ଗୋଟିଏ ପଟେ ପୁଅ କାନ୍ଦୁଛି, ଅନ୍ୟପଟେ ମାଆର ମୃ-ତ-ଦେହ ଝୁଲୁଛି! ହସଖୁସିର ସଂସାର ଭିତରେ କାହିଁକି ଘଟିଲା ଏତେ ବଡ଼ ଅଘଟଣ ? କୁନି ପୁଅକୁ ଏବେ କିଏ ଦେବ ମାଆର ସ୍ନେହ ?

ଗୋଟିଏ ପଟେ ପୁଅ କାନ୍ଦୁଛି, ଅନ୍ୟପ ଟେ ମାଆ ର ମୃ-ତଦେହ ଝୁଲୁଛି । ହସ ଖୁସିର ସଂସାର ଭିତରେ କାହିଁକି ଘଟିଲା ଏତେ ବଡ଼ ଅଘଟଣ ? ବାପଘର ଲୋକେ କହୁଛନ୍ତି ହ-ତ୍ୟା, ଶାଶୂଘର ଲୋକେ କହୁଛନ୍ତି ଆ-ତ୍ମ-ହ-ତ୍ୟା । କୁନି ପୁଅକୁ ଏବେ କିଏ ଦେବ ମାଆର ସ୍ନେହ ? ପରିବାର ଲୋକେ କହୁଛନ୍ତି ଶାଶୁ କଣ ଟିକେ କହିଲା ବୋଲି ବୋହୂ ଆ-ତ୍ମ-ହ-ତ୍ୟା କରି ଦେଲା । କିନ୍ତୁ ବାପଘର ଲୋକେ କହୁଛନ୍ତି ଝିଅ ଆ-ତ୍ମ-ହ-ତ୍ୟା କରି ନାହି ବରଂ ତାର ହ-ତ୍ୟା କରା ଯାଇଛି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ବାର ପାଇକରାପୁର ଗାଁ ରେ ଘଟିଛି ଏହି ଦୁଖଦ ଘଟଣା । ଶାଶୁ ବୋହୂ ଙ୍କ ମଧ୍ୟରେ ସାମାନ୍ଯ ବଚସା ର ବୋହୂ ସସ୍ମିତା ପ୍ରଧାନ ଆ-ତ୍ମ-ହ-ତ୍ୟା କରିଥିବା କଥା କହିଛନ୍ତି ପରିବାର ଲୋକେ । ଦୋଷ ଲଦା ଲଦି ଭିତରେ ବର୍ଷକ ର କୁନି ପୁଅ ଟି ସବୁ ଦିନ ପାଇଁ ନିଜ ମା କୁ ହରାଇ ଏବେ ଖୋଜିବାରେ ଲାଗିଛି । ସସ୍ମିତା ଆ-ତ୍ମ-ହ-ତ୍ୟା କରିଛନ୍ତି କି ତାଙ୍କୁ ହ-ତ୍ୟା କରା ଯାଇଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ହେଲେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଛି ଛାନଭିନ୍ ।

ଯଦିଓ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହି କିନ୍ତୁ ଝୁଲନ୍ତା ଅବସ୍ଥାରେ ସସ୍ମିତା ଙ୍କ ମୃ-ତ ଦେହ ଉଧାର ପରେ ସନ୍ଦେହ ଘନେଇବାରେ ଲାଗିଛି । ତାଙ୍କ ସ୍ଵାମୀ ଘରେ ନ ଥିବା ବେଳେ ଏଭଳି ଘଟଣା ଘଟିଛି । ଏହି ଘଟଣା କୁ ନେଇ ସ୍ଥାନୀୟ ଲୋକେ ବିଚଳିତ ହୋଇ ପଡିଛନ୍ତି । ସେପଟେ ମୃ-ତକ ଙ୍କ ପରିବାର ଲୋକେ ଝିଅକୁ ହରାଇ ଆନ୍ଦୁ ଛନ୍ତି ।

ତେବେ ସସ୍ମିତା ଙ୍କ ଭାଇ କହିଛନ୍ତି ମୋ ଭଉଣୀ ମୋତେ କାଲି ଫୋନ କରିଥିଲା ଆଉ କଥା ବି ହୋଇଥିଲା । ଆଜି ସକାଳୁ ଖବର ଆସିଲା ମୋ ଭଉଣୀ ଆ-ତ୍ମ-ହ-ତ୍ୟା କରି ଦେଇଛି । ସେ ଏମିତି କାହିଁକି କରିଲା କି ତାକୁ ହ-ତ୍ୟା କରା ଯାଇଛି ଏ ନେଇ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଉ ମୋତେ ନ୍ୟାୟ ଦରକାର । ସେପଟେ ସସ୍ମିତା ଙ୍କ ଶ୍ଵଶୁର କହିଛନ୍ତି ମୁଁ କିଛି ଜାଣି ନାହି ।

ବୋହୂ ଆମର କବାଟ ନ ଖୋଲିବାରୁ ଆମେ କବାଟ ଭାଙ୍ଗିଲା ବେଳକୁ ଦେଖିଲୁ ଏମିତି ଘଟଣା ଘଟିଛି । ଆ ସସ୍ମିତା ଙ୍କ ଜା କହିଛନ୍ତି ଆମେ ଅଲଗା ରହୁଛୁ କଣ ହୋଇଛି କଣ ନାହି ଆମେ କିଛି ବି ଜାଣି ନାହୁଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *