GK – ଘିଅ ସହିତ କଣ ଲଗାଇଲେ ଫଟା ଗୋଇଠି ମୂଳରୁ ଭଲ ହୋଇଥାଏ ? 15+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଘରେ ବିଲେଇ ଛୁଆ ଜନ୍ମ ହେଲେ ଘରକୁ କଣ ଆସିଥାଏ ?

ଉତ୍ତର- ଖୁସି ।

2- କେଉଁ ଫଳ ଖାଇଲେ ଶରୀର ର କ୍ଷତ ଶୀଘ୍ର ଠିକ ହୁଏ ?

ଉତ୍ତର- ବାଦାମ ।

3- କେଉଁ ଜୀବ ର କେବେ ବି ଆଖି ପତା ପଡି ନ ଥାଏ ?

ଉତ୍ତର- ମାଛ ।

4- ତାଜମହଲ ଭିତରେ ସମୁଦାୟ କେତୋଟି କୋଠରି ଅଛି ?

ଉତ୍ତର- 22 ଟି ।

5- ବିଶ୍ଵ ର କେଉଁ ଦେଶରେ ସବୁଠାରୁ ବଡ ସ୍କୁଲ ରହିଛି ?

ଉତ୍ତର- ଭାରତ ।

6- ବିଶ୍ଵ ର କେଉଁ ଦେଶ କ୍ଷେତ୍ରଫଳ ଅନୁସାରେ ସବୁଠାରୁ ବଡ ଦେଶ ଅଟେ ?

ଉତ୍ତର- ରୁଷିଆ ।

7- ବିଶ୍ଵ ର କେଉଁ ଦେଶରେ ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଜଣେ ମହିଳା ହୋଇଥିଲେ ?

ଉତ୍ତର- ବ୍ରିଟେନ ।

8- ପ୍ରତିଦିନ ତରଭୁଜ ଖାଇବା ଦ୍ଵାରା କେଉଁ ମାରାତ୍ମକ ରୋଗ ଠିକ ହୋଇଥାଏ ?

ଉତ୍ତର- ହାଇ ବ୍ଲଡ଼ ପ୍ରେସର ।

9- ପୃଥିବୀ ପୃଷ୍ଠ ରେ ସବୁଠାରୁ ଅଧିକ କଣ ମିଳିଥାଏ ?

ଉତ୍ତର- ଅକ୍ସିଜେନ ।

10- ମଣିଷ ଆଖି କେତେ କିଲୋ ମିଟର ଦୂର ପର୍ଯ୍ୟନ୍ତ ଦେଖି ପାରିଥାଏ ?

ଉତ୍ତର- 20 କିମି ।

11- କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାଆନ୍ତି ?

ଉତ୍ତର- ଆମେରିକା ।

12- କେଉଁ ପଶୁ ର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ ?

ଉତ୍ତର- ହିପୋ ।

13- ଇଂରେଜ ମାନେ ଭାରତକୁ କେତେ ବର୍ଷ ଶାସନ କରିଥିଲେ ?

ଉତ୍ତର- 200 ବର୍ଷ ।

14- କେଉଁ ଫଳକୁ ଅମୃତ ଫଳ ବୋଲି କୁହାଯାଏ ?

ଉତ୍ତର- ପିଜୁଳି ।

15- ଭାଲୁ ର କେତୋଟି ଦାନ୍ତ ଥାଏ ?

ଉତ୍ତର- 42 ଟି ।

16- ଘିଅ ସହିତ କଣ ଲଗାଇଲେ ଫଟା ଗୋଇଠି ମୂଳରୁ ଭଲ ହୋଇଥାଏ ?

ଉତ୍ତର- କର୍ପୁର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *