Govinda Sahu କହିଲା ସେଦିନର ଲୋମ ଟାଙ୍କୁରା କାହାଣୀ, କାର ରେ ସେହି 9 ଘଣ୍ଟାରେ କଣ ହୋଇଥିଲା, ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ମମିତା ମେୟର କେ-ସରେ ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ କାନ୍ଦି କାନ୍ଦି ସବୁ ସତ ମାନି ଯାଇଛି । ଗୋବିନ୍ଦ ପୋ-ଲ-ସି ଆଗରେ ଦେଇଥିବା ବ-ୟା-ନ ଅନୁସାରେ କୁ-ରୁ-ସୁ-ଟୁ ଛକ ମୁଖ୍ୟ ରାସ୍ତାରେ ଶିକ୍ଷୟତ୍ରୀ ମମିତା ମେୟରକୁ ସକାଳ ୧୧ ଟା ରୁ ୧୧.୩୦ ମଧ୍ୟରେ ଅତି ନି-ର୍ମ-ମ ଭାବରେ ଗୋବିନ୍ଦ କାର ମଧ୍ୟରେ ତ-ଣ୍ଟି ଚି-ପି ମ-ରି-ଥି-ଲା । ସବୁଠୁ ବଡ କଥା ହେଉଛି ସକାଳ ସମୟରେ ଛକ ଉପରେ ଗୋବିନ୍ଦ ଏହିଭଳି ନିର୍ମମ କାମ କରିଛି ଓ କେହି ବି ତାକୁ ଦେଖି ନାହାନ୍ତି । କିନ୍ତୁ ହ-ତ୍ୟା ପୂର୍ବରୁ ଗୋବିନ୍ଦ ସାହୁ ଭବାନୀପାଟଣା ମାଣିକେଶ୍ଵରୀ ମନ୍ଦିରକୁ ନେଇ ଯାଇ ମମିତାକୁ ଶପଥ କରାଇ ଥିଲା ।

ଗୋବିନ୍ଦ ସର୍ତ୍ତ ରଖିଥିଲା କି କେବେ ବି ମୋ ବି-ରୁ-ଦ୍ଧ-ରେ ଥିବା ପ୍ରମାଣ ବିଷୟରେ କାହାକୁ ନ କହିବା ପାଇଁ । କିନ୍ତୁ ମମିତା ବିଲକୁଲ ବି ଗୋବିନ୍ଦଙ୍କ କଥା ଶୁଣି ନ ଥିଲେ । ଗୋବିନ୍ଦ ମମିତାକୁ ପୁଣି ଥରେ ବୁଝାଇ ନିଜ ସହିତ କାରରେ ଯିବା ପାଇଁ କହିଥିଲା ।

କାର ଭିତରେ ଦୁଇ ଜଣଙ୍କ ମଧ୍ୟରେ ପୁଣି ଥରେ ପାଟି ତୁ-ଣ୍ଡ ହୋଇଥିଲା ଓ ଶେଷରେ ଗୋବିନ୍ଦ ମମିତାର ତ-ଣ୍ଟି ଚି-ପି ହ-ତ୍ୟା କରି ଦେଲା । ମମିତାର ଶ-ବ-କୁ ନେଇ ପୋ-ଲି-ସ ଗୋବିନ୍ଦ ନିଜ ଗାଁ ମହାଲିଙ୍ଗକୁ ଆସିଥିଲା ଓ ସହଯୋଗୀ ରାଧେକୁ ଫୋନ କରି ଘରର ପଛ ପଟ ଗେଟକୁ ଖୋଲା ରଖିବା ପାଇଁ ବି କହିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ କାର ଭିତରେ ଥିବା ମମିତାର ଶ-ବ-କୁ ନେଇ ନିର୍ମାଲାଧିନ ଷ୍ଟାଡିୟମକୁ ଯାଇ ଥିଲା ଗୋବିନ୍ଦ । ଷ୍ଟାଡିୟମର ଜଗୁଆଳିକୁ ଆଗରୁ ଗାଡିର ଟାୟାର ସଜାଡି ରଖିବା ପାଇଁ କହିଥିଲା ।

କିଛି କାଠ ଗଣ୍ଡି ବି ରଖିବା ପାଇଁ କହିଥିଲା । ପୂର୍ବରୁ ଖୋଲା ଯାଇ ଥିବା ଗାତ ଭିତରେ କିଛି କାଡ ବୋର୍ଡ ଭିତରେ ମମିତାର ଶ-ବ-କୁ ରଖି ଥିଲା ଗୋବିନ୍ଦ । ଏହା ପରେ ଶ-ବ ଉପରେ କାଠ ଗ-ଣ୍ଡି ଟାୟାର ଦେଇ ପେଟ୍ରୋଲ ଦେଇ ଶ-ବ-କୁ ଜାଲି ଦେଇ ଥିଲା ।

ଶ-ବ ସମ୍ପୂର୍ଣ ଜଳିବା ପରେ ଶ-ବ-କୁ ପୋତି ଦେଇ ଥିଲା । ରାତି ୮.୩୦ରେ ଗୋବିନ୍ଦ ଏହି ସବୁ କାର୍ଯ୍ୟ କରିଥିଲା । କିନ୍ତୁ ଏହାରି ମଧ୍ୟରେ ମମିତାର ଗୋଟିଏ ପାଉଁଜି କାର ଭିତରେ ରହିଥିବା ସାୟରେ ଆଉ ଗୋଟିଏ ମମିତାର ଗଳିତ ଶ-ବ ପାଖରେ ଥିଲା ।

କହିଦେଉଛୁ କି ସେପ୍ଟେମ୍ବର ୨୧ ତାରିଖ ଦିନ ଶେଷ ଥର ମମିତା ସ୍କୁଲ ଯାଇ ଥିଲେ ଓ ସେହି ଦିନ ଗୋବିନ୍ଦ ତାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେହି ସମୟରେ ମମିତା ଗୋବିନ୍ଦକୁ ଧରା ଛୁଆଁ ଦେଇ ନ ଥିଲା । ମମିତାଙ୍କ ବଡ ଭୁଲ ହେଉଛି କି ମହାଲିଙ୍ଗ ସନସାଇନ କଲେଜର କିଛି ଛାତ୍ରୀଙ୍କ ସହ ଗୋବିନ୍ଦର ଅନୀତିକ ସମ୍ପର୍କର ପ୍ରମାଣ ବିଷୟରେ ସେ ନିଜର ଏକ ଖାସ ବ-ନ୍ଧୁ-କୁ କହିଥିଲେ । ସେହି ଖାସ ବ-ନ୍ଧୁ ଗୋବିନ୍ଦକୁ ସବୁ କହି ଦେଇ ଥିଲା । ଏହା ପରେ ଗୋବିନ୍ଦ ସେହି ସମୟରେ ନିଶ୍ଚିତ କରି ଦେଲେ କି ସେ ମାମିତାକୁ ହ-ତ୍ୟା କରିବେ ।

Leave a Reply

Your email address will not be published. Required fields are marked *