ଯଦି ଆପଣ ନିଜ ହାଡ ମଜବୁତ ରଖିବା ପାଇଁ ଚାହୁଞ୍ଚନ୍ତି ତାହେଲେ କେଲସିଅମ ପରି ପୂର୍ଣ ଖାଦ୍ୟ ସେବନ କରିବା ଅତି ଆବଶ୍ୟକ ଅଟେ । ହାଡ ଦରଜ ଯଦି ଦୁର୍ବଳ ହେଇଗଲା ତାହେଲେ ଆଣ୍ଠୁ ଦର୍ଜ ଠାରୁ ଆରମ୍ଭ କରି ଗଣ୍ଠି ସମସ୍ୟା ପରି କେତେକ ରୋଗ ଆପଣଙ୍କୁ ହଇରାଣ କରିଥାଏ । ସବୁ ବୟସରେ ହାଡ ମଜବୁତ ରହିବା ବହୁତ ଜରୁରୀ ହୋଇଥାଏ, ହାଡ ପାଇଁ ସବୁଠାରୁ ଭଲ ଆପଣ ପତ୍ର ରହିତ ପନି ପାରିବା ଖାନ୍ତୁ, କାହିଁକିନା ଏତିରେ କେଲସିଅମ ଉଚ୍ଚ ମାତ୍ରା ରେ ହୋଇଥାଏ । ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ ଯାହା ସେବନ କଲେ ହାଡ ମଜ୍ବୁତ ହୋଇଥାଏ ।
ଯଦି ଆପଣ କେଲସିଅମ ପରି ପୂର୍ଣ ଖାଦ୍ୟ ନ୍ଖାଇବେ ତାହେଲେ ଆପଣଙ୍କ ହାଡ ଦୁର୍ବଳ ହୋଇ ଯିବ । କେଲସିଆମ ସହ ହାଡ ପାଇଁ ବିଟାମିନ ଏ ଏବଂ କେ ମଧ୍ୟ ଲାଭକାରୀ ଅଟେ । ଏହି ସବୁ ଖାଦ୍ୟ ସହ ଆପଣ ନିଜ ଖାଇବା ରେ ପୋଟେସିଅମ ଏବଂ ଜିଙ୍କ ରହିତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ ।
ଆପଣ ହାଡ ମଜବୁତ କରିବା ପାଇଁ ବାଦାମ ଖାନ୍ତୁ, ଗୋଟେ ମୁଠା ବାଦାମ ରେ ୭୫ଗ୍ରାମ ଅଧିକ କେଲସିଅମ ହୋଇଥାଏ, ଏହା ସହ ପଟାସିୟମ ଏବଂ ପ୍ରୋଟିନ ମାତ୍ରା ବି ହୋଇଥାଏ । ହାଡ ମଜ୍ବୁତ ହାବା ପାଇଁ ଆପଣ ବିଂଶ ଡାଲି ମଧ୍ୟ ସେବନ କରନ୍ତୁ, ଏଥିରେ କେଲସିୟମ ଓ ମେଗ୍ନେସିୟମ ଭଲ ଭାବରେ ପରି ପୂର୍ଣ ଥାଏ ।
ବ୍ରୋକଲିକୁ ହାଡ ପ ବିଟି ଲାଭକାଅଋ କୁହାଯାଏ, ବ୍ରୋକଲିରେ କେଲସିୟମ ଭଲ ତରା ରେ ଥାଏ । ଏହା ଛଡା ହାଡ ଉଟ ରହିବା ପାଇଁ ଆପଣ ପତ୍ରକୋବି ବି ଖାଇ ପାରନ୍ତି । କାଜୁ, ବାଦାମ ଏବଂ ମାଛ ବି ହାଡ ପାଇଁ ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ ।
୩୦ ବର୍ଷ ବୟସ ଠାରୁ ଆଜିକାଲି ଅନେକ ପ୍ରକାର ରୋଗ ହେବା ଆରମ୍ଭ ହେଇ ଯାଉଛି । ସେଥିପାଇଁ ଯଦି ଆପଣ ସୁସ୍ଥ ଜୀବନ ବଞ୍ଚିବାକୁ ଚହୁଁଛନ୍ତି ତେବେ ନ୍ଯାଯ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ । ତେବେ ଯାଇ ଆପଣ ଏକ ସୁସ୍ଥ ଜୀବନ ଯାପନ କରି ପାରିବେ । ନଚେତ କମ ବଯସରୁ ହିଁ ରୋଗଗ୍ରସ୍ତ ହୋଇଯିବେ । ସେଥିପାଇଁ ଆଗ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଗକୁ ବି ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଜାଣିବାକୁ ଚାହୁଁଥିଲେ ଆମ ପେଜକୁ ଲାଇକ କରନ୍ତୁ ।