ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଶରୀରର କେଉଁ ଅଙ୍ଗରେ ଛୁଞ୍ଚି ଫୋଢିଲେ କଷ୍ଟ ହୋଇଥାଏ ?
ଉତ୍ତର- ନଖ
୨- ଭୋକିଲା ଲୋକକୁ ପ୍ରଥମେ କଣ ଆସିଥାଏ ?
ଉତ୍ତର- ରାଗ
୩- କେଉଁ ମନ୍ଦିରରେ କେବଳ ଚାଉଳ ଅର୍ପଣ କରାଯାଏ ?
ଉତ୍ତର- ଜୈନ ମନ୍ଦିର
୪- ଜିମ କରିବା ସମୟରେ କଣ ଖିବା ଉଚିତ ?
ଉତ୍ତର- ଚୁଙ୍ଗାମା
୫- ଇତିହାସର ସବୁଠାରୁ ଖତରନାକ ଦଣ୍ଡ କଣ ଅଟେ ?
ଉତ୍ତର- ବଞ୍ଚିଥିବା ଅବସ୍ଥାରେ ନିଆଁରେ ଜଳାଇବା
୬- ଗଙ୍ଗାରେ ବିସର୍ଜନ କରା ଯାଉଥିବା ଅସ୍ଥି କେଉଁଠିକୁ ଯାଇଥାଏ ?
ଉତ୍ତର- ଭଗବାନଙ୍କ ପାଖକୁ
୭- ଭାରତର ସବୁ ଗାଡିର ନମ୍ବର ପ୍ଳେଟରେ କଣ ଲେଖାଯାଏ ?
ଉତ୍ତର- ind
୮- କେଉଁ କାରରେ ନମ୍ବର ପ୍ଳେଟ ନ ଥାଏ ?
ଉତ୍ତର- ରାଷ୍ଟ୍ରପତି
୯- କେଉଁ ଦେଶର ସରକାର ପିଲା ଜନ୍ମ କରିବାରେ ଉପହାର ଦେଇଥାନ୍ତି ?
ଉତ୍ତର- ସିଙ୍ଗାପୁର
୧୦- ପୋଷ୍ଟମର୍ଟମ ପରେ ମୃତ ଶରୀରର କଣ କରାଯାଏ ?
ଉତ୍ତର- ଘର ଲୋକଙ୍କୁ ଦିଆଯାଏ
୧୧- ପ୍ୟାନ କାର୍ଡରେ ମହିଳା ମାନଙ୍କ ନାମ ସହ କାହା ନାମ ଲେଖାଯାଏ ?
ଉତ୍ତର- ପିତାଙ୍କ ନାମ
୧୨- କେଉଁ ମନ୍ଦିରରେ ମୂର୍ତ୍ତିର ଅଧା ପରିକ୍ରମା କରାଯାଏ ?
ଉତ୍ତର- ଶିବଲିଙ୍ଗ
୧୩- କେଉଁ ଜାଗାରେ ଘୋଡା ଅଧିକ ଯୋଡ଼ାରେ ଦୌଡିଥାନ୍ତି ?
ଉତ୍ତର- ଆମେରିକା
୧୪- ଟ୍ରେନର ଏଭରେଜ କେତେ ହୋଇଥାଏ ?
ଉତ୍ତର- ୧କିମି ରେ ୬ ଲିଟର
୧୫- ପାହାଡ ଯାତ୍ରା କରିବା ସମୟରେ ମଣିଷକୁ ଅଧିକ କଣ ଆସିଥାଏ ?
ଉତ୍ତର- ବାନ୍ତି ଓ ମୁଣ୍ଡ ବୁଲାଇବା
୧୬- କେଉଁ ଚାକିରି ୨୪ ଘଣ୍ଟା ଯାଏଁ ହୋଇଥାଏ ?
ଉତ୍ତର- ପୋଲିସ
୧୭- ପେଟ୍ରୋଲ ପମ୍ପରେ ଫୋନରେ କଣ ପାଇଁ କଥା ହେବା ଅନୁଚିତ ?
ଉତ୍ତର- ନିଆଁ ଲାଗିଯିବା କାରଣରୁ
୧୮- କେଉଁ ସ୍ଥାନକୁ ମହିଳା ମାନେ ଯାଇ ପାରିବେ ନାହି ?
ଉତ୍ତର- ଶ୍ମଶାନ ଘାଟ
୧୯- ମାନବ ଶରୀରରେ କେତେ ପ୍ରତିଶତ ରକ୍ତ ରହିଥାଏ ?
ଉତ୍ତର- ୬ରୁ ୭ ପ୍ରତିଶତ
୨୦- କେଉଁ ଆପ ବନ୍ଦ ହେବା ପରେ ପୁଣି ଆରମ୍ଭ ହୋଇଥିଲା ?
ଉତ୍ତର- ଟିକଟକ
୨୧- ଦୁନିଆର କେଉଁ ନଦୀ ଅଛି ଯେଉଁଠି ସୁନା ବାହାରି ଥାଏ ?
ଉତ୍ତର- ସ୍ଵର୍ଣ୍ଣ ରେଖା
୨୨- ସବୁଠାରୁ ଶସ୍ତା ପେଟ୍ରୋଲ କେଉଁଠାରେ ମିଳିଥାଏ ?
ଉତ୍ତର- ବେନଜୁଏଲା
୨୩- ଭାରତୀୟ ରେଳ ଇଞ୍ଜିନରେ ମୂଲ୍ୟ କେତେ ?
ଉତ୍ତର- ୧୩ କୋଟି ଟଙ୍କା
୨୪- ମଣିଷର ମସ୍ତିସ୍କର ମେମୋରୀ କେତେ ରହିଥାଏ ?
ଉତ୍ତର- ୨.୫
୨୫- ପାପ କରିବା ପରେ କାହାକୁ ସ୍ଵର୍ଗ ମିଳିଥିଲା ?
ଉତ୍ତର- ଦୁର୍ଜ୍ୟଧନ
୨୬- ଭଲ କାମ କରିବା ପୂର୍ବରୁ କଣ ଖାଇବା ଉଚିତ ?
ଉତ୍ତର- ମିଠା ଦହି
୨୭- ଗୋଟେ ସହରର ନାମ, ଗୋଟେ ପରିବାର ନାମ, ଗୋଟେ ଫିଲ୍ମର ନାମ, ଗୋଟେ ନଦୀର ନାମ ଅଟେ ତାହା କଣ ?
ଉତ୍ତର- ସିମଲା
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।