କୌଣସି ଏକ ଗୁରୁବାର ଦିନ ଘରର ଏହି ଜାଗାରେ ରଖି ଦିଅନ୍ତୁ କିଛି ଲୁଣ- ଏବଂ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ବାସ୍ତୁ ସମ୍ବନ୍ଧିତ ଏକ ଏଭଳି ଟିପ୍ସ ଦେବୁ ଯାହା କରିବା ଦ୍ଵାରା ଆପଣଙ୍କ ଘରେ କେବେ ବି ଧନର ଅଭାବ ଦେଖା ଦେବନି । ଧନ ବା ଟଙ୍କା ଏମିତି ଜିନିଷ ଯାହା ସମସ୍ତଙ୍କର ନିତ୍ୟାନ୍ତ ଆବଶ୍ୟକ । ଏହା ବିନା ଆପଣ ଚାହିଁଲେ ବି କିଛି କରିପାରିବେ ନାହିଁ । ଆଜିକାଲି ସମସ୍ତେ ଚାହନ୍ତି ଧନୀ ହେବାକୁ ହେଲେ ସମସ୍ତଙ୍କ ଭାଗ୍ୟରେ ଏହା ନଥାଏ । କିଛି କିଛି ଲୋକ ଜନମରୁ ଧନୀ ତ କିଛି ଲୋକ ପରିଶ୍ରମ କରି ଧନୀ ହୋଇଥାନ୍ତି । କିନ୍ତୁ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଯେତେ ପରିଶ୍ରମ କଲେ ବି କିଛି ପଇସା ସଞ୍ଚୟ କରିପାରନ୍ତି ନାହିଁ ।

Image Courtesy: Google

ତେବେ ସେହିଭଳି ଲୋକଙ୍କ ପାଇଁ ଆଜି ଆମେ ଆଣିଛୁ ଏକ ଉପାୟ ଯାହା କରିବା ଦ୍ଵାରା ଆପଣଙ୍କର କେବେ ବି ଧନ ସମ୍ବନ୍ଧିତ ସମସ୍ୟା ଦେଖାଦେବନି । ଲୁଣ ଆମ ଜୀବନରେ ବହୁତ ମହତ୍ଵ ରଖେ । ଆମ ଖାଦ୍ଯରେ ଯଦି ଲୁଣ ଅଧିକା ହୁଏ ତେବେ ଏହା ବେକାର ହୋଇଯାଏ ଓ କମ ବା ବିନା ଲୁଣରେ ଆମେ କୌଣସି ବି ଖାଦ୍ୟ ଖାଇବା ଅସମ୍ଭବ । ଏହି ଲୁଣ ଆମର ଆୟୁଷ ବଢାଇଥାଏ ଓ କମାଇଥାଏ ମଧ୍ୟ । ତେବେ ଏହି ଲୁଣର ବ୍ୟବହାର ବହୁତ ଲୋକ ଠିକ ଭାବେ ଯାନୀ ନାହାନ୍ତି ।

Image Courtesy: Google

ତେବେ ଆଜି ଆମେ ଆପଣଙ୍କୁ ଏହାକୁ କେମିତି ଖାଦ୍ଯରେ ଉପୋଯୋଗ କରିବେ ସେ ବିଷୟରେ ନୁହଁ ବରଂ ଏହାକୁ ନେଇ କିଛି ଏଭଳି ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇ ସୁଖଶାନ୍ତି ଦେଖାଦେବ ।  ଏହା ଯେମିତି ଆମ ଖାଦ୍ୟକୁ ସ୍ଵାଦିଷ୍ଟ କରେ ସେମିତି ଏହା ଦ୍ଵାରା ଉପାୟ କରିଲେ ଆମ ଜୀବନ ମଧ୍ୟ ଭଲରେ କଟିବ ।

ଆସନ୍ତୁ ଜାଣିବା ଲୁଣର ଚମତ୍କାରୀ ଉପାୟ

Image Courtesy: Google

ଲୁଣର ଅନେକ ଉପାୟ ରହିଛି କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ସହଜ ଓ ଚମତ୍କାରୀ ଉପାୟ କହିବୁ । ଯାହାକୁ କାମରେ ଲଗାଇଲେ ଆପଣ ମଧ୍ୟ ବହୁତ ଖୁସିରେ ରହିବେ । ଲୁଣ ଅନେକ ପ୍ରକାର ର ହୋଇଥାଏ । ଯେମିତିକି କଳା ଲୁଣ, ସୈଂଧବ ଲୁଣ, ସମୁଦ୍ର ଲୁଣ, ଏବଂ ସାଧାରଣ ଲୁଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ ହେଉଛି ଚନ୍ଦ୍ର ଓ ଶୁକ୍ରଙ୍କର ପ୍ରତିନିଧି । ଏହି ଲୁଣକୁ କେତେ ଲୋକ ରାହୁଙ୍କ ପ୍ରତୀକ ବୋଲି କୁହନ୍ତି । ଧର୍ମ ଶାସ୍ତ୍ର ସହ ଜଡିତ ଏହି ସବୁ କଥା ଆମକୁ ବହୁତ ଲାଭ ଦେଇଥାଏ । ତେବେ ସେହି ବିଷୟରେ ଆଜି ଆମେ କହିବୁ । ଏହା କରିବା ଦ୍ଵାରା ଆପଣଙ୍କ ଘରୁ ନକରାତ୍ମକ ପ୍ରଭାବ ଦୂରେଇ ସୁଖ ଶାନ୍ତି ଆସିବ ।

ଧନ ସମ୍ବନ୍ଧିତ ଉପାୟ

Image Courtesy: Google

ପ୍ରଥମେ କିଛି ଲୁଣ ଆଣି ଗୋଟେ ନାଲି କପଡାରେ ବାନ୍ଧି ଘରର ମୁଖ୍ୟ ଦ୍ବାରରେ ଟାଙ୍ଗିଲେ ନକାରାତ୍ମକ ଊର୍ଜା ଦୂରେଇ ରୁହେ । ଘରକୁ ଲକ୍ଷ୍ମୀ ଆଗମନ କରନ୍ତି ।

ସେହି ନାଲି କପଡାରେ ଲୁଣ ବାନ୍ଧି ଯଦି ତାକୁ ଟଙ୍କା ରଖୁଥିବା ସ୍ଥାନରେ ରକହନ୍ତି ତେବେ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଏହା ଦ୍ଵାରା ବ୍ୟବସାୟ ରେ ଉନ୍ନତି ଦେଖାଦିଏ ।

କିଛି ଲୁଣ ଗୋଟେ କାଚ ପାତ୍ରରେ ନେଇ ଯଦି ଗାଧୋଇବା ଘରେ ରଖିଲେ ଆପଣଙ୍କର ଘରେ ଥିବା ବାସ୍ତୁ ସମ୍ବନ୍ଧିତ ସମସ୍ୟାଦୂର ହୋଇଯିବ । ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *