Odia Dhaga Dhamali – କେଉଁ ଜୀବର ଆୟୁଷ ମାତ୍ର ୫ ମିନିଟ ?

ଆଜିକାଲି ସାଧାରଣ ଜ୍ଞାନ ଥିବା ବହୁତ ଆବଶ୍ୟକ ଅଟେ । କାରଣ କେତେବେଳେ କିଏ କେଉଁଠି କୌଣସି ପ୍ରଶ୍ନ କରି ଦେବ ତେବେ ଆପଣ ତାର ଉତ୍ତର ଦେଇ ପାରିବେ । ତେଣୁ ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ ।

ଆଜିକାଲି ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରା ଯାଉଛି ଯାହାର ଉତ୍ତର ପ୍ରାୟତ କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି । ଆଉ କିଛି ଉତ୍ତର ଜାଣି ମଧ୍ୟ ସଠିକ ଉତ୍ତର କ୍ୟାଣ୍ଡେଟ ମାନେ ପରୀକ୍ଷା ସମୟରେ ଦେଇ ପାରନ୍ତି ନାହି । କିଛି ପ୍ରଶ୍ନ ର ଉତ୍ତର ସହଜ ହୋଇ ମଧ୍ୟ କ୍ୟାଣ୍ଡେଟ ମାନେ ଦେଇ ପାରନ୍ତି ନାହି । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ ।

ଏହି ସବୁ ପ୍ରଶ୍ନ ଓ ଉତ୍ତର ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ସେମାନଙ୍କର ବିକାଶରେ ସହାୟକ ହେବ । ଏହି କ୍ରମ ରେ ଆଜି ଆମେ ଆପଣ ମାନଙ୍କ ପାଇଁ ସାଧାରଣ ଜ୍ଞାନ ର କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ମଜାଦାର କଥା କହିବାକୁ ଯାଉଛୁ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଓଡିଶାର ସବୁଠାରୁ ବଡ କାରଖାନାର ନାମ କଣ ?

ଉତ୍ତର- ଲୌହ ଇସ୍ପାତ କାରଖାନା

୨- ଓଡିଶାର ସବୁଠାରୁ ବଡ ଜଳ ବିଦ୍ୟୁତ କେନ୍ଦ୍ର ର ନାମ କଣ ?

ଉତ୍ତର- କାଲିମେଳା ବିଦୂତ କେନ୍ଦ୍ର

୩- ଓଡିଶାର ସବୁଠାରୁ ବଡ ୱାଟର ପାର୍କ ର ନାମ କଣ ?

ଉତ୍ତର- କୁରାଙ୍ଗ

୪- ଓଡିଶାର ସବୁଠାରୁ ବଡ ଧାନ ଗବେଷଣା କେନ୍ଦ୍ର ର ନାମ କଣ ?

ଉତ୍ତର- କେନ୍ଦିୟ ଗବେଷଣା କେନ୍ଦ୍ର ବିଦ୍ୟାଧରପୁର

୫- ଓଡିଶାର ସବୁଠାରୁ ବଡ ଶୈବ ପୀଠ ର ନାମ କଣ ?

ଉତ୍ତର – ଲିଙ୍ଗରାଜ ମନ୍ଦିର

୬- ଓଡିଶାର ସବୁଠାରୁ ବଡ ଦୈନିକ ସମ୍ବାଦ ପତ୍ର ର ନାମ କଣ ?

ଉତ୍ତର- ସମ୍ବାଦ

୭- ଓଡିଶାର ସବୁଠାରୁ ବଡ ମେଳା ର ନାମ କଣ ?

ଉତ୍ତର- ବାଲିଯାତ୍ରା

୮- ଓଡିଶାର ସବୁଠାରୁ ବଡ ବଜାର ର ନାମ କଣ ?

ଉତ୍ତର- ଚୌଧୁରୀ ବଜାର

୯- ଓଡିଶାର ସବୁଠାରୁ ବଡ ପଶୁ ଉଦ୍ୟାନ ର ନାମ କଣ ?

ଉତ୍ତର- ନନ୍ଦନକାନନ

୧୦- କେଉଁ ଜୀବର ଆୟୁଷ ମାତ୍ର ୫ ମିନିଟ ହୋଇଥାଏ ?

ଉତ୍ତର- ମେଫ୍ଲାଏ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *