ଚାଲୁଥିବା ଗାଡି ଉପରେ ଯେତେବେଳେ ବସି ଗଲା ହାତୀ, ଦେଖନ୍ତୁ ତା ପରେ କଣ ହେଲା…

ନ୍ୟାଶନାଲ ପାର୍କ ଗୋଟେ ଏମିତିଆ ଜାଗା ହେଇଥାଏ ଯେଉଁଠି ଆମେ ଦୁର୍ଲଭ ପଶୁ ପଖିଙ୍କୁ ଦେଖିବାକୁ ପାଇଥାଉ । ଆପଣ ଭାବୁଥିବେ ଯେ ଜୂ(Zoo) ଏବଂ ନ୍ୟାଶନାଲ ପାର୍କ ମଧ୍ୟ ରେ କଣ ଫରକ ହୋଇଥାଏ, ତାହେଲେ ଆପଣଙ୍କ ଜାଣିବା ପାଇଁ ଆମେ କହି ଦଉଛୁ କି ଜୁ ରେ ଆପଣଙ୍କ ଓ ପଶୁମାନଙ୍କ ମଧ୍ୟରେ ପାଚିରି ହୋଇଥାଏ କିନ୍ତୁ ନ୍ୟାଶନାଲ ପାର୍କ ରେ ଆପଣ ପଶୁଙ୍କୁ ଖୋଲା ବୁଲୁଥିବାର ଦେଖିବେ ଓ ଆପଣଙ୍କ ଓ ପଶୁଙ୍କ ମଧ୍ୟରେ କିଛି ପାଚିରି ନଥାଏ ।

ଏହି ଅନୁଭବ ଅତ୍ୟନ୍ତ ଅଲଗା ପ୍ରକାର ଥାଏ କିନ୍ତୁ ବିନା ସୁରକ୍ଷା ଏହି ଭୟଙ୍କର ପଶୁମାନଙ୍କ ମଧ୍ୟରେ ଯିବା କେତେ ଥର ବିପଦ କାମ ବି କରିଛି ।

ଏମିତି ଏକ ଘଟଣା ଥାଇଲାଣ୍ଡ ର ଖାଓ ୟାଇ ନ୍ୟାଶନାଲ ପାର୍କରେ ଦେଖିବାକୁ ମିଳିଛି । ଥାଇଲାଣ୍ଡ ର ଏହି ନ୍ୟାଶନାଲ ପାର୍କରେ ଯେତେବେଳେ ଜଣେ ଲୋକ ଗାଡି ଚଳେଇ ଯାଉ ଥିଲେ ହଟାତ ତାଙ୍କ ଆଗରେ ଗୋଟେ ହାତୀ ଆସିଗଲା ଓ ସେହି ହାତୀ ଗାଡି ଉପରେ ବସିବା ପାଇଁ ମଧ୍ୟ ପ୍ରୟାସ କରୁଥିଲା ହାତୀର ଏହି ପ୍ରୟାସ ଦେଖି ଡ୍ରାଇବାର ଡଋ ଗଲା ଓ ଗାଡି ବେଗରେ ଚଳେଇବା ଆରମ୍ଭ କଲା ଏବଂ ଏହା କାରଣରୁ ତା ଜୀବନ ବଞ୍ଚି ଗଲା ।

ହାତୀର କାର ଉପରେ ବସିବା ସୋସିଆଲ ମିଡିଆ ରେ ଜୋର ସୋର ଭାଇରାଲ ହେଉଛି, ଥାଇଲାଣ୍ଡ ର ନ୍ୟାଶନାଲ ପାର୍କ ରେ ହୋଇଥିବା ଏହା ପ୍ରଥମ ଘଟଣା ଅଟେ । ଏହା ପୂର୍ବରୁ ଏମିତି କିଛି ଘଟଣା କେବେ ଆସି ନାହିଁ, କାର ଉପରେ ବସିବା ପ୍ରୟାସ କରୁଥିବା ହାତୀ ନା ଡୁଏ ଏବଂ ଏହି ହାତୀ ର ବୟସ ୩୫ବର୍ଷ ଅଟେ ।

କୁହାଯାଉଛି ଯେ ଡୁଏ ରାସ୍ତାରେ ଯାଉଥିଲା ଓ ଯେମିତି ସେ କାରକୁ ତା ଆଡୁକୁ ଆସିବାର ଦେଖିଲା ସେ ତା ଉପରେ ବସିବା ପାଇଁ ପ୍ରାୟସ କଲା । ଡୁଏ କାର ଉପରେ ନିଜ ପୂର୍ଣତଃ ଓଜନ ପକାଇ ଥାନ୍ତା ତାଆଗରୁ ଡ୍ରାଇଭର ନିଜ ବୁଦ୍ଧି ଲଗାଇଲା ଓ ଗାଡି ବେଗରେ ଚଳାଇବା ଆରମ୍ଭ କଲା ଏହା ଦ୍ଵାରା ସେହି ଗାଡି ଚଲଉଥିବା ଲୋକର ଜୀବନ ବାଛି ଗଲା ।

ଆଗକୁ ଯାଇ ଲୋକ ଯେତେବେଳେ ଗାଡିକୁ ଦେଖିଲେ ତା ପଛ ୱିନ୍ଡଶିଲ୍ଡ ଭାଙ୍ଗି ଯାଇଥିଲା ଓ କାର ପଛ ଦବି ଯାଇଥିଲା । ରିପୋର୍ଟ ଅନୁଯାଇ ଏହି ଘଟଣା ପରେ ପାର୍କ ଅଧିକାରୀମାନେ ଲୋକଙ୍କୁ ଏହା ଜଣାଇଲେ ଯେ ଏମିତି ସମସ୍ୟାରୁ ନିଜକୁ କେମିତି ବଞ୍ଚାନ୍ତୁ ଓ କଣ କରିବା ଉଚିତ ଅଟେ ।

ଏହିଭଳି ଅନେକ ଭାଇରାଲ କଥା ଜାଣିବା ପାଇଆନ ଆମ ପେଜକୁ ଲାଇକ କରିବାକୁ ଯମାବି ବୁଲିବେନି ।

Leave a Reply

Your email address will not be published. Required fields are marked *