ଗୋଟେ ସପ୍ତାହରେ କାନରେ ଥିବା ବଡ କଣାକୁ କରନ୍ତୁ ଛୋଟ ଓ ସୁନ୍ଦର, ବାସ ଏହି ଉପାୟରେ

କାନରେ ଯେଉ କଣା ଥାଏ ସେ ବଡ ହୋଇଯାଏ ତାକୁ ଛୋଟ କେମିତି କରିବ । ଏମିତି ବହୁତ ସାରା ମହିଳା ଅଛନ୍ତି ଯାହାକୁ ଏହି ଅସୁବିଧା ହୋଇଥାଏ । କାରଣ କୌଣସି ପାର୍ଟି ହେଲେ ଆମେ ବଡ ବଡ କାନ ଫୁଲ ପିନ୍ଧିଥାଉ ସେଥିଲାଗି ଆମର ଯେଉଁ କାନର ହୋଲ ଥାଏ ସେ ବଡ ହୋଇଯାଇଥାଏ । ଆଉ ଆମ ବିଉଟିରେ ଇଫେକ୍ଟ ପକାଇ ଥାଏ । ଆଉ ଆମେ ଯେଉଁ କାନ ଫୁଲ ପିନ୍ଧି ଥାଉ ସେ ଯମବି ଭଲ ଦେଖାଯାଇନଥାଏ । ତାକୁ ଛୋଟ କରିବା ପାଇଁ ଆମେ ଆପଣଙ୍କ ୩ ଟିପ୍ସ ଆଣିଛୁ ।


ଏହା ଭିତରୁ ଆପଣ ଯାହାକୁବି ଫଲ୍ଲୋ କରିପାରିବେ । ଆମେ କିଛି ଡାଲଚିନିର ଗୁଣ୍ଡା ବନେଇ ଗୋଟିଏ ପାତ୍ରରେ ରଖିବା । ଆଉ କିଛି ପଣି ନେବା ଦୁଇଟିକୁ ମିଶାଇ କିଛି ପେଷ୍ଟ ବନାଇବା । ଆଉ ରାତିରେ କାନରେ ଲଗାଇକି ସୋଇଯିବ । ଆଉ ସକାଳେ ଦେଖିବେ ଧୀରେ ଧୀରେ କାନର ହୋଲ ଛୋଟ ହୋଇଯିବ । ଏହି ଉପାୟକୁ ଆପଣଙ୍କୁ ପ୍ରତିଦିନ କରିବାକୁ ହେବ ଯେଉଁ ତିରେ ଆପଣଙ୍କ ହୋଲ ଛୋଟ ହୋଇବ । ଆପଣ ଏହି ପେଷ୍ଟରେ ପାଣି ବଦଳରେ ନଡିଆତେଲ ମଧ୍ୟ ବ୍ୟବହାର କରିପାରିବେ । ଏହି ଉପାୟ କରିବାର ୧୫ ରୁ ୨୦ ଦିନ ଭିତରେ ଏହାର ପ୍ରଭାବ ଆପଣ ଜାଣିପାରିବେ ।


ଏବେ ଆସନ୍ତୁ ଜାଣିବା ଦିତୀୟ ଟିପ୍ସ ବିଷୟରେ । ପେଷ୍ଟକୁ ଆମେ ବ୍ରଣ ହେଲେ ମଧ୍ୟ ବ୍ୟବହାର କରିଥାଉ, ଆଉ ମୁହଁରେ ଯେଉଁ ଛୋଟ ଛୋଟ ହୋଲ ହୋଇଥାଏ ଆମେ ତାକୁ ରାତିରେ ଲଗାଇ ସୋଇଥାଉ ମଧ୍ୟ । ଆଉ ସେଇ ହୋଲ ଏଥିରେ ଠିକ ହୋଇଯାଇଥାଏ । ଆମେ ଏଠାରେ କୋଲଗେଟ ପେଷ୍ଟ ବ୍ୟଭର କରିବା ଏଥିରେ । ଯାହାକି ଆମ କାନ ହୋଲକୁ ଛୋଟ କରିବାରେ ବହୁତ ସହାୟକ ହୋଇଥାଏ । ଆପଣ ଏହି ପେଷ୍ଟକୁ ରାତିରେ ଲଗାଇକି ସୋଇଯିବେ, ଏହି ଉପାୟକୁ କଲେ ଲଗାତର ଗୋଟେ ମାସରେ ଏହାର ଅସର ଜାଣିପାରିବେ ।


ତୃତୀୟ ଟିପ୍ସ ହେଉଛି କାନର ହୋଲକୁ ପୁରା କରିବାର ସବୁଠୁ ଖାସ ଉପାୟ । ଆପଣ ଗୋଟିଏ ପାତ୍ରରେ ଟିକେ ହଳଦୀ ଆଉ ସୋରିଷ ତେଲ ନହେଲେ ନଡିଆ ତେଲ ନେଇପାରିବେ । ଦୁଇଟିକୁ ଭଲରେ ମିଶ୍ରଣ କରି ତାକୁ ରାତିରେ କାନରେ ଥିବା ହୋଲରେ ଲଗାଇବେ । ଆଉ ଏହାର ଆସାର ଗୋଟିଏ ମାସ ପରେ ଆପଣ ଜାଣିପାରିବେ । ଏହି ପେଷ୍ଟକୁ କାନରେ ଥିବା ହୋଲରେ ଫିଲ କରାଇବେ । ଏହା ମଧ୍ୟ କାନର ସ୍କିନକୁ ଟାଇଟ ରଖିବାରେ ସାହାର୍ଯ୍ୟ କରିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *