ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ । ମସ୍ତିଷ୍କ ଉପରେ ଗ୍ରହଣର ସିଧା ପ୍ରଭାବ ପଡିଥାଏ । ନିଜ ରାଶି ଅନୁସାରେ ନିମ୍ନୋକ୍ତ ମନ୍ତ୍ରକୁ ଗ୍ରହଣ ସମୟରେ ସ୍ପଟିକମାଳା କିମ୍ବା ରୁଦ୍ରାକ୍ଷମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ । ଗ୍ରହଣ ପ୍ରଭାବରେ ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ ଓ ମକର ରାଶିର ଅତ୍ୟନ୍ତ ଶୁଭଫଳ ପ୍ରାପ୍ତିହେବ । ମିଥୁନ, କନ୍ୟା, କୁମ୍ଭ, ମୀନ ରାଶିମାନଙ୍କର ଅଶୁଭ ଫଳ ଭୋଗ ହେଉଥିବାରୁ ଯଥାବିଧି ପ୍ରତିକାର କରେଇ ନବା ଉଚିତ୍ ।
ମେଷ-
ଓଁ ଐଂ ହ୍ରୀଂ ଶଶାଙ୍କାୟ ନମଃ।
ବୃଷ-
ଓଁ ଐଂ ହ୍ରୀଂ ସୋମାୟ ନମଃ।
ମିଥୁନ-
ଓଁ ଐଂ ହ୍ରୀଂ ମୃଗାଙ୍କାୟ ନମଃ।
କର୍କଟ-
ଓଁ ଐଂ ହ୍ରୀଂ ଚନ୍ଦ୍ରମାୟ ନମଃ।
ସିଂହ-
ଓଁ ହ୍ରୀଂ ଐଂ ହ୍ରୀଂ ହିମାଂଶୁ ଶେଖରାୟ ନମଃ।
କନ୍ୟା-
ଓଁ ଐଂ ହ୍ରୀଂ ବିଧୁ ଦେବାୟ ନମଃ।
ତୁଳା-
ଓଁ ଐଂ ହ୍ରୀଂ ଶଶାଲାଞ୍ଛନାୟ ନମଃ।
ବିଛା-
ଓଁ ଐଂ ହ୍ରୀଂ ଶୀତରଶ୍ମୀ ଦେବାୟ ନମଃ।
ଧନୁ-
ଓଁ ଐଂ ହ୍ରୀଂ ରୋହିଣୀନାଥାୟ ନମଃ।
ମକର-
ଓଁ ଐଂ ହ୍ରୀଂ ନିଶାକରାୟ ନମଃ।
କୁମ୍ଭ-
ଓଁ ହ୍ରୀଂ ଐଂ ହ୍ରୀଂ ଇନ୍ଦୁଦେବାୟ ନମଃ।
ମୀନ-
ଓଁ ହ୍ରୀଂ ଐଂ ହ୍ରୀଂ ଚନ୍ଦ୍ରମାୟନମଃ।
ବିଶେଷତଃ:- ଗ୍ରହଣ ସମୟରେ ମନ୍ତ୍ର ଜପ କରିବା ଦ୍ଵାରା ଶହେଗୁଣ ଫଳ ପ୍ରାପ୍ତି ହେବ ।