ଆପଣ ମାନେ ଏହି ଖବର ଅବଶ୍ୟ ଜାଣିଥିବେ ଯେ ଭାରତ ସରକାର ୨୯ ଜୁନ ୨୦୨୦କୁ ଚୀନ ଦ୍ଵାରା ସଞ୍ଚାଳିତ ଏବଂ ପ୍ରୋଡ୍ୟୁସ ୫୯ ମୋବାଇଲ ଏପ୍ଲିକେସନ କୁ ପ୍ରତିବନ୍ଧିତ କରି ଦେଇଛନ୍ତି । ଯେଉଁ ତିରେ ଟିକ ଟକ, ୟୁସି ଏବଂ ଜେଣ୍ଡର ଭଳି ବଡ ବଡ ଏପ୍ଲିକେସନ ବ୍ୟାନ ହୋଇଥିଲା । ତେବେ ଏହି କାରଣ ପାଇଁ ବର୍ତମାନ ଗୁଗଲ ପ୍ଲେ ଷ୍ଟୋର ଏବେ ଆଉ ୨୫ଟି ଏପ୍ଲିକେସନ ଉପରେ ବ୍ୟାନ ଲଗାଇଛନ୍ତି । ଏହି ସବୁ ଆପ୍ପକୁ ପ୍ରାଇଭେସୀ ଏବଂ ସିକ୍ଯୁରୀଟି ପକ୍ଷ ରେ ବ୍ୟାନ କରା ଯାଇଛି ।

ଗତ ଥର ଯେମିତି ବ୍ୟାନ କଲା ପରେ ସେହି ଏପ ଗୁଗଲରୁ ଉଡି ଯାଇଥିଲା ଏଥର ଠିକ ସେମିତି ସବୁ ଏପ୍ଲିକେସନ ଗୁଗଲ ପ୍ଲେ ଷ୍ଟୋରରୁ ହଟା ଯାଇଛି । ଗୁଗଲ କହିବା ଅନୁଯାଇ ଏପ୍ସରେ ଏମିତି ବହୁତ ବିଜ୍ଞାପନ ଥିଲା ଯାହା ଲୋକଙ୍କ ପର୍ସନଲ ଡାଟା ମାଗୁଥିଲେ ଯାହା ସିକ୍ଯୁରୀଟି ଅନୁଯାଇ ଠିକ ନଥିଲା । ଏହା ଆଗରୁ ପୁଷ୍ଟି କରା ଯାଇ ନଥିଲା କିନ୍ତୁ ଭାରତ ସେନା ଦ୍ଵାରା ଆଗରୁ ଏମିତିକା ୮୯ ଏପ୍ସ ବ୍ୟାନ କରା ଯାଇଥିଲା ଏହାକୁ ସୈନିକ ଲୋକ ବ୍ୟବହାର କରୁନଥିଲେ ।

ଏଥର ଯେଉଁ ୨୫ଟି ଏପ୍ଲିକେସନ ବ୍ୟାନ କରା ଯାଇଛି ତାହା କିଛି ଏହି ନାମ ର ଅଟନ୍ତି – ସୁପର ୱାଲପେପର ଫ୍ଲୈଶଲାଇଟ, ୱାଲପେପର ଲେୱଲ, ଆଈପ୍ଲେଯର ଏଂଡ ଆଈୱାଲପେପର, ପୈଡୋମୀଟର, ପେଡ଼ନାତେଫ, କାଉଂଟର ଲେୱଲ ୱାଲପେପର, କଲର ୱାଲପେପର୍ସ, ୱୀଡିଯୋ ମେକର, ସୁପର ବ୍ରାଇଟ ଫ୍ଲୈଶଲାଇଟ, ପାୱରଫୁଲ ଫ୍ଲୈଶଲାଇଟ, ସୁପର ଫ୍ଲୈଶଲାଇଟ, ସୋଲିଟିଯର, ଏକ୍ଯୂରେଟ ସ୍କୈଂକିଂଗ କ୍ଯୂଆର କୋଡ, କ୍ଲାସିକ କାର୍ଡ ଗେମ, ଜଂକ ଫାଇଲ କ୍ଲୀନିଂଗ, ସିଂଥେଟିକ ଜେଡ, କମ୍ପୋଜିଟ ଜେଡ, ଫାଇଲ ମୈନେଜର, ସ୍କ୍ରୀନଶॉଟ କୈପ୍ଚର, ଡେଲୀ ହୋରସ୍କୋପେ ୱାଲପେପର, ଅନିମେ ଲାଇୱ ୱାଲପେପର, କାମ.ଟିପ୍ପ.ଫିକ୍ଶନ, ପ୍ଲସ ୱ୍ହେଦର, ଆଈହୈଲ୍ଥ , ସ୍ଟେପ କାଉଂଟର ଓ ୱୁକ୍ସିଆ ରୀଡର ।

ତେବେ ଏତେ କଥା ଜାଣିଲା ପରେ ଚେତାବନୀ ମଧ୍ୟ ଜାଣି ରଖନ୍ତୁ ଯଦି ଆପାନଙ୍କ ମୋବାଇଲରେ ଏହି ଏପ୍ଲିକେସନ ମାନଙ୍କ ଭିତରେ କୌଣସି ଇଂଷ୍ଟଲ ଅଛି ତେବେ ଜଲ୍ଦି ଅନଇଂଷ୍ଟଲ କରି ଦିଅନ୍ତୁ ଓ କେବେ ବି ଥର୍ଡ ପାର୍ଟି ପ୍ଳେଟଫାର୍ମ ଦ୍ଵାରା ବା କୌଣସି ପ୍ରକାରରେ ଏହାକୁ ନିଜ ଫୋନରେ ଭୁଲରେ ବି ରଖନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଭୟଙ୍କର ହୋଇପାରେ କାହିଁକିନା ଅତ୍ୟଧିକ ଗେମ, ଏଡିଟିଙ୍ଗ ଓ ୱାଲପେପର ଏପ୍ସ ଯାହା ୟୁଜର୍ସ ନିଜ ମନୋରଞ୍ଜନ ପାଇଁ ଡାଉନଲୋଡ କରିଥାନ୍ତି ଏବଂ ପରେ ନିଜ ପର୍ସନଲ ଡାଟା ଦେଲା ପରେ ଯାହା ହୋଇଥାଏ ତା ପରେ କାନ୍ଦିଲେ ହାତରେ କିଛି ନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।