ଶୀଘ୍ର ବଡ ହେବେ ବୋଲି ଏହି ଅଭିନେତ୍ରୀ ନେଉଥିଲେ ଇଞ୍ଜେକସନ୍ : ଜାଣନ୍ତୁ କିଏ ସେହି ଅଭିନେତ୍ରୀ?

ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ନିଜର ବୟସ ଅନୁପାତରେ ବଡ ଦେଖା ଯିବା ପାଇଁ ଇଞ୍ଜେକସନ୍ ନେଉଥିଲେ । କଣ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନାଁ । କିନ୍ତୁ ଏହା ସତ ଅଟେ । ୧୬ ବର୍ଷ ବୟସରେ ବି କେମିତ ଗୋଟେ ୨୫ ବର୍ଷ ବୟସ  ତରୁଣୀ ଦେଖା ଯିବେ ସେଥିପାଇଁ ସେ ନେଉଥିଲେ ଇଞ୍ଜେକସନ୍ । ତେବେ ଆମେ ଯାହା ବିଷୟରେ କଥା ହେଉଛେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ହଂସିକା ମୋଟଓ୍ବାନି ।

ହଂସିକା ମୋଟଓ୍ବାନିଙ୍କୁ କିଏ ବା ନ ଜାଣେ । ସେ ଶିଶୁ କଳାକାର ଥୁ ନେଇ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ବହୁତ କାମ କରିଛନ୍ତି ।

ତାଙ୍କ ଅଭିନୀତ ସମସ୍ତ ସିରିୟଲ ଓ ଫିଲ୍ମ ସବୁ ହିତ ମଧ୍ୟ ହୋଇଛି । ଟିଭି ଶୋ ‘ସାକା ଲାକା ବୁମ ବୁମ’ ରେ ହଂସିକା ଶିଶୁ କଳାକାର ଭାବେ କାମ କରିଥିଲେ ଏହା ୨୦୦୦ମସିହାରେ ଟିଭି ରେ ପ୍ରସୃତ ହେଉଥିଲା । କିନ୍ତୁ ୨୦୦୭ମସିହାରେ ହଂସିକା ,ହିମେଶ ରେଶମିୟାଁଙ୍କ ଫିଲ୍ମ ‘ଆପକା ସୁରୁର’ରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ କାରଣ ସେତେବେଳେ ତାଙ୍କର ବୟସ ମାତ୍ର ୧୬ବର୍ଷ ଥିଲା । ମାତ୍ର ୬ ବର୍ଷ ଭିତରେ ତାଙ୍କର ଏହି ଲୁକ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେଥିପାଇଁ ତାଙ୍କର ଏହି ବଡ ପରିବର୍ତ୍ତନକୁ ନେଇ ସେ ବହୁତ ଚର୍ଚ୍ଚାରେ ଥିଲେ ।

ସେହି ସମୟରେ ସମସ୍ତଙ୍କର ଏହି ଗୋଟେ କଥା ମୁଣ୍ଡରେ ଥିଲା କି ଏହା କିପରି ସମ୍ଭବ । ଗୋଟେ ୧୬ ବର୍ଷ ବଯସର ଝିଅ ଏତେ ଶୀଘ୍ର ଏ ବଯସରେ ଏମିତି କେମିତି ଦେଖା ଯାଉଛି । ଯେମିତି ଗୋଟେ ୨୨ କି ୨୫ ବର୍ଷର ଝିଅ ଭଳି । ତେବେ ଆପଣଙ୍କ ଜାଣିବା ପାଇଁ ଆମେ କହିଦେଉଛୁ କି ଏଠି ପାଇଁ ସେ ହର୍ମୋନାଲ ଇଞ୍ଜେକ୍ସନ ନେଉଥିଲେ । ସୂଚନା ଅନୁସାରେ ହଂସିକାଙ୍କ ମାଆଙ୍କର ଜଣେ ଡାକ୍ତର ତାଙ୍କୁ ଶୀଘ୍ର ତରୁଣୀ ହେବା ପାଇଁ ହର୍ମୋନାଲ ଇଞ୍ଜେକ୍ସନ ଦେଇଥିଲେ । ଏଥିପାଇଁ ସେ ୧୬ ବର୍ଷର କିଶୋରାବସ୍ଥାରେ ମଧ୍ୟ ୨୧ ବର୍ଷର ତରୁଣୀ ଭଳି ଦେଖାଯାଉଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *