହୁଅନ୍ତୁ ତେବେ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ ।

ଏହା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇପାରେ । କିଛି ନିୟମ ଅନୁସାରେ ଘରେ ମୃ-ତ ପରିଜନକ ଫୋଟୋ ରଖିବା ଅନୁଚିତ । କାରଣ ଜୀବିତ ଅବସ୍ଥାରେ ପରିଜନ ଆମ ସହ ଜଡିତ ଥିଲେ । ଯଦି ତାଙ୍କର ମୃ-ତ୍ୟୁ ପରେ ଆମେ ତାଙ୍କ ଫୋଟୋ ଘରେ ରଖିବା ତେବେ ସେମାନେ ସଦଗତି ପାଇ ପାରିବେ ନାହି ବା ପୃଥିବୀ ଲୋକକୁ ଛାଡି ମୋ-କ୍ଷ ପାଇ ପାରିବେ ନାହିଁ । କିଛି ଲୋକ ମାନେ ମୃ-ତ ବ୍ୟକ୍ତିଙ୍କ ଫୋଟୋ ପୂଜା ଘରେ ଲଗାଇଥାନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କରିବା ଅନୁଚିତ ।

ହିନ୍ଦୁ ଧର୍ମ ଅନୁସାରେ ମୃ-ତ ବ୍ୟକ୍ତିର ଆ-ତ୍ମା ଅନ୍ୟ ଶରୀରରେ ମୃତ୍ୟୁ ପରେ ସହଜରେ ପ୍ରବେଶ କରି ଅନେକ ସମସ୍ଯା ସୃଷ୍ଟି କରିଥାଏ । ତେଣୁ ଶରୀରର ଦା-ହ ସଂ-ସ୍କା-ର କରାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘାର ମୁଖ୍ୟ ଦ୍ଵାରା ମୃ-ତ ବ୍ୟକ୍ତିର ଫୋଟୋ ଲଗାଇବା ଅନୁଚିତ । ଏପରି ହେବା ଦ୍ଵାରା ସମାଜରେ ଆପଣଙ୍କର ମାନ ସମାନ ହାନି ହୋଇଥାଏ । ଏହା ଛଡା ମୃ-ତ ବ୍ୟକ୍ତିଙ୍କର ଫୋଟୋ ଆପଣ ଯିବା ଆସିବା ସ୍ଥାନରେ ଲଗାଇବା ଅନୁଚିତ । ଏହା ଛଡା ଘର ପଶ୍ଚିମ ବା ଦକ୍ଷିଣ ଦିଗରେ ମୃତ ବ୍ୟକ୍ତିର ଫୋଟୋ ଲଗାଇବା ଅନୁଚିତ ।

ଏହା ଦ୍ଵାରା ସମ୍ପତି ହାନି ହୋଇଥାଏ । ଯଦି ପୂଜା ଘର ଉତ୍ତର ପୂର୍ବରେ ରହିଥାଏ ତେବେ ମୃ-ତ ବ୍ୟକ୍ତିର ଫୋଟୋ ପୂର୍ବ ଦିଗରେ ରଖି ପାରିବେ । ଯଦି ଆପଣ ଅନ୍ୟ କୌଣସି ଘରେ ପୂ-ର୍ବ-ଜ-ଙ୍କ ଫୋଟୋ ଲଗାଇବେ ତେବେ ଉତ୍ତର ଦିଗରେ ଲଗାଇବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଏନି ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *