Interesting GK Questions – ଗୋଟେ ହିଁ ଶବ୍ଦ ଆସିବ! ଗୋଟେ ସହରର……ନାମ, ଗୋଟେ ପରିବାର….ନାମ, ଗୋଟେ ଫିଲ୍ମର……ନାମ, ଗୋଟେ ନଦୀର…… ନାମ, ତାହା କଣ ? ଏହା ସହ ଆହୁରି 26 GK Quiz

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଶରୀରର କେଉଁ ଅଙ୍ଗରେ ଛୁଞ୍ଚି ଫୋଢିଲେ କଷ୍ଟ ହୋଇଥାଏ ?

ଉତ୍ତର- ନଖ

୨- ଭୋକିଲା ଲୋକକୁ ପ୍ରଥମେ କଣ ଆସିଥାଏ ?

ଉତ୍ତର- ରାଗ

୩- କେଉଁ ମନ୍ଦିରରେ କେବଳ ଚାଉଳ ଅର୍ପଣ କରାଯାଏ ?

ଉତ୍ତର- ଜୈନ ମନ୍ଦିର

୪- ଜିମ କରିବା ସମୟରେ କଣ ଖିବା ଉଚିତ ?

ଉତ୍ତର- ଚୁଙ୍ଗାମା

୫- ଇତିହାସର ସବୁଠାରୁ ଖତରନାକ ଦଣ୍ଡ କଣ ଅଟେ ?

ଉତ୍ତର- ବଞ୍ଚିଥିବା ଅବସ୍ଥାରେ ନିଆଁରେ ଜଳାଇବା

୬- ଗଙ୍ଗାରେ ବିସର୍ଜନ କରା ଯାଉଥିବା ଅସ୍ଥି କେଉଁଠିକୁ ଯାଇଥାଏ ?

ଉତ୍ତର- ଭଗବାନଙ୍କ ପାଖକୁ

୭- ଭାରତର ସବୁ ଗାଡିର ନମ୍ବର ପ୍ଳେଟରେ କଣ ଲେଖାଯାଏ ?

ଉତ୍ତର- ind

୮- କେଉଁ କାରରେ ନମ୍ବର ପ୍ଳେଟ ନ ଥାଏ ?

ଉତ୍ତର- ରାଷ୍ଟ୍ରପତି

୯- କେଉଁ ଦେଶର ସରକାର ପିଲା ଜନ୍ମ କରିବାରେ ଉପହାର ଦେଇଥାନ୍ତି ?

ଉତ୍ତର- ସିଙ୍ଗାପୁର

୧୦- ପୋଷ୍ଟମର୍ଟମ ପରେ ମୃତ ଶରୀରର କଣ କରାଯାଏ ?

ଉତ୍ତର- ଘର ଲୋକଙ୍କୁ ଦିଆଯାଏ

୧୧- ପ୍ୟାନ କାର୍ଡରେ ମହିଳା ମାନଙ୍କ ନାମ ସହ କାହା ନାମ ଲେଖାଯାଏ ?

ଉତ୍ତର- ପିତାଙ୍କ ନାମ

୧୨- କେଉଁ ମନ୍ଦିରରେ ମୂର୍ତ୍ତିର ଅଧା ପରିକ୍ରମା କରାଯାଏ ?

ଉତ୍ତର- ଶିବଲିଙ୍ଗ

୧୩- କେଉଁ ଜାଗାରେ ଘୋଡା ଅଧିକ ଯୋଡ଼ାରେ ଦୌଡିଥାନ୍ତି ?

ଉତ୍ତର- ଆମେରିକା

୧୪- ଟ୍ରେନର ଏଭରେଜ କେତେ ହୋଇଥାଏ ?

ଉତ୍ତର- ୧କିମି ରେ ୬ ଲିଟର

୧୫- ପାହାଡ ଯାତ୍ରା କରିବା ସମୟରେ ମଣିଷକୁ ଅଧିକ କଣ ଆସିଥାଏ ?

ଉତ୍ତର- ବାନ୍ତି ଓ ମୁଣ୍ଡ ବୁଲାଇବା

୧୬- କେଉଁ ଚାକିରି ୨୪ ଘଣ୍ଟା ଯାଏଁ ହୋଇଥାଏ ?

ଉତ୍ତର- ପୋଲିସ

୧୭- ପେଟ୍ରୋଲ ପମ୍ପରେ ଫୋନରେ କଣ ପାଇଁ କଥା ହେବା ଅନୁଚିତ ?

ଉତ୍ତର- ନିଆଁ ଲାଗିଯିବା କାରଣରୁ

୧୮- କେଉଁ ସ୍ଥାନକୁ ମହିଳା ମାନେ ଯାଇ ପାରିବେ ନାହି ?

ଉତ୍ତର- ଶ୍ମଶାନ ଘାଟ

୧୯- ମାନବ ଶରୀରରେ କେତେ ପ୍ରତିଶତ ରକ୍ତ ରହିଥାଏ ?

ଉତ୍ତର- ୬ରୁ ୭ ପ୍ରତିଶତ

୨୦- କେଉଁ ଆପ ବନ୍ଦ ହେବା ପରେ ପୁଣି ଆରମ୍ଭ ହୋଇଥିଲା ?

ଉତ୍ତର- ଟିକଟକ

୨୧- ଦୁନିଆର କେଉଁ ନଦୀ ଅଛି ଯେଉଁଠି ସୁନା ବାହାରି ଥାଏ ?

ଉତ୍ତର- ସ୍ଵର୍ଣ୍ଣ ରେଖା

୨୨- ସବୁଠାରୁ ଶସ୍ତା ପେଟ୍ରୋଲ କେଉଁଠାରେ ମିଳିଥାଏ ?

ଉତ୍ତର- ବେନଜୁଏଲା

୨୩- ଭାରତୀୟ ରେଳ ଇଞ୍ଜିନରେ ମୂଲ୍ୟ କେତେ ?

ଉତ୍ତର- ୧୩ କୋଟି ଟଙ୍କା

୨୪- ମଣିଷର ମସ୍ତିସ୍କର ମେମୋରୀ କେତେ ରହିଥାଏ ?

ଉତ୍ତର- ୨.୫

୨୫- ପାପ କରିବା ପରେ କାହାକୁ ସ୍ଵର୍ଗ ମିଳିଥିଲା ?

ଉତ୍ତର- ଦୁର୍ଜ୍ୟଧନ

୨୬- ଭଲ କାମ କରିବା ପୂର୍ବରୁ କଣ ଖାଇବା ଉଚିତ ?

ଉତ୍ତର- ମିଠା ଦହି

୨୭- ଗୋଟେ ସହରର ନାମ, ଗୋଟେ ପରିବାର ନାମ, ଗୋଟେ ଫିଲ୍ମର ନାମ, ଗୋଟେ ନଦୀର ନାମ ଅଟେ ତାହା କଣ ?

ଉତ୍ତର- ସିମଲା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *