GK – ଗୋଟେ ନଦୀ ର ବି ନାଁ, ଗୋଟେ ଫୁଲ ର ବି ନାଁ, ଗୋଟେ ଫିଲ୍ମ ର ବି ନାଁ, ଗୋଟେ ହିରୋଇନ ର ବି ନାଁ । କୁହ କଣ ? ଏହା ସହ ଆହୁରି 15+ GK Quiz

ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ତା ଦୈନନ୍ଦିକ ଜୀବନରେ କିଛି ନା କିଛି ଶିଖିବାକୁ ପାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ ଆପଣ ମାନେ ଅନେକ ଗୁଡାଏ ଅସାଧାରଣ ଜ୍ଞାନର ଭଣ୍ଡାରକୁ ଗ୍ରହଣ କରିବେ । ଯାହାକୁ ଆମେ ଅନେକ କ୍ଷେତ୍ରରେ ବିନିଯୋଗ କରି ନିଜର ଜ୍ଞାନର ବ୍ୟବହାର କରିପାରିବ । ତେବେ ଏଭଳି ମଜାଦାର ପ୍ରଶ୍ନମାଳା ନେଇ ଆସିଛୁ ଆପଣଙ୍କ ସାମ୍ନାକୁ ।

ଯଦି ଆପଣ ଏହାର ଉତ୍ତର ଜାଣନ୍ତି ତେବେ କମେଣ୍ଟ ମାଧ୍ୟମରେ ଆମକୁ ଜଣାଇ ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିକା ର ପ୍ରଶ୍ନ ଉତ୍ତର ପ୍ରତିଯୋଗୀତା । ୧- ଏମିତି କେଉଁ କମ୍ପାନୀ ଅଛି ଯିଏ ମୃତ୍ୟୁ ପରେ ନିଜର କର୍ମଚାରୀଙ୍କୁ ଦରମା ଦେଇଥାଏ ?

ଉତ୍ତର- ଗୁଗୁଲ ।

୨- ଗୋଟେ ଦିନରେ ଜଣେ ସ୍ତ୍ରୀ କେତେ ଶବ୍ଦ କହିଥାଏ ?

ଉତ୍ତର- ୨୦,୦୦୦ ।

୩- କଣ ଆପଣ ଜାଣିଛନ୍ତି କି ବିଶ୍ଵର ସବୁଠୁ ଅଧିକ ମସ୍ଜିଦ କେଉଁ ଦେଶରେ ଅଛି ?

ଉତ୍ତର- ଇଣ୍ଡୋନେସିଆ ।

୪- ମଣିଷ ଗୋଟେ ଦିନରେ କେତେ ପାଣି ପିଇଥାଏ ?

ଉତ୍ତର- ୮ ଲିଟର ।

୫- ୟୂଟ୍ଯୂବରେ ଏବେ ଯାଏଁ କେତୋଟି ଭିଡିଓ ଅପଲୋଡ ହୋଇଛି ?

ଉତ୍ତର- ୬ କୋଟି ।

୬- ଏବେ ଯାଏଁ ଜନ୍ହ କୁ କେତେ ଜଣ ଯାଇଛନ୍ତି ?

ଉତ୍ତର- ୧୨ ଜଣ ।

୭- ଦୁନିଆର ସବୁଠାରୁ ଖରାପ ଦେଶ କାହାକୁ ମାନାଯାଏ ?

ଉତ୍ତର- ଥାଇଲ୍ୟାଣ୍ଡ ।

୮- ଏମିତି କେଉଁ ଜୀବ ଆସି ଯିଏ ଆଖିରେ ବି ବଞ୍ଚିପାରେ ?

ଉତ୍ତର- ମୋଷ୍ଟ ପିଗଲ୍ୟାଣ୍ଡ ।

୯- ଶ୍ୟାମ୍ପୋ ର ପାଉଚ ବୋତଲ ଶସ୍ତା କଣ ପାଇଁ ହୋଇଥାଏ ?

ଉତ୍ତର- ତାର ଓଜନ କାରଣରୁ ।

୧୦- ଭାରତର ପ୍ରଧାନମନ୍ତ୍ରୀ କେଉଁ ରେଲୱେ ଷ୍ଟେସନରେ ଚାହା ବିକ୍ରି କରୁଥିଲେ ?

ଉତ୍ତର- ବଡନଗର ଷ୍ଟେସନରେ ।

୧୧- ୱାର୍ଲ୍ଡ ରେକର୍ଡ ବନାଇବା ମାମଲାରେ ପାକିସ୍ତାନ କେତେ ନମ୍ବରରେ ଅଛି ?

ଉତ୍ତର- ତୃତୀୟ ।

୧୨- ଦୁନିଆର ସବୁଠୁ ଶସ୍ତା କରେନ୍ସି କେଉଁ ଦେଶରେ ଅଛି ?

ଉତ୍ତର- ଭିଏତନାମ ।

୧୩- କେଉଁ ଦେଶରେ ଟ୍ରେନ ଚାଲେ ନାହିଁ ?

ଉତ୍ତର- ସିଲ୍ୟାଣ୍ଡ ।

୧୪- ପିଆଜ କାଟିବା ସମୟରେ ଆଖିରେ ଲୁହ ନ ଆସିବା ପାଇଁ କଣ କରିବା ଉଚିତ ?

ଉତ୍ତର- ପାଣିରେ ଅଧ ଘଣ୍ଟା ଯାଏଁ ପିଆଜକୁ ବୁଡାଇ ରଖିବା ।

୧୫- କଣ ଆପଣ ଜାଣିଛନ୍ତି କି ଟିଉସନ କୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ଶିକ୍ଷା ଶୁଳ୍କ ।

୧୬- ଗୁଗୁଲରେ ସବୁଠୁ ଅଧିକ କଣ ସର୍ଚ୍ଚ କରାଯାଏ ?

ଉତ୍ତର- ପବଜି ଗେମ ।

୧୭- ଦୁନିଆର ପ୍ରଥମ ଟିଭି ସିରିଏଲ ର ନାମ କଣ ?

ଉତ୍ତର- ହମ ଲୋଗ ।

୧୮- ଫ୍ରିଜ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ବିଲିଅନ କୁଲେନ ।

୧୯- ଗୋଟେ ନଦୀର ବି ନାଁ, ଗୋଟେ ଫୁଲର ବି ନାଁ, ଗୋଟେ ଫିଲ୍ମର ବି ନାଁ, ଗୋଟେ ହିରୋଇନର ବି ନାଁ । କୁହ କଣ ?

ଉତ୍ତର- ମନ୍ଦାକିନୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *